Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶାସକ ଦଳର ବି-ଟିମ୍ ଆକ୍ଷେପକୁ ପ୍ରତ୍ୟାଖାନ, ଉତ୍ତର ପ୍ରଦେଶରେ ଏକାଠି ଲଢ଼ିବାକୁ ସମାଜବାଦୀ ପାର୍ଟିକୁ ଅଫର ଦେଲେ…
ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ AIMIM ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଏକାଠି ନିର୍ବାଚନ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି। ମୋରାଦାବାଦଠାରେ!-->…
NSG ପ୍ରଥମ ମୁଖ୍ୟଙ୍କ ପରଲୋକ,ସ୍ୱର୍ଣ୍ଣମନ୍ଦିର ଅପରେସନ ବ୍ଲାକ୍ ଥଣ୍ଡର-୧ର ନେଇଥିଲେ ନେତୃତ୍ୱ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ପ୍ରଥମ ମୁଖ୍ୟ ଆର.ଟି.ନାଗରାନୀ ଯିଏ ୧୯୮୬ ଅମୃତସର ସ୍ୱର୍ଣ୍ଣମନ୍ଦିରରୁ ସଶସ୍ତ୍ର ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅପରେସନ ବ୍ଲାକ୍ ଥଣ୍ଡର-୧ର ନେତୃତ୍ୱ ନେଇଥିଲେ ତାଙ୍କର ରବିବାର ପରଲୋକ ହୋଇଛି। ସେ ୯୮ ବର୍ଷ ବୟସରେ ଶେଷ!-->…
‘କ୍ୟାଚ୍ ଦି ରେନ୍’ ଅଭିଯାନରେ ଚମକିଲା ଭୁବନେଶ୍ୱର: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶଂସା କଲେ…
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆସିଛି ଏକ ଗର୍ବର ବିଷୟ। ଜଳ ସଂରକ୍ଷଣ ଦିଗରେ ସହରର ନିରନ୍ତର ପ୍ରୟାସ ଏବଂ ସଫଳତାକୁ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ପ୍ରସାରିତ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୬ତମ!-->…
ଆଦେଶ ନୁହେଁ ଯୁବପିଢ଼ିଙ୍କୁ ଆଲୋଚନା ଆବଶ୍ୟକ : ମୋହନ ଭାଗୱତ
ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗୱତ ଶନିବାର ଦିଲ୍ଲୀରେ କହିଛନ୍ତି ଯେ, ଆଜିର ନୂଆ ପିଢ଼ି ବହୁତ ପ୍ରଶ୍ନ ପଚାରନ୍ତି। ଆମକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସେମାନଙ୍କ ସହିତ ଆଲୋଚନା ହେବା ଉଚିତ।
ସେ କହିଛନ୍ତି ଯେ ସେମାନଙ୍କୁ ଯୁକ୍ତି ବୁଝାଇବା ଉଚିତ, ନିର୍ଦ୍ଦେଶ ଦେବା ନୁହେଁ। କେବଳ!-->!-->!-->…
ଆସମରୁ ୩ ସନ୍ଦିଗ୍ଧ ଆତଙ୍କୀ ଗିରଫ
ନୂଆଦିଲ୍ଲୀ : ଆସମରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଦ୍ଵାରା ପରିଚାଳିତ ଏକ ବଡ଼ ସ୍ଲିପର୍ ସେଲ୍ ନେଟୱର୍କକୁ ଧ୍ବଂସ କରିଛି ଆସାମ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ । ଏହି ସମସ୍ତ ଅପରେଟିଭ୍ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଶହଜାଦ୍!-->…
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିଲେ ସୋନମ ୱାଙ୍ଗଚୁକ
ନୂଆଦିଲ୍ଲୀ : ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାମାଜିକ କର୍ମୀ ସୋନ ୱାଙ୍ଗଚୁକଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିଟ-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ରାଜନୀତିକ ହଇଚଇ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ!-->…
ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ!-->…
ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି
ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ପ୍ରତ୍ୟାହାର କଲା। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ ଆମର ତିନୋଟି ଦାବି ଥିଲା। ପ୍ରଧାନ ଇସ୍ତଫା ଦେଇଛନ୍ତି। ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ। ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହୋଇଥିଲା।!-->…
ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୨ ଯବାନଙ୍କ ସମେତ ୧୫ ମୃତ
ନୂଆଦିଲ୍ଲୀ: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ସେନା ଜବାନଙ୍କ ସହିତ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ପାକିସ୍ତାନ ଆର୍ମି ତରଫରୁ ବୟାନ ଜାରି କରାଯାଇଛି । ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ତୁନଖ୍ବା ପ୍ରାନ୍ତରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ ହୋଇଛି ।!-->…
କମର୍ସିଆଲ ଜାହାଜ ଉପରେ ଆକ୍ରମଣ, ଜଣେ ଭାରତୀୟ ନାଗରିକ ମୃତ
ନୂଆଦିଲ୍ଲୀ: କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । କମର୍ସିଆଲ ଜାହାଜ MV OMORFI ଜୁଲାଇ ୧୮ ତାରିଖ ଦିନ ବ୍ଲାକ୍ ସି’କୁ ପରିବହନ କରୁଥିଲା । ସେହି ସମୟରେ ଋଷିଆ ଆଞ୍ଚଳିକ ଜଳସୀମା ମଧ୍ୟରେ!-->…