Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବାଂଲାଦେଶକୁ ପାଣ୍ଠିଯୋଗାଣ ବନ୍ଦ କଲେ ମସ୍କ୍
ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ନେତୃତ୍ବରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଏବେ କାର୍ଯ୍ୟରେ ଲାଗିଛି। ଇତିମଧ୍ୟରେ ଆମେରିକୀୟ ଟିକସଦାତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଅନେକ ବିଦେଶୀ ପ୍ରକଳ୍ପକୁ ବାତିଲ କରିଛି। ଏହି ତାଲିକାରେ ବାଂଲାଦେଶର ଏକ ପ୍ରକଳ୍ପ!-->…
କଂଗ୍ରେସ ସାଂସଦଙ୍କ ପତ୍ନୀଙ୍କୁ ନେଇ ଆସାମରେ ରାଜନୈତିକ ଝଡ଼: ଆଇଏସଆଇ ଲିଙ୍କ୍ ଅଭିଯୋଗ ଅଣିଲେ ହିମନ୍ତ
ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜୋରହାଟର କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏବଂ ତାଙ୍କ ପତ୍ନୀଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ତାଙ୍କର ଅଭିଯୋଗକୁ ଦୋହରାଇ ହିମନ୍ତ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ୨୦୧୫ ମସିହାରେ, ଭାରତରେ ପାକିସ୍ତାନ ହାଇକମିସନର ଅବଦୁଲ!-->…
କାହିଁକି ଅମୃତସର ବିମାନ ବନ୍ଦରରେ ଅବତରଣ କରୁଛି ନିର୍ବାସିତ ଭାରତୀୟଙ୍କୁ ନେଇ ଆସୁଥିବା ବିମାନ
ଆମେରିକାରୁ ଭାରତୀୟ ନିର୍ବାସିତଙ୍କ ବିମାନକୁ ପୁଣି ଥରେ ଅମୃତସରରେ ଅବତରଣ କରି କେନ୍ଦ୍ର ସରକାର ରାଜ୍ୟକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଅଭିଯୋଗ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଆର୍ ପି ସିଂହ କହିଛନ୍ତି ଯେ ଏହି ପ୍ରସଙ୍ଗରେ!-->…
କେରଳ ନର୍ସିଂ କଲେଜରେ ରାଗିଂ ଘଟଣା: ଗିରଫ ୫ ବରିଷ୍ଠ ଛାତ୍ର ବହିଷ୍କୃତ
ତିରୁଅନନ୍ତପୁରମ: କେରଳର କୋଟ୍ଟାୟାମସ୍ଥିତ ସରକାରୀ ନର୍ସିଂ କଲେଜରେ ଘଟିଥିବା ରାଗିଂ ଘଟଣା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏହି ଘଟଣାରେ ବୁଧବାର ୫ ଜଣ ସିନିୟର (ତୃତୀୟ ବର୍ଷ) ଛାତ୍ରଙ୍କୁ ଗିରଫ କରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଗୁରୁବାର ସେମାନଙ୍କୁ ବହିଷ୍କାର!-->…
ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କବାଦୀ, ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ହାଇ-ଆଲର୍ଟ
ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୧୫୦ରୁ ଅଧିକ ପ୍ରଶିକ୍ଷଣପ୍ରାପ୍ତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ପିଓକେର ନୀଲମ ଭ୍ୟାଲିର ୬ଟି ଲଞ୍ଚ ପ୍ୟାଡ୍ରେ ଆତଙ୍କବାଦୀମାନେ ସଜାଗ ରହିଛନ୍ତି। ପିଓକେରେ କାଶ୍ମୀର ଏକତା ଦିବସ ପାଳନ!-->…
ମାର୍ଚ୍ଚ ୧୯ରେ ମହାକାଶରୁ ଫେରିବେ ସୁନିତା
ଫ୍ଲୋରିଡା : ଦୀର୍ଘ ଆଠ ମାସ ଧରି ଆଇଏସ୍ଏସ୍ରେ ରହିବା ପରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ମାର୍ଚ୍ଚ ୧୯ରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ସୁନିତା ଓ ସାଥୀ ମହାକାଶଚାରୀ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବାକୁ ମାର୍ଚ୍ଚ ୧୨ରେ ‘ଡ୍ରାଗନ’ ମହାକାଶ ଯାନକୁ!-->…
‘ଭାରତ ସରକାରଙ୍କ ନୀତିରେ ପ୍ରତିଫଳିତ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ!-->…
ପୂର୍ବ ତୁଳନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି କହିଲେ ଟ୍ରମ୍ପ୍
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇଛି । ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୋଦୀ । ଉଭୟ ନେତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଦ୍ବିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମୋଦୀ ପ୍ରଥମ!-->…
ନୂଆ ମୁଖ୍ୟ ନିର୍ବାଚନ କମିସନର ଚୟନ ପାଇଁ ୧୭ରେ ବୈଠକ, ଯୋଗ ଦେବେ ମୋଦୀ, ରାହୁଲ
ନୂଆଦିଲ୍ଲୀ : ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ!-->…
ଆମେରିକାରେ ମୋଦୀଙ୍କ ବୟାନକୁ ନେଇ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ, ଜଣେ ସାମ୍ବାଦିକ ଗୌତମ ଆଦାନୀଙ୍କ ମାମଲା ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେବା ସମୟରେ ପ୍ରଧାନମନ୍ତ୍ରୀ!-->…