Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗୋଆ ଅଗ୍ନିକାଣ୍ଡ ପରେ ଛୁ ହେଲେ କ୍ଲବ ମାଲିକ
ଗୋଆ : ଇଣ୍ଡିଗୋ ଫ୍ଲାଇଟରେ ମାଲିକ ଛୁ । ଅଗ୍ନିକାଣ୍ଡର ୬ ଘଣ୍ଟା ପରେ ଫୁକେଟ୍ ପଳାଇଲେ ୨ ମାଲିକ । ଦିଲ୍ଲୀର ଉଦ୍ୟୋଗପତି ସୌରଭ ଓ ଗୌରଭ ଲୁଥ୍ରା ରବିବାର ଭୋର ୫ଟା ୩୦ରେ ଇଣ୍ଡିଗୋ ଫ୍ଲାଇଟ (6E 1073)ରେ ଫୁକେଟ ପଳାଇଛନ୍ତି । ଏହି ଘଟଣାରେ କ୍ଲବ ମାଲିକଙ୍କ ବିରୋଧରେ ପରିଚାଳନାଗତ!-->…
ଭାରତୀୟ ଚାଉଳ ଉପରେ ଲାଗିବ ନୂଆ ଟାରିଫ, ସଙ୍କେତ ଦେଲେ ଟ୍ରମ୍ପ
ଆମେରିକା : ଟ୍ରମ୍ପଙ୍କ ନୂଆ ଚେତାବନୀ । ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ଲାଗିପାରେ ଅଧିକ ଟ୍ୟାକ୍ସ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ନୂଆ ଶୁଳ୍କ ବା ଟାରିଫ ଲଗାଇବା ନେଇ ସଙ୍କେତ ଦେଇଛନ୍ତି । ହ୍ୱାଇଟ୍ ହାଉସ୍ ରେ ଆମେରିକୀୟ!-->…
ନାସିକରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନାସିକ: ମହାରାଷ୍ଟ୍ରର ନାସିକରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।!-->…
ଜାପାନ୍ରେ ଶକ୍ତିଶାଳୀ ଭୂମିକମ୍ପ, ସୂନାମୀ ଆଲର୍ଟ
ଟୋକିଓ : ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା କଥା ସୂଚନା ଦିଆଯାଇଛି । ଏହାପରେ ବିଭିନ୍ନ ଉପକୂଳରେ ସୁନାମୀ ପାଇଁ ଚୋତାବନୀ ଜାରି କରାଯାଇଛି ।
ଜାପାନରେ ଜୋରଦାର ଭୂମିକମ୍ପ ପରେ ବିଭିନ୍ ଉପକୂଳରେ ଥିବା!-->!-->!-->…
ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁ ସୋମବାର କଂଗ୍ରେସରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ନଭଜୋତ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ!-->…
ଆମେରିକା ସହିତ ଶାନ୍ତି ଆଲୋଚନା ଗଠନମୂଳକ ମାତ୍ର ସହଜ ନୁହେଁ : ଜେଲେନସ୍କି
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଶାନ୍ତି ଯୋଜନା ଉପରେ ଆମେରିକୀୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା ଗଠନମୂଳକ କିନ୍ତୁ ସହଜ ନୁହେଁ ।
ଜେଲେନସ୍କି ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ ଏବଂ ଟ୍ରମ୍ପଙ୍କ!-->!-->!-->…
ରାସ୍ତାରେ ମୃତଦେହ ରଖି ବିକ୍ଷୋଭ କଲେ ୫ ବର୍ଷ ଜେଲ୍
ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍ । ଅନେକ ସମୟରେ ଦେଖିବାକୁ ମିଳେ ଯେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ ହେଉ, ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା। ରାସ୍ତା ବନ୍ଦ ହେବାରୁ ଘଣ୍ଟା ଘଣ୍ଟା ଧରି!-->…
ଭାରତ ଆସିବେ ଜେଲେନସ୍କି!
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ ଗସ୍ତ ପରେ, ଭାରତ ଆଉ ଏକ କୂଟନୈତିକ ପଦକ୍ଷେପ ନେଇଛି । ଭାରତ ଏବେ ଦିଲ୍ଲୀରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆତିଥ୍ୟ ଦେବା ପାଇଁ ଯୋଜନା କରୁଛି । ଏହାକୁ କୂଟନୈତିକ ମହଲରେ ଭାରତର ବୈଦେଶିକ ନୀତିେ ଏକ!-->…
ଟ୍ରମ୍ପଙ୍କ ନାଁରେ ନାମିତ ହେବ ହାଇଦରାବାଦର ସଡ଼କ
ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ ସଡକକୁ ନାମିତ କରିବା ଲାଗି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ହାଇଦରବାଦର ଯେଉଁ ରାସ୍ତାରେ ଆମେରିକାର ବାଣିଜ୍ୟିକ ଦୂତାବାସ ଅବସ୍ଥିତ ଅଛି ସେହି ରାସ୍ତାକୁ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇ!-->…
ଓୱେସୀଙ୍କ ସହ ମେଣ୍ଟ ଯୋଜନା କରୁଛନ୍ତି ହୁମାୟୁନ !
କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଚର୍ଚ୍ଚାରେ ରହିଥିବା ତୃଣମୂଳ କଂଗ୍ରେସ (ଟିଏମସି)ର ନିଲମ୍ବିତ ବିଧାୟକ ହୁମାୟୁନ କବିର ଆଗକୁ ଆଉ ଏକ ବଡ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ବାବ୍ରି ମସ୍ଜିଦ ଭଙ୍ଗା ଦିବସ!-->…