Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମେ’ ୨୭ରୁ ଚାରିଧାମକୁ ଗଡ଼ିବ ଭାରତ ଗୌରବ ଡିଲକ୍ସ ଟ୍ରେନ୍
ନୂଆଦିଲ୍ଲୀ: ବଦ୍ରିନାଥଧାମ, ଜଗନ୍ନାଥଧାମ, ରାମେଶ୍ୱରମ୍ ଏବଂ ଦ୍ୱାରକାଧାମକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ସମ୍ଭବ ହୋଇପାରିଛି। ଏଥିପାଇଁ ଭାରତୀୟ ରେଳବାଇ ଦ୍ୱାରା ‘ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍’ ଚଳାଚଳ!-->…
ଶିମଲାର ସଞ୍ଜୌଲି ମସଜିଦ ଅବୈଧ, ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ସଞ୍ଜୌଲିରେ ନିର୍ମିତ ମସଜିଦ ସମ୍ପୂର୍ଣ୍ଣ ବେଆଇନ ଏବଂ ମସଜିଦର ସମସ୍ତ ଚାରୋଟି ମହଲାକୁ ଭାଙ୍ଗି ଦିଆଯିବ ବୋଲି ଶିମଲା ମ୍ୟୁନିସିପାଲ କର୍ପୋରେସନର କମିଶନର କୋର୍ଟ ରାୟ ଶୁଣାଇଛନ୍ତି । ଏମ୍ସି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମସଜିଦଟି କୌଣସି!-->…
ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ବନ୍ଦ
ପହଲଗାଓଁ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର । ଏନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ!-->…
ବେଆଇନଭାବେ ବାଂଲାଦେଶୀଙ୍କୁ ଭାରତକୁ ଆଣୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ
ନୂଆଦିଲ୍ଲୀ: ଦେଶବ୍ୟାପୀ ବେଆଇନ ଭାବରେ ରହୁଥିବା ବାଂଲାଦେଶୀମାନଙ୍କ ବିରୁଦ୍ଧରେ ନିରନ୍ତର ଅଭିଯାନ ଚାଲିଛି। ଏହି କ୍ରମରେ, ଦିଲ୍ଲୀ ପୁଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୁଲିସ ବାଂଲାଦେଶୀମାନଙ୍କୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରୁଥିବା ରାକେଟର!-->…
ପାକ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍ କଲା ଭାରତ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଯାଉଛି । ଏହି ସମୟରେ ଭାରତ ପାକିସ୍ତାନ ଉପରେ ବିଭିନ୍ନ ପ୍ରକାର ଆକ୍ସନ ନେଉଛି । ବର୍ତମାନ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ!-->…
ବିଜିନ୍ଜମ ବନ୍ଦର ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ- ଆଜି ଅନେକଙ୍କ ନିଦ ହଜିଯିବ…
କେରଳର ଥିରୁଭାନନ୍ତପୁରମରେ ନିର୍ମିତ ବିଝିନଜମ ଅନ୍ତର୍ଜାତୀୟ ବନ୍ଦରକୁ ଶୁକ୍ରବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅନ୍ତର୍ଜାତୀୟ ବନ୍ଦରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି।!-->…
ଗଙ୍ଗା ଏକ୍ସପ୍ରେସ ୱେରେ ଗର୍ଜନ ଛାଡ଼ିଲେ ଲଢୁଆ ବିମାନ, ପାକିସ୍ତାନ ଛାନିଆ
ଲକ୍ଷ୍ନୌ: ଭାରତରେ ଗର୍ଜିଲା ବିମାନ, ଲଢୁଆ ବିମାନର ଗର୍ଜନ ଶୁଣି ଥରହର ହେଲାଣି ପାକିସ୍ତାନ । ଆକାଶରେ ଦମ୍ ଦେଖାଇଛନ୍ତି ଭାରତୀୟ ଲଢୁଆ ବିମାନ । ଉତ୍ତରପ୍ରଦେଶ ଶାହଜାହାନପୁରରେ ଶକ୍ତିପ୍ରଦର୍ଶନ କରିଛନ୍ତି ଭାରତୀୟ ବିମାନ । ଗଙ୍ଗା ଏକ୍ସପ୍ରେସ ୱେରେ ରାଫେଲ, ମିରାଜ୍, ସୁଖୋଇ, ଜାଗୁଆର ଭଳି!-->…
ନିବେଶକଙ୍କ ପାଇଁ ଖୁସି ଖବର: ଗ୍ରୀନ୍ ଜୋନ୍କୁ ଗଲା ଭାରତୀୟ ସେୟାର ବଜାର
ନୂଆଦିଲ୍ଳୀ: ଭାରତୀୟ ସେୟାଜ୍ ବଜାର ପାଇଁ ଆଜି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍ ମାର୍କେଟ ଆଜି ସବୁଜ ଜୋନ୍ରୁ ଆରମ୍ଭ ହୋଇଛି।
ଆଜି ସକାଳ ୧୦ଟା ସୁଦ୍ଧା ଏସ୍ଆଣ୍ଡ୍ପି ବିଏସ୍ଇ ସେନ୍ସେକ୍ସ ୮୬୭.୪୮ ପଏଣ୍ଟ ବୃଦ୍ଧି ପାଇ ୮୧,୧୦୯.୭୨ରେ!-->!-->!-->…
ଜନଗଣନା ସମୟରେ ମୁସ୍ଲମାନମାନଙ୍କୁ ବି ପଚରାଯିବ ଜାତି
ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି?
ମିଳିଥିବା ସୂଚନା ମୁତାବକ, ମୁସଲିମ୍!-->!-->!-->…
ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ
ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ । ଭାରତୀୟ ଗୀତ ଉପରେ କଟକଣା ଲଗାଇଲା ପାକିସ୍ତାନ । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ।ଭାରତୀୟ ଗୀତ ବିଶେଷକରି ଲତା ମଙ୍ଗେସକର,!-->…