Browsing Category

ଦେଶ

ଅପରେସନ ସିନ୍ଦୂରରୁ ଆମେ କ’ଣ ପାଇଲୁ…’: ଜୟରାମ ରମେଶ

ନୂଆଦିଲ୍ଲୀ: ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ନୂଆଦିଲ୍ଲୀ କ'ଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ପକ୍ଷ ହସ୍ତକ୍ଷେପ ପାଇଁ ଦ୍ୱାର ଖୋଲି ଦେଇଛି?' ପାକିସ୍ତାନ ସହିତ କୂଟନୈତିକ ଚ୍ୟାନେଲ ଖୋଲାଯାଇଛି କି? …

ଆମେରିକାକୁ ମୋଦୀଙ୍କ ଚରମବାଣୀ- ଯଦି ପାକିସ୍ତାନ କିଛି କରେ, ତେବେ ଜବାବ ବିଧ୍ବଂସକାରୀ ହେବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବ ପରେ ଭାରତକୁ ଅପରେସନ ‘ସିନ୍ଦୂର’ ସ୍ଥଗିତ ରଖିବାକୁ ପଡ଼ିଛି। ଏ କ୍ଷେତ୍ରରେ ଆମେରିକାର ଦୋମୁହାଁ ନୀତି ବି ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତକୁ ଆତଙ୍କବାଦ ବିରୋଧୀ ଅଭିଯାନରେ…

ପାକିସ୍ତାନ ଉପରେ କୌଣସି ପ୍ରକାରେ ଭରସା କରାଯାଇପାରିବ ନାହିଁ: ବିଏସଏଫ ଅଧିକାରୀ

ନୂଆଦିଲ୍ଲୀ: ଭାରତ ସୀମାରେ ସାମରିକ ଉତ୍ତେଜନା ସମାପ୍ତ କରିବା ପାଇଁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଥିଲା। ଏହି ଘୋଷଣା ପରେ ବି ଗତକାଲି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଯୁଦ୍ଧବିରତିର ଉଲ୍ଲଙ୍ଘନ କରି ଜମ୍ମୁ-କଶ୍ମୀର ସମେତ ଅନେକ ସ୍ଥାନରେ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣର…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ଓ ଖଡ୍‌ଗେଙ୍କ ଚିଠି; ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ଉଭୟ ନେତା ସେମାନଙ୍କ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୁରନ୍ତ ସଂସଦର…

ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍‌ଘାଟନ କଲେ ରାଜନାଥ: ବର୍ଷକୁ ୧୦୦ କ୍ଷେପଣାସ୍ତ୍ର ତିଆରି ହେବ

ଲକ୍ଷ୍ନୌ: ପାକିସ୍ତାନ ସହିତ ବଢୁଥିବା ସାମରିକ ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍‌କୁ ଭର୍ଚୁଆଲ୍ ଭାବରେ ଉଦ୍‌ଘାଟନ କରିଛନ୍ତି।…

ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅସ୍ତ୍ର ବିରତି ପରେ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ସିଡିଏସ୍ ଅନୀଲ ଚୌହାନ୍ , ଜାତୀୟ ସୁରକ୍ଷା ପରାମର୍ଶଦାତା…

ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି: ବାୟୁସେନା

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଯୁଦ୍ଧବିରତି ପରେ, ଭାରତୀୟ ବାୟୁସେନା (IAF) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ସେନା କହିଛି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଆଇଏଏଫ୍ କହିଛି ଯେ ଆମେ ଏହି ଅପରେସନର ଉଦ୍ଦେଶ୍ୟ ପୂରଣ କରିଛୁ ଏବଂ ଏହା ବିଷୟରେ ବିସ୍ତୃତ ସୂଚନା ଦିଆଯିବ। …

ସୀମାରେ ପାକିସ୍ତାନର ଯୁଦ୍ଧ ବିରାମ ଉଲ୍ଲଙ୍ଘନ, ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ଡ୍ରୋନ ମାଡ଼ ସହ ଗୁଳିବର୍ଷଣ

ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ, ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ସହମତି

କେତେବେଳେ ଡ୍ରୋନ୍ ପୁଣି କେତେବେଳେ ବୋମା କି ମିଶାଇଲ ପାକିସ୍ତାନ ଛାଡୁଥିଲା ଭାରତ ଉପରକୁ । ସୀମା ଆରପଟୁ ଜମ୍ମୁ କଶ୍ମୀର ଅଞ୍ଚଳବାସୀଙ୍କ ଉପରକୁ ଗୁଳି ଚଳାଉଥିଲା । ଆଉ ଭାରତ ପକ୍ଷରୁ ଦିଆଯାଉଥିଲା ତାର କଡ଼ା ଜବାବ । ଏହି ଉତ୍ତେଜନା ଭିତରେ ଯୁଦ୍ଧ ଲମ୍ବା ଚାଲିବ ବୋଲି ଆଶଙ୍କା କରାଯାଉଥିଲେ ।…

ପାକିସ୍ତାନ ହାଲତ ଖରାପ : ମିସାଇଲକୁ ଅକାମି କଲା ଭାରତୀୟ ବିମାନ S-400

ହରିୟାଣାର ସିରସା ଉପରେ ପାକିସ୍ତାନୀ କ୍ଷେପଣାସ୍ତ୍ର ଫତାହ-୧କୁ ବିଫଳ କରିଦେଇଛି ଇଣ୍ଡିଆନ ଏୟାର ଡିଫେନ୍ସ ସିଷ୍ଟମ S-400 । ଆକାଶ ଏୟାର ଡିଫେନ୍ସ 45 କିଲୋମିଟର ପଥୀବୀ ପୃଷ୍ଠରୁ ଯାଉଥିବା କ୍ଷେପଣାସ୍ତ୍ର । ଆଜି ହରିୟାଣାରେ ଥିବା ସିରସା ଉପରେ ପାକିସ୍ତାନୀ ମିଜାଇଲ…