Browsing Category

ଦେଶ

ଅହମଦାବାଦ ପ୍ଲେନ କ୍ରାସକୁ ପୂରିନି ମାସେ, ସିନିଅର ଷ୍ଟାଫଙ୍କ ପାର୍ଟି ଭିଡିଓ ଭାଇରଲ

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 ର ଦୁଃଖଦ ଦୁର୍ଘଟଣାକୁ ମାସେ ନ ପୂରୁଣୁ ଏକ ଫୁଟେଜ୍ ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏୟାର ଇଣ୍ଡିଆର ବିମାନବନ୍ଦର ସେବା ଅଧିକାରୀ, AISATSର ବରିଷ୍ଠ ଅଧିକାରୀମାନେ ଏକ ଅଫିସ ପାର୍ଟିରେ…

ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆକ୍ସିଅମ୍- ୪ ମିଶନର ଅଂଶ ଭାବରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଅଛନ୍ତି ଭାରତର ଦ୍ୱୀତିୟ ମହାକାଶଚାରୀ ଶୁଭାଂଶୁ। ବୁଧବାର ISSକୁ ଐତିହାସିକ ଯାତ୍ରାରେ ଉଡ଼ାଣ ଭରିଛନ୍ତି। ୪୧…

ନାବାଳିକା ୟୁଟ୍ୟୁବରଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ

ଜଣେ ୧୭ ବର୍ଷୀୟା ନାବାଳିକା ୟୁଟ୍ୟୁବରଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କ ସହିତ ଭିଡିଓ ଶୁଟ୍‌ କରୁଥିବା ଯୁବକ ହିଁ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉତ୍ତରପ୍ରଦେଶର ଗୋରଖପୁର…

ପରାଗ ଜୈନ ର’ ମୁଖ୍ୟ ନିଯୁକ୍ତ

ବରିଷ୍ଠ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ ପରାଗ ଜୈନଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ଅନୁସନ୍ଧାନ ଓ ବିଶ୍ଳେଷଣ ସଂସ୍ଥା)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଗତ ମେ ମାସରେ ଆତଙ୍କବାଦ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ସମୟରେ ପରାଗ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ…

କେରଳ ସ୍କୁଲ୍‌ରେ ଜୁମ୍ବା ନୃତ୍ୟ ନିଷ୍ପତ୍ତିକୁ ମୁସ୍ଲିମ ସମାଜର ତୀବ୍ର ବିରୋଧ

ନୂଆଦିଲ୍ଲୀ: କେରଳ ସରକାରଙ୍କର ନିଶା ନିବାରଣ ଅଭିଯାନର ଏକ ଅଂଶ ଭାବରେ ସ୍କୁଲଗୁଡ଼ିକରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନ କରିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ ମୁସ୍ଲିମ ସମାଜ। ଜୁମ୍ବାରେ କମ୍ ପୋଷାକ ପିନ୍ଧି…

ପ୍ରବଳ ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଅସହ୍ୟ ଗରମରୁ ଶନିବାର ଅପରାହ୍ନରେ ଆଶ୍ୱସ୍ତି ପାଇଲେ ଦିଲ୍ଲୀ ସମେତ ଏନସିଆରବାସୀ । ସକାଳରୁ ଅସହ୍ୟ ଗରମ ଅନୁଭୂତ ହୋଇଥିବା ବେଳେ ହଠାତ୍ ଅପରାହ୍ନରେ ଆକାଶରେ କଳା ମେଘ ଘୋଡ଼ାଇ ହୋଇଗଲା। ଏହା ପରେ ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ…

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଶନିବାର ସିକ୍ୟୁରିଟି ଗାର୍ଡକୁ ଧରିଲା ପୁଲିସ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି…

ବିଳମ୍ବରେ ମହାପ୍ରଭୁଙ୍କ ରଥଟଣା: ମନ୍ତ୍ରୀ କହିଲେ, ‘କାଳିଆର ଇଚ୍ଛା’

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ…

ବଲିଉଡ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ

ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା…

ଇରାନକୁ ୩୦ ବିଲିୟନ ଡଲାର ଦେବ ଆମେରିକା

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳି ଯାଇଛି। ଟ୍ରମ୍ପ ପ୍ରଶାସନର ଉଚ୍ଚ ପଦାଧିକାରୀ ଏବଂ ସୂତ୍ର ସୂଚନା ଦେଇଛନ୍ତି ଯେ ଆମେରିକା ଇରାନର ବେସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମ ପାଇଁ ୨୦ ରୁ ୩୦ ବିଲିୟନ ଡଲାର…