Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ
ନୂଆଦିଲ୍ଲୀ : ଆତିଶୀ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଜି ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ ପଦ ଓ!-->…
ଆଇଟି ଆଇନରେ ସଂଶୋଧନକୁ ଖାରଜ କଲେ କୋର୍ଟ
କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଲାଗିଛି ବଡ଼ ଝଟକା। ସୂଚନା ପ୍ରଯୁକ୍ତି ଆଇନ ବା ଆଇଟି ଆକ୍ଟରେ ୨୦୨୩ରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ଆଜି ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।
ଆଇଟି ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଗୋଟିଏ!-->!-->!-->…
ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ସୁପ୍ରିମକୋର୍ଟ
କଲେଜିୟମ ଗୋଟିଏ ସର୍ଚ୍ଚ କମିଟି ନୁହେଁ। ଏମିତି କିଛି କହି ଆଜି ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଏଥିସହ କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସରକାରଙ୍କ ପାଖକୁ ପୁନଃ ପଠାଇଥିବା ନାଁ ଗୁଡ଼ିକର ତାଲିକା(ଯେଉଁ!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଲଗାଣ ବର୍ଷା ଯୋଗୁ ଏବେ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲକ୍ଷଲକ୍ଷ ଲୋକ ଏଥିଯୋଗୁ ହନ୍ତସନ୍ତ ହେଉଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ସେ!-->!-->!-->…
ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ଗୋ-ଚର୍ବି; ରିପୋର୍ଟ ମାଗିଲା କେନ୍ଦ୍ର
ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର ରିପୋର୍ଟ ମାଗିଛି କେନ୍ଦ୍ର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି।
ସେପଟେ ଖାଦ୍ୟ ମନ୍ତ୍ରୀ!-->!-->!-->…
ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍, ଆସୁଛି କ୍ରିପ୍ଟୋକରେନ୍ସି ଭିଡିଓ
ହ୍ୟାକରଙ୍କ ନଜରରେ ସୁପ୍ରମକୋର୍ଟଙ୍କ ୟ୍ୟଟ୍ୟୁବ୍ ଚ୍ୟାନେଲ୍। ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଏବଂ ସଂସ୍ଥାର ସୋଶାଲ ମିଡିଆ ପ୍ଲାଟଫର୍ମ ହ୍ୟାକ୍ ହେବା ନେଇ ଖବର ଆସୁଥିବା, ଏବେ ସୁପ୍ରିମକୋର୍ଟଙ୍କ ଚ୍ୟାନେଲକୁ ବି ହ୍ୟାକ୍ କରା ଯାଇଥିବା ଜଣାପଡିଛି।
ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍!-->!-->!-->…
‘୨୦୨୬ ସୁଦ୍ଧା ଶେଷ ହେବ ନକ୍ସଲବାଦ’
ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ବିଲୋପ ଘଟିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ ମାଓବାଦୀମାନଙ୍କୁ ହିଂସା ଓ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି।
ନକ୍ସଲ ହିଂସାର ପ୍ରଭାବିତ!-->!-->!-->…
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
ଚେନ୍ନାଇ : କମାଲ କରିଛନ୍ତି ଭାରତର ସ୍ପିନିଂ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା। ଏଥର ବୋଲିଂରେ ନୁହେଁ, ବ୍ୟାଟିଂରେ ଉଭୟ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। କେବଳ ଉଦ୍ଧାର କରି ନାହାନ୍ତି, ବରଂ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଭାରତକୁ କମବ୍ୟାକ କରାଇଛନ୍ତି। ବିଶେଷ କରି!-->…
କାର୍ଯ୍ୟ ଚାପରୁ ଜୀବନ ଗଲା, ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଲେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ
ତ୍ରିଭେନ୍ଦ୍ରମ : କାର୍ଯ୍ୟ ଚାପ କେତେ ଭୟଙ୍କର ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ। କାର୍ଯ୍ୟ ଚାପ ଯୋଗୁ ମାତ୍ର ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ। ସେ ହେଉଛନ୍ତି ସେବାଷ୍ଟିଆନ ପେରାୟିଲ। ପୁଣେସ୍ଥିତ ଅର୍ନଷ୍ଟ ଆଣ୍ଡ ୟୋଙ୍ଗ(ଇଓ୍ବାଇ)!-->…
ଆମେରିକା କୋର୍ଟର ସମନ: ଭାରତ କହିଲା ଅନାବଶ୍ୟକ
ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଦାଏର କରିଥିବା ଦେୱାନୀ ମାମଲାରେ ଆମେରିକାର ଗୋଟିଏ କୋର୍ଟ ଭାରତକୁ ସମନ କରିଛନ୍ତି। ଏଥିରେ ପନ୍ନୁ ତା’କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଭାରତ ପକ୍ଷରୁ କରାଯାଇଥିବା ଅଭିଯୋଗ କରିଥିଲା। ତେବେ କୋର୍ଟଙ୍କ ଏପରି ସମନକୁ ଭାରତ!-->…