Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ, VIP ଟ୍ରିଟ୍ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବ ନିର୍ବାଚନ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ। ନଭେମ୍ବର ୨୩ରେ ଆସିବ ଫଳାଫଳ। ଏହାରି ଭିତରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ପଞ୍ଜାବର ଅମୃତସରରେ ପହଞ୍ଚିଥିଲେ। ସେଠାରେ ସେ ସ୍ୱର୍ଣ୍ଣ ମନ୍ଦିରକୁ!-->…
ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ…
ନୂଆଦିଲ୍ଲୀ : ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ସୋମବାର ଜାଟ୍ ନେତା ରଘୁଭିନ୍ଦରୀ ଶୋକୀନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିଛି। କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଆପ୍ ଛାଡ଼ିବାର ୨୪ ଘଣ୍ଟା ନ ପୁରୁଣୁ ଆପ୍ ତରିବରିଆ ଭାବେ ଶୋକୀନଙ୍କୁ ମନ୍ତ୍ରୀ କରିବା ପଛର କାରଣ ସ୍ପଷ୍ଟ ଭାବେ ଅନୁମେୟ!-->…
ଇରାନ୍ର ପରବର୍ତ୍ତୀ ଉତ୍ତରାଧିକାରୀ ବାଛିଲେ ଖାମେନେଇ
ତେହେରାନ : ନିଜ ଉତ୍ତରାଧିକାରୀ ବାଛି ନେଇଛନ୍ତି ଇରାନାର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇ। ବେଶ୍ ସିକ୍ରେଟ୍ ରୂପେ ମୋଜତାବା ଖାମେନେଇକୁ ଇରାନ ସୁପ୍ରିମ ଲିଡରର ଗାଦିରେ ବାସାଇଥିବା ଦାବି କରାଯାଉଛି। ମୋଜତାବା ହେଉଛନ୍ତି ଖାମେନେଇଙ୍କ ସାନ ପୁଅ। ତେବେ ସେ ଏଭଳି କାହିଁକି!-->…
ପ୍ରିୟଙ୍କା ଗାନ୍ଧି ଭଦ୍ରା ରୋଡ ଶୋ’ କରୁଥିବା ବେଳେ ବିଜେପି ସମର୍ଥକ ଦଳର ପତାକା ଉଡ଼ାଇ ନାରାବାଜୀ କଲେ
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କ ଗାନ୍ଧି ଭଦ୍ରା ରବିବାର ନାଗପୁରରେ ବିଶାଳ ରୋଡ ଶୋ’ କରିଛନ୍ତି। ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ।ହେଲେ!-->…
ସ୍ଥିତି ସାଂଘାତିକ: ସର୍ବୋଚ୍ଚ ସ୍ତରରେ ଦିଲ୍ଲୀ ପ୍ରଦୂଷଣ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ମାନ ସୋମବାର ଆହୁରି ଖରାପ ହୋଇଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। କାରଣ ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ସୂଚକାଙ୍କ(AQI) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଠାରେ ଆଜି ଏକ୍ୟୁଆଇ ୪୯୩ ରହିଛି। ଚଳିତ ଋତୁରେ ଏହା ସର୍ବାଧିକ ବୋଲି!-->…
ଝାଡ଼ଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ୭ଟି ଗ୍ୟାରେଣ୍ଟି
ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଇଣ୍ଡିଆ ମେଣ୍ଟ ନିଜର ଇସ୍ତାହାର ଜାରି କରିଛି। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଓ ଜେଏମ୍ଏମ୍ ର ମେଣ୍ଟ ଜନସାଧାରଣଙ୍କୁ ୭ଟି ଗ୍ୟାରେଣ୍ଟି ଦେଇଛି। ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ସରକାର!-->…
ଯିବା ପୂର୍ବରୁ ତୃତୀୟ ବିଶ୍ବଯଦ୍ଧ ଆରମ୍ଭ କରିବାକୁ ଚାହୁଁଛନ୍ତି ବାଇଡେନ୍ !
ମସ୍କୋ: ଲାଗୁଛି ଯିବା ପୂର୍ବରୁ ବିଶ୍ବକୁ ୩ୟ ବିଶ୍ବଯୁଦ୍ଧ ମଧ୍ୟକୁ ଠେଲିଦେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶକ୍ତିଶାଳୀ ଦୂରଗାମୀ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ ଭିତରେ ଆକ୍ରମଣ କରିବାକୁ ବାଇଡେନ ଅନୁମତି ଦେଇଛନ୍ତି। ରୁଷ୍ ଏହାକୁ ସମ୍ଭାବ୍ୟ ତୃତୀୟ!-->…
ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଝିଅ
ମୁମ୍ବାଇ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜାରି ରହିଛି। ପ୍ରଚାରରେ ଅନେକ ରୋଚକ ମାମଲା ଦେଖିବାକୁ ମିଳୁଛି। ରାଜନୈତିକ ବାକ୍ଯୁଦ୍ଧ ଏବଂ ଅଭିଯୋଗ ତଥା ପ୍ରତିବାଦ ମଧ୍ୟରେ କେତେକ ଆସନରେ ସ୍ଥାନରେ ଦାଦା ପୁତୁରାଙ୍କ ମଧ୍ୟରେ ନିର୍ବାଚନୀ!-->…
ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ
ଜୟପୁର : ସାମ୍ନାକୁ ଆସିଛି ଗୋଟିଏ ଭୟଙ୍କର ଘଟଣା । ୯ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ବ୍ୟକ୍ତି। ବାହାଘର ବେଳେ ହୋଇଥିବା ଯୁକ୍ତିତର୍କ ଯୋଗୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ରାଜସ୍ଥାନର ଦଉସା ଜିଲ୍ଲାରେ ରବିବାର ରାତିରେ ଏପରି ଘଟଣା ଘଟିଛି। ଜିଲ୍ଲାର ଲାଡପୁରା ଗାଁରେ!-->…
ବିଜେପିରେ ଯୋଗଦେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ
ନୂଆଦିଲ୍ଲୀ : ବିଜେପିରେ ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ଆପରୁ ଇସ୍ତଫା ଦେବା ପରେ ଗେହଲଟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା!-->…