Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ତିରୁପତି ଲଡ଼ୁ ବିବାଦ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା
ଘନଉଛି ତିରୁପତି ଲଡ଼ୁ ବିବାଦ। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି 'ଲଡୁ ପ୍ରସାଦମ୍'ରେ ବ୍ୟବହୃତ ଘିଅରେ ଅମିଶ୍ରିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଚାରିଆଡୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ!-->…
ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ
ଏଥର ଦୁର୍ଗା ପୂଜାରେ ଜମିବ ଇଲିସି ଆସର। ପୁଣି ବଜାରରେ ମେଲିବ ଇଲିସି ପସରା। ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ଓ ବେଙ୍ଗଲୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିସି ମାଛ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛନ୍ତି।!-->…
ତିରୁପତି ଲଡ଼ୁ ବିବାଦ: ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ :ତିରୁପତି ମନ୍ଦିର ପ୍ରସାଦକୁ ନେଇ ଜାରି ରହିଛି ବିବାଦ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାବ ଉପୁଜିଛି। ଏହାରି ଭିତରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ମାମଲାର ସିବିଆଇ!-->…
ଏୟାର ମାର୍ଶଲ ଅମର ପ୍ରୀତ ସିଂହ ହେବେ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ଆଜି ତାଙ୍କ ନିଯୁକ୍ତି ଉପରେ ଭାରତ ସରକାର ମୋହର ମାରିଛନ୍ତି। ବର୍ତ୍ତମାନ ଭାରତୀୟ ବାୟୁସେନାରେ ଏୟାର ମାର୍ଶଲ ଅମର ପ୍ରୀତ ଏୟାର ଷ୍ଟାଫର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସରକାର ତାଙ୍କୁ ଭାରତୀୟ!-->…
କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ; ମନ୍ଦିରରେ କେବଳ ‘ନନ୍ଦିନୀ’ ଘିଅ ବ୍ୟବହାର ହେବ
ବେଙ୍ଗାଲୁରୁ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଘିଅ ପରିବର୍ତ୍ତେ ଘୁଷୁରି ଓ ଗୋରୁ ଚର୍ବି ଏବଂ ମାଛ ତେଲ ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ!-->…
ମୁଖ୍ୟମନ୍ତ୍ରୀ ହେବା ପରେ କେଜ୍ରିୱାଲଙ୍କ ପାଦ ଛୁଇଁଲେ ଆତିଶୀ
ନୂଆଦିଲ୍ଲୀ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆପ୍ ନେତ୍ରୀ ଆତିଶୀ ଶପଥ ନେଇଛନ୍ତି। ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ!-->…
ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେଲେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର, ଧର୍ମଘଟ ପ୍ରତ୍ୟାହୃତ
କୋଲକାତା : ପଶ୍ଚିମବଙ୍ଗର ସମସ୍ତ ମେଡିକାଲ କଲେଜରେ କନିଷ୍ଠ ଡାକ୍ତରମାନେ ଜରୁରୀକାଳୀନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪୨ ଦିନ ପରେ କନିଷ୍ଠ!-->…
ବସ୍ତର ଅଞ୍ଚଳର ମାଓହିଂସା ପୀଡ଼ିତଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ଛତିଶଗଡ଼ର ବସ୍ତର ଅଞ୍ଚଳରୁ ମାଓବାଦୀ ହିଂସାର ଶିକାର ହୋଇଥିବା ଅନେକ ପୀଡ଼ିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭେଟିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ହିଂସାର ମାର୍ଗ ଆପଣାଇବାକୁ କୌଣସି ଉଦ୍ଦେଶ୍ୟ!-->…
ଶିଖ ବୟାନ ବିବାଦ: ପ୍ରଥମଥର ପାଇଁ ମୁହଁ ଖୋଲିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଶିଖ ସଂପ୍ରଦାୟକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିଜେପି ତୀବ୍ର ସମାଲୋଚନା କରି ଚାଲିଛି। ଏହାକୁ ନେଇ ରାଜନୀତିକ ବିବାଦ ମଧ୍ୟ ଦେଖାଯାଇଛି। ଦିନକୁ ଦିନ ବିବାଦ ତେଜୁ ଥିବା ବେଳେ ପ୍ରଥମଥର ପାଇଁ ରାହୁଲ ଗାନ୍ଧି ଏହା ଉପରେ!-->…
ବିଜେପି ପାକିସ୍ତାନକୁ ବାହା ହୋଇଯାଇଛି : ଖଡଗେ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ମେଣ୍ଟ କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସର ଏଜେଣ୍ଡା ପାକିସ୍ତାନ ସହ ମେଳ ଖାଉଥିବା ଅଭିଯୋଗ କରି ଦୁଇ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ମୋଦି ଓ ଶାହଙ୍କ ଏପରି!-->…