Browsing Category

ଦେଶ

ଉବୁଡୁବୁ ମାୟାନଗରୀ; ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି, ଏଯାଏଁ ୫ ମୃତ

ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ରାତିରେ ପାଣି ଜମିବାରୁ ଲୋକେ ଫସି ଯାଇଥିଲେ । ଅଫିସ୍‌ରୁ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ହେବା

ଜେଲ ଯିବେ ସଞ୍ଜୟ ରାଉତ: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ

ମୁମ୍ବାଇ : ମାନହାନି ମୋକଦ୍ଦମା ମାମଲାରେ ଶିବସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ

ଲେବାନନରେ ଥମିବନି ଧ୍ବଂସଲୀଳା, ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲା ଇସ୍ରାଏଲ

ନୂଆଦିଲ୍ଲୀ : ଆମେରିକା ସମେତ ବିଶ୍ଵ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ହେଜବୋଲ୍ଲା ଆଡ୍ଡା ଗୋଟିକ ପରେ ଗୋଟିଏ ଧ୍ବଂସ କରିବାରେ ଲାଗି ପଡ଼ିଛି ଇସ୍ରାଏଲ। ଏହି ଧ୍ବଂସ ଲୀଳା ଥମିବନି ବୋଲି ଦୃଢ ଘୋଷଣା କରି ଇସ୍ରାଏଲ ଲେବାନନ ସୀମାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଛି। ଆତଙ୍କୀ

ଟଙ୍କା ବଦଳରେ ଚାକିରି ମାମଲା: ପୂର୍ବତନ ମନ୍ତ୍ରୀଙ୍କୁ ମିଳିଲା ଜାମିନ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କୁ ମିଳିଲା ଜାମିନ। କ୍ୟାସ୍‌ ଫର୍‌ ଜବ୍‌ ତଥା ଚାକିରି ବଦଳରେ ନଗଦ ଲାଞ୍ଚ ନେବା ଦୁର୍ନୀତିରେ ଗିରଫ ହୋଇଥିବା ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ମୁକ୍ତ କରିବାକୁ

ଜିତିଆ ପର୍ବରେ ଅଘଟଣ, ଜଳାଶୟରେ ବୁଡ଼ି ୩୯ ମୃତ

ପାଟନା : ଜିତିଆ ପର୍ବ ପାଳନର ଖୁସି ଦୁଃଖରେ ପରିଣତ ହୋଇଯାଇଛି। ବିହାରରେ ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି।ରାଜ୍ୟର ୧୪ଟି ଜିଲ୍ଲୀରେ ୩୯ ଜଣଙ୍କ ଜୀବନ ଯାଇ ଥିବାବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ଔରଙ୍ଗାବାଦ ଜିଲ୍ଲୀର

ଅନ୍‌ ଲାଇନ୍ ଗେମିଂ ଆପ୍ ପଛରେ ଚୀନ୍ ନାଗରିକ, ଭାରତରୁ ଠକି ନେଲେଣି ₹୪୦୦ କୋଟି

ନୂଆଦିଲ୍ଲୀ : ଏକ ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି।ରିପୋର୍ଟ ଅନୁସାରେ, ଇଡି ଅନଲାଇନ୍ ଗେମିଂ ଆପ୍ ଫିୱିନ୍ (Fiewin) ଉପରେ ଚଢାଉ

ରୁଷ୍‌ର ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କଲେ ପୁଟିନ୍‌

ନୂଆଦିଲ୍ଲୀ: କ୍ରୁଜ୍‌ ‌କ୍ଷେପଣାସ୍ତ୍ର ଆକ୍ରମଣ କରିବା ପାଇଁ ୟୁକ୍ରେନର ଯୋଜନା ରୁଷ୍‌ର ଚିନ୍ତାର କାରଣ ବନିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ରୁଷ୍‌ର ପରମାଣୁ କ୍ଷମତା ସଂକ୍ରାନ୍ତ‌ରେ ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କରିଥିବା ସୂୂଚନା ରହିଛି। ଏହି ବୈଠକର ଏକ

ଦେଶକୁ ମିଳିଲା ୩ଟି ନୂଆ ସୁପର କମ୍ପ୍ୟୁଟର, ମୋଦୀ କଲେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଓ ଜଳବାୟୁ ପାଇଁ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ସୁପର କମ୍ପ୍ୟୁଟର ନିର୍ମାଣ କ୍ଷେତ୍ରରେ ଭାରତ ଏବେ ବିଶ୍ବର ଏକ

ମନଇଚ୍ଛା ରାଜ୍ୟରେ ପଶି ପାରିବନି ସିବିଆଇ: ସହମତି ପ୍ରତ୍ୟାହାର କଲେ ସରକାର

ବେଙ୍ଗାଲୁରୁ : ଏଣିକି କର୍ଣ୍ଣାଟକାରେ ମନଇଚ୍ଛା ପ୍ରବେଶ କରିପାରିବ ନାହିଁ ସିବିଆଇ। ରାଜ୍ୟରେ ସିବିଆଇର ଅନାୟସ ପ୍ରବେଶ ଓ ତଦନ୍ତ ଉପରେ କଟକଣା ଜାରି କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି କର୍ଣ୍ଣାଟକା ସୀମାରେ ପ୍ରବେଶ କରନ୍ତି, ତା’ହେଲେ

ଆମେରିକାର ସମ୍ମାନଜନକ ପୁରସ୍କାର ନେବାକୁ ମନା କରିଦେଲେ ପ୍ରସିଦ୍ଧ ଲେଖିକା ଝୁମ୍ପା ଲାହିଡି

ନୂଆଦିଲ୍ଲୀ : ନ୍ୟୁୟର୍କର ନୋଗୁଚି ମ୍ୟୁଜିୟମ (ସଂଗ୍ରହାଳୟ)ର ଆୱାର୍ଡ ନେବାକୁ ମନା କରି ଦେଇଛନ୍ତି ପ୍ରସିଦ୍ଧ ଇଂରାଜୀ ଲେଖିକା ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲାହିଡ଼ି। ପାଲେଷ୍ଟିନୀୟ ପୋଷାକ କେଫିୟେହ ପିନ୍ଧିବାକୁ ନେଇ ମ୍ୟୁଜିୟମ ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ସେ