Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପେପର ଲିକ୍ ରୋକିବାକୁ ପରୀକ୍ଷା ସଂଶୋଧନ ବିଲ୍ ଆଗତ, ବଡ଼ ପଦକ୍ଷେପ ନେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍ ମାଧ୍ୟମରେ ମୋଦି ସରକାର ପେପର ଲିକ୍ ମାଫିଆମାନଙ୍କୁ ଦମନ!-->…
ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ ଜୀବନ, ୮ ଆହତ
ହାପୁର : ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ଭଢ କୋତବାଲୀ ଅଞ୍ଚଳରେ ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ହାପୁରର ସାୟାନା ଚୌପଲା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮ ଜଣ ଆହତ ହୋଇଛନ୍ତି ।!-->…
ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ, ଜୀବନ ବଞ୍ଚାଇ ଦୌଡ଼ିଲେ ଲୋକେ
ନୂଆଦିଲ୍ଲୀ: ଆମେରିକାର ସିଆଟଲ ସହରରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅତି କମରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।ଆମେରିକାର ସିଆଟଲ ସହରରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅତି କମରେ ୨!-->…
ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ୬ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର
ନୂଆଦିଲ୍ଲୀ : ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ ଉପରେ ତୁରନ୍ତ କୌଣସି କଠୋର ସାମରିକ ବା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆମେରିକା ନିଷ୍ପତ୍ତି ନେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ!-->…
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ, ‘ଜିନ୍ଦାବାଦ’ ନାରାରେ ଗୁଞ୍ଜରିତ ହେଲା ସଂସଦ ଭବନ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ କାରଣରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ମନ୍ତ୍ରୀ ପଦ ଛାଡ଼ିବା ପରେ ମଧ୍ୟ ବିଜେପି ଦଳ ଭିତରେ ତାଙ୍କର ଦବଦବା ଏବଂ!-->…
ଜ୍ୟୋତିର୍ମୟୀଙ୍କ କଣ୍ଠରେ ଦୁଲୁକିଲା ମୁମ୍ବାଇ, ପ୍ରଥମ ଓଡ଼ିଆ ଭାବେ ଜିତିଲେ ଇଣ୍ଡିଆନ ଆଇଡଲ୍ ମୁକୁଟ
ମୁମ୍ବାଇ : ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଦେଶର ସବୁଠାରୁ ବଡ଼ ମ୍ୟୁଜିକ୍ ରିଆଲିଟି ସୋ 'ଇଣ୍ଡିଆନ ଆଇଡଲ ସିଜନ ୧୬'ର ବିଜେତା ହୋଇଛନ୍ତି ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ। ଆଜି ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ଇତିହାସ ରଚି ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ମୁକୁଟ!-->…
ନନ୍ଦନ ନୀଲେକଣିଙ୍କ ନେତୃତ୍ୱରେ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ:ପ୍ରତିଯୋଗିତାମୂଳକ ପରୀକ୍ଷାର ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓ ବାର୍ତ୍ତାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ!-->…
ପିଓକେ ଛଡ଼ା ପାକିସ୍ତାନ ସହ ଅନ୍ୟ କୌଣସି ବିଷୟରେ କଥାବାର୍ତ୍ତା ହେବନି
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସ୍ପଷ୍ଟ କରିଛନ୍ତି ଯେ, ଭାରତ ପିଓକେ (ପାକିସ୍ତାନ-ଅଧିକୃତ କାଶ୍ମୀର) ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ପାକିସ୍ତାନ ସହ କଥାବାର୍ତ୍ତା କରିବନାହିଁ। ରାଜନାଥ କହିଛନ୍ତି, ପିଓକେ ହେଉଛି ଭାରତର ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ଏବେ ବେଆଇନ!-->…
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପ୍ରହ୍ଲାଦ ଯୋଶୀ । ପ୍ରହ୍ଲାଦ ଯୋଶୀ ଖାଦ୍ୟ, ସାଧାରଣ ବଣ୍ଟନ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରଣାଳୟର!-->…
ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାରେ ଭାରତୀୟ ‘ଜେନ୍ ଜେଡ୍’ଙ୍କୁ ପ୍ରବଳ ପ୍ରଶଂସା
ନୂଆଦିଲ୍ଲୀ: ଭାରତର ଜେନ୍ ଜେଡ୍ ଆନ୍ଦୋଳନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କାରଣ ହୋଇଥିଲା। ଏହି ଆନ୍ଦୋଳନ କେବଳ ଦେଶର ଆକର୍ଷଣ ନୁହେଁ ବରଂ ସୀମା ଡେଇଁ ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି। ଭାରତୀୟ ଯୁବପିଢ଼ି କିପରି ମାସକ ଧରି!-->…