Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆସାମରେ ବିଜେପିର ଝଡ ଭିତରେ ଗୋଟିଏ ଆସନରୁ ବାଜି ମାରିନେଇଛି ଟିଏମସି
ଆସାମ:କାମ କଲା ମୋଦି ମ୍ୟାଜିକ। ବିଫଳ ହେଲା କଂଗ୍ରେସ । ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି। ବହୁମତ ହାସଲ କରିଛି ଭାଜପା। ଆସାମରେ ଭାଜପା ସପକ୍ଷରେ ଯାଇଛି ଜନାଦେଶ। ବିଜେପିର ଝଡ ଭିତରେ ଗୋଟିଏ ଆସନରୁ ବାଜିମାରିନେଇଛି ଟିଏମସି। ମିୟାଁ ପଲିଟିକ୍ସ ଉପରେ ଭାରି ପଡ଼ିଲା!-->…
ତଲପତିଙ୍କ ହାରିବା ଗୁଜବ ଶୁଣି ପ୍ରଶଂସକଙ୍କ ଆତ୍ମହତ୍ୟା ଉଦ୍ୟମ
ନୂଆଦିଲ୍ଲୀ: ଆଜି ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ତଲପତି ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ ଶୁଣି ଜଣେ ୨୮ ବର୍ଷୀୟ ଯୁବକ!-->…
କେରଳରେ ପୁଣି ଫେରିଲା UDF
କେରଳ : କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ (LDF) କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ!-->…
ତାମିଲନାଡୁ ନିର୍ବାଚନ ଫଳାଫଳ : ହାରିଗଲେ ଷ୍ଟାଲିନ, ବିଜୟ ବିଜୟୀ
ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନଙ୍କୁ!-->…
ଆସାମରେ ପୁଣି ଫୁଟିଲା ପଦ୍ମ
ଆସାମ : ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ରହିଛି । ହିମନ୍ତ ବିଶ୍ବଶର୍ମା!-->…
ମେ’ ୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ ରାଘବ ଚଢ଼ା
ନୂଆଦିଲ୍ଲୀ: ଆଗାମୀ ମେ ୫ରେ ଆପ ଛାଡି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ା ରାଷ୍ଟ୍ରପତି ଦ୍ରୌପଡା ମୁର୍ମୁଙ୍କୁ ଭେଟିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜନୈତିକ ପ୍ରତିଶୋଧ ପାଇଁ ପଞ୍ଜାବ ସରକାର ସରକାରୀ କଳ ଅପବ୍ୟବହାର କରି ଆପ ଛାଡି ବିଜେପିରେ ମିଶିଥିବା!-->…
ଭୋଟ ଗଣତି ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଘର ଉପରେ ଗୁଳିମାଡ
କଲକତା: ଶନିବାର ରାତିରେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ନୁଆପାରା ଅଞ୍ଚଳରେ ଥିବା ବିଜେପି ଜିଲ୍ଲା ସମ୍ପାଦକ କୁନ୍ଦନ ସିଂହଙ୍କ ବାସଭବନ ଉପରେ ଦୁଇଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ଭୋଟ ଗଣନା ପୂର୍ବରୁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।
!-->!-->!-->…
ସମୁଦ୍ର ମଝିରେ ତ୍ରିରଙ୍ଗା ଉଡ଼ାଇ ବିଶ୍ୱ ରେକର୍ଡ କଲା ଭାରତ
ନୁଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡ଼ାଇ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛି। ଯାହା ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ଏହି ରେକର୍ଡ ରାଧାନଗର ବେଳାଭୂମିରେ ହାସଲ କରାଯାଇଛି। ଯେଉଁଠାରେ ନୌସେନା, ପୋଲିସ ଏବଂ!-->…
ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ଉଦ୍ଧାର କଲା ବାୟୁସେନା
ଉତ୍ତରପ୍ରଦେଶ:ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର । କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା ଦିଏନାହିଁ, ବରଂ ବିପତ୍ତି!-->…
ଦିଲ୍ଲୀ ବିବେକ ବିହାରରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ!-->…