Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୁଣି ବଢିଲା ସୁନା ଦର
ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍ । ନିୟମିତ ସୁନା ଦର ବୃଦ୍ଧି ପାଉଛି । ସେପ୍ଟେମ୍ବର ୧ ଅର୍ଥାତ୍ ସୋମବାର ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୫,୮୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୪,୯୫୦ ଟଙ୍କା ଥିଲା । ଏଥିରେ ୯୩୦!-->…
ଚୀନରେ ଶୁଭିଲା ‘ବନ୍ଦେ ମାତରଂ, ଭାରତ ମାତା କୀ ଜୟ’ ଧ୍ବନି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଇ ଶନିବାର ତିଆନଜିନ ସହରରେ ପହଞ୍ଚିଛନ୍ତି, ଯେଉଁଠି ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ତେବେ ମୋଦୀ ଚୀନରେ ପହଞ୍ଚିବା ପରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯିବା!-->…
କାହାର ସାଥ ଦରକାର ନାହିଁ, ବିହାରରେ ଏକୁଟିଆ ନିର୍ବାଚନ ଲଢ଼ିବ ବିଏସପି
ନୂଆଦିଲ୍ଲୀ:ବହୁଜନ ସମାଜ ପାର୍ଟି (BSP) ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ଗତ ଦୁଇ ଦିନ ମଧ୍ୟରେ, ଦଳର ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ବୈଠକରେ ପ୍ରାର୍ଥୀ ଚୟନ, ସାଂଗଠନିକ ପ୍ରସ୍ତୁତି ଏବଂ ରଣନୀତି ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ବୈଠକରେ,!-->…
ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ସହଯୋଗ କରୁ ଚୀନ, ଜିନପିଙ୍ଗଙ୍କୁ ନିବେଦନ କଲେ ମୋଦୀ
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ । ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ବର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ବକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଏହି!-->…
ନୋବେଲ ପୁରସ୍କାର ପାଇଁ ସମର୍ଥନ ନପାଇ ଶୁଳ୍କ ଲାଗୁ କଲେ ଟ୍ରମ୍ପ୍: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ:ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତାର କାହାଣୀ ଶତ୍ରୁତାର କାହାଣୀରେ ପରିଣତ ହୋଇଛି। କିନ୍ତୁ ଟ୍ରମ୍ପ୍ କାହିଁକି ରାଗିଗଲେ? ସେ!-->…
SCO ସମ୍ମିଳନୀ ପରେ ଚୀନ କରିବ ଶକ୍ତି ପ୍ରଦର୍ଶନ, ଯୋଗଦେବେ ୨୪ରୁ ଅଧିକ ଦେଶଙ୍କ ମୁଖ୍ୟ, ଭାରତ ହେବନି ସାମିଲ
ନୂଆଦିଲ୍ଲୀ ୩୦।୮: ଚୀନ୍ ରାଜଧାନୀ ବେଜିଂ ଚଳିତ ସପ୍ତାହରେ ଦୁଇଟି ବଡ଼ ଆୟୋଜନର ସାକ୍ଷ ହେବାକୁ ଯାଉଛି। ଏଥିରେ ପ୍ରଥମିଟି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ହୋଇଥିବା ବେଳେ ଅନ୍ୟଟି ୩୧ ଅଗଷ୍ଟ ଓ ୧ ସପ୍ଚେମ୍ବରରେ ତିଆନଜେନରେ ଅନୁଷ୍ଠିତ ହେବ,ଯେଉଁଥିରେ ଦ୍ୱିତୀୟ!-->…
ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିଆନଜିନ୍ରେ ମୋଦୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ରହିଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀରେ ଯୋଗ ଦେବେ। ଚୀନରେ ପ୍ରଧାନମନ୍ତ୍ରୀ ଚୀନ!-->…
ଡ. କଲାମଙ୍କ ଭୂମିକାରେ ନଜର ଆସିବେ ସାଉଥ୍ ଅଭିନେତା ଧନୁଷ
ମୁମ୍ବାଇ : ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି, ଏହି ଚରିତ୍ରକୁ ଧନୁଷଙ୍କଠୁ ଭଲ ଆଉ କେହି!-->…
ଟ୍ରମ୍ପଙ୍କୁ ଭାରତର ଝଟକା, ନୋବେଲ ଶାନ୍ତି ପୁରସ୍କାର ପାଇଁ କଲାନି ନୋମିନେଟ
ନୂଆଦିଲ୍ଲୀ ୩୦।୮: ଭାରତ-ପାକିସ୍ତାନ ଯୁଦ୍ଧ ରୋକିବାରେ ବାରମ୍ବାର ନିଜ ଭୂମିକା ଥିବାର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଝଟକା ଲାଗିଛି। ଏହି ଯୁଦ୍ଧ ରୋକିବାର ଶ୍ରେୟକୁ ନେଇ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଚାହୁଁଥିଲେ। ହେଲେ ଭାରତ ଏଥି ପାଇଁ!-->…
କଳାପତାକା ଦେଖାଉଥିଲେ ବିଜେପି କାର୍ଯ୍ୟକର୍ତ୍ତା, ହାତରେ ଟଫି ଧରାଇଦେଲେ ରାହୁଲ ଗାନ୍ଧି
ଆରା ୩୦।୮: ବିହାର ଆରା ରେ ଭୋଟ ଅଧିକାର ଯାତ୍ରା କାଳରେ ଶନିବାର କଂଗ୍ରେସ ନେତା ରାହୁଲଙ୍କୁ କଳାପତାକା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ପ୍ରତି ଅପଶବ୍ଦ କୁହାଯିବା ମାମଲାରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା କଂଗ୍ରେସ ବିରୋଧୀ ସ୍ଲୋଗାନ ଦେବା ସହ କଳାପତାକା!-->…