Browsing Category

ଦେଶ

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଦେଶର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ସିଜେପି ପ୍ରତିନିଧିମଣ୍ଡଳ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଥିଲେ। ନିଟ୍

ଇନଷ୍ଟାଗ୍ରାମରେ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ଯୋଡ଼ି ହେବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ

ଇରାନର ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ ; ହର୍ମୁଜକୁ ନେଇ ସଂଘର୍ଷ ଜାରି

ତେହରାନ : ମଧ୍ୟପ୍ରାଚ୍ୟର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବି ଆହୁରି ଗମ୍ଭୀର ରୂପ ନେଉଛି। ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଆମେରିକା ନିଜର ଶକ୍ତିଶାଳୀ ବି-୧ ଲାନ୍ସର ଦୀର୍ଘ ପାଲ୍ଲାର ବିମାନକୁ ବ୍ୟବହାର କରି ଇରାନର ଏକାଧିକ ସାମରିକ

ଇସ୍ତଫା ଦେଲେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ

ବାଂଲାଦେଶ : ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ସମ୍ବିଧାନର ଧାରା ୫୦(୩) ଅଧିନରେ ସଂସଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କର୍ଯ୍ୟକାଳ ୨୦୨୮ରେ ସମାପ୍ତ ହେବାର ଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ବଙ୍ଗାଳୀ ଭାଷାରେ ଏକ ଚିଠି ଲେଖି ବଙ୍ଗଭବନ

ସାଉଦି ପ୍ରିନ୍ସଙ୍କ ସନ୍ଦେହଜନକ ମୃତ୍ୟୁ, ହୋଟେଲରୁ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଦ, ଡ୍ରଗ୍ସ ଏବଂ ମାନସିକ ଚାପ ସମସ୍ୟା ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ ଘଟିଛି । ରାଜକୁମାର ଅବଦୁଲ୍ଲା କେନ୍ସିଂଟନ ସ୍ଥିତ ମ୍ୟାରିଅଟ୍ ହୋଟେଲର ନିଜ

NEET ପେପର ଲିକ୍ ମାମଲାରେ ଜରିମାନା ସହ ଦୋଷୀକୁ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ

ନୂଆଦିଲ୍ଲୀ : ପେପର ଲିକ୍ ମାମଲାକୁ ନେଇ ଜନ୍ତରମନ୍ତରରେ ପ୍ରତିବାଦ ଜାରି ରହିଛି । ଏବେ, ସରକାର ମଧ୍ୟ ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଦୃଢ଼ ବାର୍ତ୍ତା ଜାରି କରିଛନ୍ତି ।

ପ୍ରତିବାଦ କରୁଥିବା ଛାତ୍ରଙ୍କ ସହିତ ରାଷ୍ଟ୍ରର ଶତ୍ରୁ ଭଳି ବ୍ୟବହାର କରୁଛି ମୋଦି ସରକାର: ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧି । ସୋନିଆ କହିଛନ୍ତି, ଛାତ୍ରମାନେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା

ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟାର ତାଣ୍ଡବ, ୪ ମୃତ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ଗୁଜରାଟ । ମହାରାଷ୍ଟ୍ର-ଗୁଜରାଟ ସୀମାରେ ଲଗାତାର ବର୍ଷା ହେବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଗୁଜରାଟର ଭଲସାଡ଼ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଉମରଗାଓଁ ଅଞ୍ଚଳରେ ଦୁଇ

ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଅପମାନଜନକ ପୋଷ୍ଟ କରି ବନ୍ଧା ହେଲେ ଯୁବକ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପକ୍ଷରେ ଅପମାନଜନକ ପୋଷ୍ଟ କରିଥିବା ବ୍ୟକ୍ତିକୁ ବେଙ୍ଗାଲୁରୁରୁ ଗିରଫ କରିଛି ପୋଲିସ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପୋଲିସ ଜଣେ ରାସ୍ତାକଡ଼ ବିକାଳିକୁ ଗିରଫ କରିଛି । ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ

ଟାଟା ସୁମୋ ଉପରେ ଖସିଲା ପାହାଡ଼ର ବଡ଼ ଅଂଶ, ୧୩ ମୃତ

ସିମଲା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଆଦିବାସୀ ଅଞ୍ଚଳ ପାଙ୍ଗିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । କିଲାଡ-ଉଦୟପୁର ରାସ୍ତାରେ କଡୁ ନାଲା ନିକଟରେ ଯାଉଥିବା ଏକ ଟାଟା ସୁମୋ ଟ୍ରକ୍ ଉପରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।