Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିରଳରୁ ବିରଳ: ୭ ମାସର ଶିଶୁକୁ ବଳାତ୍କାର, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ
କୋଲକାତା,୧୯।୨: ଏକ ଐତିହାସିକ ନିଷ୍ପତ୍ତିରେ, କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ସାତ ମାସର ଶିଶୁକନ୍ୟାକୁ ନିର୍ମମ ଭାବରେ ବଳାତ୍କାର କରିବା ଅଭିଯୋଗରେ ରାଜୀବ ଘୋଷକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ଅପରାଧକୁ “ବିରଳରୁ ବିରଳ” ଘୋଷଣା କରି, କୋର୍ଟ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା!-->…
ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏଥିସହିତ ଦଳ ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହରାଇବା!-->…
ଟ୍ରମ୍ପଙ୍କ ଧମକ : ଭାରତୀୟ ସେୟାର ବଜାର ଦୋହଲିଲା
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବୋମା ଏବେ ଭାରତୀୟ ସେୟାର ବଜାରକୁ ବି ଦୋହଲାଇ ଦେଇଛି । ପୁଣିଥରେ ଟ୍ରମ୍ପ ତିନୋଟି ବଡ ସେକ୍ଟରକୁ ଧମକ ଦେଇଛନ୍ତି । ଅଟୋମୋବାଇଲ, ସେମିକଣ୍ଡକ୍ଟର ଓ ଫାର୍ମ ସେକ୍ଟର ଉପରେ ୨୫ ପ୍ରତିଶତ ଆମଦାନୀ କର ଲଗାଇବାକୁ ଧମକ ଦେଇଛନ୍ତି ।!-->…
ମୁଦା ଦୁର୍ନୀତି: ସିଦ୍ଦରମୈୟାଙ୍କ ବିରୋଧରେ ପ୍ରମାଣ ପାଇଲେନି ଲୋକାୟୁକ୍ତ
ବେଙ୍ଗାଲୁରୁ : କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ (ମୁଦା) ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ପ୍ରମାଣ ନାହିଁ ବୋଲି କହିଛନ୍ତି ଲୋକାୟୁକ୍ତ। ଏହା ସହିତ ଲୋକାୟୁକ୍ତ!-->…
ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।!-->…
ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଲେ ସେନାମୁଖ୍ୟ – ସେନାକୁ ରାଜନୀତିରେ ଟାଣିବା ଉଚିତ୍ ନୁହେଁ
ନୂଆଦିଲ୍ଲୀ,୧୯।୨: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତ-ଚୀନ ସୀମା ବିବାଦ ଏବଂ ଦେଶ ଭିତରେ ସେନାକୁ ନେଇ ଚାଲିଥିବା ରାଜନୀତି ଉପରେ ଏକ ବିବୃତ୍ତି ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବା ସମୟରେ ସେ କହିଥିଲେ ଯେ ସେନାକୁ ରାଜନୀତିରେ!-->…
ସୁରକ୍ଷା ଦିଗରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମକୁ ଦେଲେ ଏପରି ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୯।୨: ସାଇବର ଠକେଇକୁ ରୋକିବା ପାଇଁ, କେନ୍ଦ୍ର ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ଏକ୍ସ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନୋଟିସ କରିଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ ସେମାନଙ୍କୁ ଏପରି ଆପ୍ଲିକେସନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା!-->…
ମେସିନ ଦ୍ବାରା ସଫା ହେଉଛି ତ୍ରିବେଣୀ ସଙ୍ଗମ ଜଳ
ପ୍ରୟାଗରାଜ: ମହାକୁମ୍ଭକୁ ପ୍ରତିଦିନ କୋଟି କୋଟି ଭକ୍ତ ବୁଡ଼ ପକାଇବାକୁ ପହଞ୍ଚୁଛନ୍ତି। ଏଥିପାଇଁ ତ୍ରିବେଣୀ ସଙ୍ଗମରେ ପୂଜା ପାଇଁ ବ୍ୟବହୃତ ନଡ଼ିଆ, ଫୁଲ ଇତ୍ୟାଦି ପୂଜା ସାମଗ୍ରୀ ପଡ଼ି ରହୁଛି। ପ୍ରତିଦିନ ଆସୁଥିବ ଭକ୍ତଙ୍କୁ ନିର୍ମାଳ ପାଣି ଦେବା ପାଇଁ ୟୁପି ସରକାର ଏକ ଅଭିନବ ବାଟ!-->…
ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର
ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଚୟନ କମିଟି ବୈଠକରେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୮!-->…
ମହାକୁମ୍ଭ ନଦୀରୁ ମିଳିଲା ମଣିଷ ଓ ପଶୁ ମଳରେ ଥିବା ଜୀବାଣୁ
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ସେଠାରେ ଥିବା ନଦୀର ଏକାଧିକ ସ୍ଥାନରେ କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରିବା ଆଶାରେ ବୁଡ଼ ପକାଉଛନ୍ତି। ହେଲେ ଲୋକମାନେ ବୁଡ଼ ପକାଉଥିବା ନଦୀର ପାଣିରୁ ମିଳିଛି ମଣିଷ ଓ ପଶୁ ମଳର ଥିବା ଜୀବାଣୁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ!-->…