Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଓ ପୁଅଙ୍କ ନାଁରେ ରୁଜୁ ହେଲା ଏଫଆଇଆର
ବେଙ୍ଗାଲୁରୁ : କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ, ପୁଅ ନିଖିଲ ଓ ଜେଡିଏସ୍ର ବିଧାୟକ ସୁରେଶ ବାବଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର। କୁମାରସ୍ୱାମୀଙ୍କ ବିରୋଧରେ ଥିବା ଖଣି ଦୁର୍ନୀତି କେସ୍ର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଏମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ!-->…
ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ : ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସ୍ୱାମୀ-ସ୍ତ୍ରୀ ଓ ୩ ପିଲାଙ୍କ ସହ ଆଗକୁ ବଢ଼ୁଥିବା ପରିବାର ସବୁ ସଦସ୍ୟଙ୍କ ଗୁଳିବିଦ୍ଧ ମୃତଦେହ ଆଜି ପୁଲିସ୍ ଉଦ୍ଧାର କରିଛି। ପ୍ରଥମେ ପୁଲିସ୍ ୪୫ ବର୍ଷୀୟ ମହିଳା, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅର ଗୁଳିବିଦ୍ଧ ମୃତଦେହ ଉତ୍ତର!-->…
ଦୁର୍ଘଟଣା ପରେ ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ
ଭାରତୀୟ ବାୟୁସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଆଜି ଉତ୍ତର ପ୍ରଦେଶର ଆଗ୍ରାରେ କ୍ରାଶ କରି ଯାଇଛି। ତେବେ ବିମାନରେ ଥିବା ପାଇଲଟ ଜଣଙ୍କ ଏଥିରୁ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି।
ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଆଗ୍ରାର ସୋନଗା ଗାଁରେ ଥିବା!-->!-->!-->…
୬ ବର୍ଷ ପରେ ବସିଲା ବିଧାନସଭା, କିନ୍ତୁ ଧାରା ୩୭୦ ପାଇଁ ହେଲା ହଙ୍ଗାମା
ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ନିକଟରେ ନିର୍ବାଚନ ଓ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ଆଜି ବିଧାନସଭା ଅଧିବେଶନ ବସିଛି। ହେଲେ ୬ ବର୍ଷ ପରେ ବସିଥିବା ବିଧାନସଭାର ପ୍ରଥମ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି।!-->…
ଉତ୍ତରାଖଣ୍ଡରେ ଖାଇକୁ ଖସିଲା ବସ୍, ୩୬ ମୃତ
ବଡ଼ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍। ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଘଟଣା। ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି।
ସୂଚନା ମୁତାବକ, ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ବାହାରିଥିଲା। ଏହି ବସ୍ରେ!-->!-->!-->…
ଅଭିଯୋଗ ପରେ ହଟିଲେ ମହାରାଷ୍ଟ୍ର DGP
ମହାରାଷ୍ଟ୍ର ନିର୍ବାଚନ ପୂର୍ବର ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ କମିଶନର। ବିରୋଧୀଙ୍କ ଅଭିଯୋଗ ପରେ ଆକ୍ସନ ମୁଡ୍କୁ ଆସିଲେ ଇସି। ହଟିଲେ ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଳା। ତାଙ୍କ ଟ୍ରାନ୍ସଫର ହୋଇଛି।
ପ୍ରକୃତରେ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ!-->!-->!-->…
‘ୱାନ ନେସନ, ୱାନ ଇଲେକ୍ସନ’କୁ ଥାଲାପତି ବିଜୟଙ୍କ ବିରୋଧ
ରାଜନୀତିରେ ଏଣ୍ଟ୍ରି ମାରୁ ମାରୁ ମୋଦି ସରକାରଙ୍କ ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ମୋଦି ସରକାରଙ୍କ 'ୱାନ ନେସନ୍-ୱାନ ଇଲେକ୍ସନ' ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି।
!-->!-->!-->…
ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ୨୪ ବର୍ଷୀୟ ଯୁବତୀ, ବାନ୍ଧିଲା ପୁଲିସ୍
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା!-->…
ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୧୦ରୁ ଅଧିକ ଲୋକ ଆହତ
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ 'ଲଶ୍କର-ଏ-ତୋଏବା' ପାକିସ୍ତାନୀ ଆତଙ୍କୀ ସଂଗଠନର ଏକ ଶୀର୍ଷ କମାଣ୍ଡର ଟଳିବା ପରେ ଆଜି (ରବିବାର) ଶ୍ରୀନଗରରେ ଏକ ବଡ଼ ଆକ୍ରମଣ ହୋଇଛି। ଗ୍ରେନେଡ!-->…
ବନ୍ଦ ହେଲା କେଦାରନାଥ ପୀଠ କପାଟ, ୬ ମାସ ପରେ ଖୋଲିବ
ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି ।
୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ!-->!-->!-->…