Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୩ ଆସନରେ ଉପ ନିର୍ବାଚନ: ବୃହତ୍ତ ବିଜୟ ଦିଗରେ ଇଣ୍ଡିଆ ବ୍ଲକ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏବେ ୭ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବୃହତ୍ତ ବିଜୟ ଦିଗରେ ଆଗକୁ ମାଡ଼ି!-->…
ରାହୁଲଙ୍କ ଭାବମୂର୍ତ୍ତି ବିଶ୍ୱସ୍ତରରେ ବୃଦ୍ଧି ପାଉଛି
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କ ଭାବମୂର୍ତ୍ତି ବିଶ୍ବସ୍ତରରେ ବୃଦ୍ଧି ପାଇବାରେ ଲାଗିଛି।ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କଂଗ୍ରେସ ନେତାମାନେ କହିଛନ୍ତି ବିରୋଧୀଦଳର ନେତା ହେବା ପରେ ରାହୁଲ ଗାନ୍ଧୀଙ୍କ ସ୍ଥିତି ଅନ୍ତର୍ଜାତୀୟସ୍ତରରେ ବହୁତ!-->…
ସରକାରଙ୍କ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣାକୁ ସମାଲୋଚନା କଲେ ପ୍ରିୟଙ୍କା
ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଜୁନ ୨୫ ତାରିଖକୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ୧୯୭୫ ମସିହା ଜୁନ ୨୫ରେ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏମର୍ଜେନ୍ସି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିବା ଅଭିଯୋଗ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ!-->…
‘ନିଜକୁ କୋର୍ଟ ଭାବୁଛନ୍ତି ଦିଲ୍ଲୀ ଉପରାଜ୍ୟପାଳ, ବୁଦ୍ଧି ଖଟାଉ ନାହାନ୍ତି’
ନୂଆଦିଲ୍ଲୀ: ‘ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକସେନାଙ୍କ ବୁଦ୍ଧି ବିବେକ ହଜିଗଲାଣି। ସେ ନିଜକୁ କୋର୍ଟ ଭାବି ଦେଇଛନ୍ତି। ଫଳରେ ଆମ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହସ କରି ପାରୁଛନ୍ତି। ’ ସୁପ୍ରିମକୋର୍ଟଙ୍କ ଅନୁମତି ବିନା ଦିଲ୍ଲୀରେ ୧୧ଶହ ଗଛ କାଟିବାକୁ ଉପରାଜ୍ୟପାଳ ଅନୁମତି ଦେଇଥିବା!-->…
ଜେଲ୍ରେ କେଜ୍ରିୱାଲଙ୍କ ଜୀବନ ସହିତ ଖେଳାଯାଉଛି, ଓଜନ ହ୍ରାସ ଗୁରୁତର ରୋଗର ଲକ୍ଷଣ: ଚିନ୍ତା ପ୍ରକଟ କଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ସହ ଜେଲ୍ରେ ଖେଳାଯାଉଛି। ପାର୍ଟି ପକ୍ଷରୁ ସାଂସଦ ସଞ୍ଜୟ ସିଂ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ!-->…
ଉପନିର୍ବାଚନରେ ବାଜି ମାରିଲେ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ
ସିମଲା : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ନିଜର ନିର୍ବାଚନ ଡେବ୍ୟୁରେ କମାଲ କରିଛନ୍ତି। ସେ ଦେହରା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବାଜିମାତ କରିଛନ୍ତି।ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ ବିଜୟୀ ହୋଇ ନୂଆ ସଫଳତା ପାଇଛନ୍ତି।!-->…
ଜୁନ ୨୫ ଏଣିକି ‘ସମ୍ବିଧାନ ହତ୍ୟା ଦିବସ’
ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି। ଏଥିସହ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ!-->!-->!-->…
ମହାରାଷ୍ଟ୍ରରେ ହୋଟେଲ ରାଜନୀତି : ନିଜ ନିଜ ବିଧାୟକଙ୍କୁ ଲୁଚାଇବା ପରେ ଏବେ ଭୋଟିଂ ଜାରି
ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର ୧୧ଟି ଆସନ ପାଇଁ ଶୁକ୍ରବାର ନିର୍ବାଚନ ହେଊଛି। ଶାସକ ଦଳ ତଥା ସହଯୋଗୀ ଦଳ ସହିତ ବିରୋଧୀ ମହା ବିକାଶ ଅଘାଡି (ଏମଭିଏ) ନିଜ ନିଜ ବିଧାୟକଙ୍କୁ ଲୁଚାଇବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ କ୍ରସ-ଭୋଟିଂକୁ ଭୟ କରୁଥିବାରୁ ଦଳମାନେ ସେମାନଙ୍କର!-->…
ଭେଟିବା ପାଇଁ ଆଧାର କାର୍ଡ ଧରି ଆସିବାକୁ କହିଲେ କଙ୍ଗନା ରାଣାୱତ
ନବନିର୍ବାଚିତ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିଛି। ସେ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ହିମାଚଳ ପ୍ରଦେଶର ମଣ୍ଡିର ଲୋକମାନଙ୍କ ଆଗରେ ଆଧାର କାର୍ଡ ସର୍ତ୍ତ ରଖିଛନ୍ତି। ନିର୍ବାଚନ ମଣ୍ଡଳୀର ଯଦି କେହି ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ତା’ହେଲେ!-->…
ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୨ IPSଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା। ଗୁଣ୍ଟୁର ଜିଲ୍ଲା ନଗରାମପାଲେମ ପୁଲିସ୍ ପକ୍ଷରୁ ଏପରି ମାମଲା ରୁଜୁ କରାଯାଇଛି।
ଜଗନଙ୍କ ବ୍ୟତୀତ ପୂର୍ବତନ ପୁଲିସ୍!-->!-->!-->…