Browsing Category

ଦେଶ

ଗୋଡ଼ର ଅସ୍ତ୍ରୋପଚାର ପରେ ହସ୍ପିଟାଲ ୱାର୍ଡକୁ କାର୍ଯ୍ୟାଳୟ କଲେ ଜିଲ୍ଲା ସଭାପତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବିଜେପି ଜିଲ୍ଲା ସଭାପତି ଅନିଲ ଦୀକ୍ଷିତଙ୍କ ଏକ ଫଟୋ ଚର୍ଚ୍ଚାରେ ରହିଛି। ଅନିଲ ଦୀକ୍ଷିତଙ୍କୁ ନିକଟରେ କାନପୁର ଉତ୍ତରର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ନିଯୁକ୍ତିର ମାତ୍ର ଗୋଟିଏ ଦିନ ପରେ ସେ ଘରର ଶିଢ଼ିରୁ ଖସି ପଡ଼ି…

ପୁଣି ଥରେ ମୁହଁମୁହିଁ ହେଲେ ନୀତିଶ କୁମାର ଓ ରାବ୍ରୀ ଦେବୀ

ପାଟ୍‌ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ କୁମାର ଓ ରାବ୍ରୀ…

ପ୍ରଥମ ବଜେଟ୍‌ରେ ଦିଲ୍ଲୀର ବସ୍ତି ବାସିନ୍ଦାଙ୍କୁ ବଡ଼ ଉପ‌ହାର ଦେଲେ ରେଖା ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସେ ତାଙ୍କର ପ୍ରଥମ ବଜେଟ୍‌ରେ ବସ୍ତି ଓ ଜେଜେ କଲୋନିରେ ରହୁଥିବା ବାସିନ୍ଦାଙ୍କୁ ବଡ଼ ଉପହାର ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଦିଲ୍ଲୀର ଏକ ବଡ଼ ଅଂଶ ଆଜି ବି ବସ୍ତିରେ…

ମନୁସ୍ମୃତି କଣ ମୁଁ ଜାଣେ: ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମନୁସ୍ମୃତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ମାୟାବତୀ, ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମନୁସ୍ମୃତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାବା ସାହେବଙ୍କୁ ଏହା ବିଷୟରେ…

କୌଣସି ଅନୁତାପ ନାହିଁ; ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ବି କ୍ଷମା ମାଗିଲେନି କୁନାଲ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି ହାସ୍ୟ ଅଭିନେତା କୁନାଲ କାମରା। ତାଙ୍କ ସୋ’ରେ କୁନାଲ ବଲିଉଡ୍ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହେ’ ଗୀତର ଏକ ନକଲ କରିଥିଲେ, ଯେଉଁଥିରେ ସେ ସିନ୍ଦେଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ତାଙ୍କର ଏହି…

ବଢିଲା ସାଂସଦଙ୍କ ଦରମା ଓ ଭତ୍ତା

ନୂଆଦଲ୍ଲୀ : ପ୍ରାୟ ୭ ବର୍ଷ ପରେ ବଢିଛି ସାଂସଦଙ୍କ ଦରମା ଓ ଭତ୍ତା । ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସଂସଦର ଅଧିବେଶନ ଚାଲିଥିବାବେଳେ ଦୈନିକ ଭତ୍ତା, ଯାହାକି ଏବେ ୨୦୦୦ ଟଙ୍କା…

ଯିଏ ବିଶ୍ବାସଘାତକ ସିଏ ବିଶ୍ବାସଘାତକ.. କୁନାଲ କିଛି ଭୁଲ କରିନାହାନ୍ତି : ଉଦ୍ଧବ

ମୁମ୍ବାଇ: ବ୍ୟଙ୍ଗକାର କୁନାଲ କାମରାଙ୍କ ବ୍ୟଙ୍ଗଗୀତ ସମ୍ପର୍କରେ ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ କୁନାଲ କାମରା କିଛି ଭୁଲ କହିଛନ୍ତି। ଯିଏ ବିଶ୍ୱାସଘାତକ, ସେ ବିଶ୍ୱାସଘାତକ। ତାଙ୍କ ଗୀତରେ କୌଣସି ଭୁଲ ନାହିଁ। ସମ୍ପୂର୍ଣ୍ଣ ଗୀତଟି ଶୁଣନ୍ତୁ ଏବଂ…

ହିଂସା ମାମଲାରେ ସମ୍ଭଲ ଜାମା ମସଜିଦ ମୁଖ୍ୟ ଗିରଫ

ସମ୍ଭଲ : ୟୁପିର ସମ୍ଭଲ ହିଂସା ମାମଲାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଗିରଫଦାରୀ ହୋଇଛି। ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀଙ୍କୁ ଗିରଫ କରାଯାଇଛି। ସମ୍ଭଲ ପୁଲିସର ସୂଚନା ଅନୁଯାୟୀ, ୨୪ ନଭେମ୍ବର ୨୦୨୪ରେ ଘଟିଥିବା ହିଂସା ଘଟଣାରେ ଜଫର ଅଲିଙ୍କୁ ଗିରଫ କରାଯାଇଛି। ପଚରାଉଚରା ପରେ ଗିରଫ…

ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରକୁ ୭ ପ୍ରସ୍ତାବ

ଚେନ୍ନଇ : ନିର୍ବାଚନମଣ୍ଡଳୀ ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେହି ପ୍ରସଙ୍ଗରେ ଶନିବାର ଡିଏମକେ ନେତୃତ୍ବାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେନ୍ନଇଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି।…

ବାଂଲାଦେଶ ଛାତ୍ର ଆନ୍ଦୋଳନରେ ଲାଗିଛି ବିଦେଶୀ ପାଣ୍ଠି, କ୍ରିପ୍ଟୋରେ ଶତାଧିକ କୋଟିର ନିବେଶ

ନୂଆଦିଲ୍ଲୀ : ବାଂଲାଦେଶରେ ଘଟିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବା ଫଳରେ ଶେଖ ହାସିନାଙ୍କ ସରକାର ଭାଙ୍ଗିଯାଇଥିଲା। ତେବେ ଏହି ଆନ୍ଦୋଳନ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଛାତ୍ର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ବହୁ ପରିମାଣର ବିଦେଶୀ ପାଣ୍ଠି ବିନିଯୋଗ ହୋଇଥିବା…