Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଡାକ୍ତରଙ୍କ ହଷ୍ଟେଲ କ୍ୟାଣ୍ଟିନ ଭିତରେ ପଶି ଗଲା ବିମାନ ; ହେଲା ବଡ଼ ବିସ୍ଫୋରଣ
ଅହମ୍ମଦାବାଦ : ଅହମ୍ମଦାବାଦରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏୟାରପୋର୍ଟ ନିକଟରେ ଏୟାର ଇଣ୍ଡିଆର ବିମାନ କ୍ରାସ୍ ହୋଇଛି। ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍ ଭିତରେ ବିମାନ ଏକ ୫ ମହଲା କୋଠାରେ ଖସି ପଡ଼ିଛି। ଜଣାପଡ଼ିଛି ଯେ, ଏହା ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହଷ୍ଟେଲ ଥିଲା।!-->…
ବିମାନ ଦୁର୍ଘଟଣାରେ ୧୭୦ ମୃତ, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୃତହେଦକୁ ଅଧାରକରି ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧୭୦ ମୃତଦେହ!-->…
ବିମାନ ଦୁର୍ଘଟଣା : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ : ଅହମ୍ମଦାବାଦରେ ଗୁରୁବାର ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ସମସ୍ତ ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିଶିଷ୍ଟ!-->…
ଭୟଙ୍କର ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଯିବାକୁ ଶାହଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟଣା । ଭୟଙ୍କର ଦୁର୍ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁହିଁଙ୍କୁ ଘଟଣାସ୍ଥଳକୁ ଯିବାକୁ କହିବା ସହ ସମସ୍ତ ପ୍ରକାର ସହାୟତା!-->…
ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସମୟ ପୂର୍ବରୁ ପାଇଲଟ ଦେଇଥିଲେ ବିପଦପୂର୍ଣ୍ଣ ସଙ୍କେତ
ଅହମ୍ମଦାବାଦ: ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁଦେଖୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନଥିବା ବେଳେ ଉଦ୍ଧାର!-->…
ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ମୋଘାନୀ ନଗରରେ ଜନବସତି ଅଞ୍ଚଳରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ବିମାନରେ କ୍ରୁ!-->…
୨୦ରୁ କମ୍ ଓ ୨୮ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଚଲାଇ ପାରିବେନି ଏସି
ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେନ୍ଦ୍ର ସରକାର ଏୟାର କଣ୍ଡିସନର(ଏସି) ବ୍ୟବହାର ସମ୍ପର୍କରେ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର କହିଛନ୍ତି ଯେ, ଏବେ ଏସି ତାପମାତ୍ରା!-->…
ମୁଁ ନିଜେ ତାକୁ ଦଣ୍ଡ ଦେବି; ରାଜାଙ୍କ ପରିବାର ଆଗରେ ଏଭଳି କହିଲେ ସୋନମର ଭାଇ
ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଯେତେ ଯେତେ ଆଗକୁ ବଢ଼ୁଛି, ସେତେ ସେତେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ରାଜାଙ୍କ ପତ୍ନୀ ସୋନମ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତ ପୁଲିସର ପଚରାଉଚରା ମଧ୍ୟରେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଗୋଟିଏ!-->…
ରାଜା ରଘୁବଂଶୀ ହତ୍ୟା କରିଥିବା କଥାକୁ ଶେଷରେ ସ୍ବୀକାର କଲେ ସୋନମ
ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ସିଲଂ କୋର୍ଟରେ ହାଜର କରାଯିବାର ପ୍ରକ୍ରିୟା ଚାଲିଛି। କୋର୍ଟରୁ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡ ନେଇ ଅପରାଧସ୍ଥଳକୁ ନେଇଯିବାର ବ୍ୟବସ୍ଥା କରିଛି। ସେଠାରେ ରାଜାଙ୍କ ହତ୍ୟାର!-->…
ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ
ଜୌନପୁର: ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ। ସୁହେଲଦେବ ସ୍ୱାଭିମାନ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେନ୍ଦ୍ର ରାଜଭରଙ୍କୁ ତାଙ୍କ ପୂର୍ବତନ ଦଳର ନେତା ଚାପୁଡ଼ା ମାରିଥିବା ଜଣାଯାଇଛି। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଏହି!-->…