Browsing Category

ଦେଶ

ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ଉର୍ବଶୀଙ୍କୁ ଇଡି ସମନ

ନୂଆଦିଲ୍ଲୀ : ଅନଲାଇନ ବେଟିଂ ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ଆର୍ଥିକ ଅନିୟମିତତା ନେଇ ଅନଲାଇନ ବେଟିଂ ଆପ୍ 1xBet ବିରୋଧରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ପୂର୍ବରୁ

ଭାରତ-ଆମେରିକା ମଧ୍ୟରେ ହୋଇପାରେ ପି-୮ଆଇ ଚୁକ୍ତି

ନୂଆଦିଲ୍ଲୀ, ୧୪।୯ : ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂଆ ସ୍ତରକୁ ଗତି କରୁଛି। ଭାରତୀୟ ନୌସେନା ପାଇଁ ୬ ଅତିରିକ୍ତ ପି-୮ଆଇ ମେରିଟାଇମ୍ ପେଟ୍ରୋଲ ଏୟାରକ୍ରାଫ୍ଟର ଚୁକ୍ତିକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ପ୍ରାୟତଃ ଶେଷ ହୋଇଛି। ୪ ଅରବ ଡଲାରରେ ଏହି ଚୁକ୍ତି ହେବା ସହିତ

୧୧୪ ନୂଆ ରାଫେଲ କିଣିବା ପାଇଁ ବାୟୁସେନାର ଭାରତ ସରକାରଙ୍କୁ ପ୍ରସ୍ତାବ

ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ Su-୫୭ ଉପରେ ନଜର ରଖିଛି । ଏକ ରୁଷୀୟ ଦଳ ଖୁବ୍

ଆସାମରେ ଭୂମିକମ୍ପ, ତୀବ୍ରତା ୫.୮

ଆସାମ: ଆସାମରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ଆଜି ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଦେଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି । ଲୋକମାନେ ଘର ଏବଂ ଦୋକାନ

ନାବାଳିକାଙ୍କୁ ଶାରୀରିକ ନିର୍ଯାତନା: ସ୍ପିଚ୍ ଥେରାପିଷ୍ଟ ଗିରଫ

ଦିଲ୍ଲୀ: ଦିଲ୍ଲୀର ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ଜଣେ ୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ହାଇକୋର୍ଟ ପରେ ତାଜ ପ୍ୟାଲେସ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିବ ପରେ ଏବେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଖବର ମିଳିବା ପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି । ତାଜ

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ନେପାଳରେ ହିଂସା ପରେ, ସୁଶୀଳା କାର୍କି ଏବେ ଅନ୍ତରୀଣ ସରକାର ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛି। ଏହାସହ ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆଶା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ମୋହନ ଯାଦବ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ

ମଣିପୁର ସାହସ ଓ ବୀରତ୍ୱର ଭୂମି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି

ମିଜୋରାମକୁ ମୋଦିଙ୍କ ଭେଟି: ଉଦଘାଟନ କଲେ ପ୍ରଥମ ରେଳ ଲାଇନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି