Browsing Category

ଦେଶ

କଂଗ୍ରେସରେ ଯୋଗଦେଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ

ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ। ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ

ଓଡ଼ିଶାର ୨ ଜଣଙ୍କ ସମେତ ମୋଟ ୫୦ ଜଣଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଶିକ୍ଷକ ଦିବସ ସମାରୋହରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଥିଲେ।ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଏପରି

ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ। ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ।ରେଳ ବ୍ରିଜ୍‌ର

ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ଵିପାକ୍ଷିକ ସମ୍ପର୍କ ମଜବୁତ୍ କରିବା ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ: ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଥିବା ଜଣାପଡିଛି। ଆଜି ( ଗୁରୁବାର) ସିଙ୍ଗାପୁର ପାର୍ଲାମେଣ୍ଟରେ ମୋଦୀଙ୍କ ସରକାରୀ ଭାବେ ସ୍ଵାଗି ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ୟୁନୁସଙ୍କ ଚେତାବନୀ: ‘ମୁହଁରେ ତାଲା ଲଗାଇ ବସନ୍ତୁ ଶେଖ ହସିନା’

ନୂଆଦିଲ୍ଲୀ : ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି। ବାଂଲାଦେଶରେ ସରକାର ବିରୋଧୀ ହିଂସା ଉଗ୍ରରୂପ ନେବା ପରେ ହସିନାଙ୍କୁ ବାଧ୍ୟବଶତଃ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଗିରଫଦାରି ଭୟରେ ସେ ଦେଶ ଛାଡ଼ି ଭାରତ

ଦୁଇଟି ଆସନରୁ ନିର୍ବାଚନ ଲଢିବେ ଓମାର ଅବଦୁଲ୍ଲା

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଓମାର ଅବଦୁଲ୍ଲା ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ। ପ୍ରଥମେ ସେ ଗାନ୍ଦେରବାଲରୁ ନାମାଙ୍କନ ଦଖଲ କରିଥିବା ବେଳେ ଆଜି ବଦଗାମ ପାଇଁ ମଧ୍ୟ ନୋମିନେସନ ଫାଇଲ କରିଛନ୍ତି। ଏହାର ଅର୍ଥ ସମ୍ଭବତଃ ସେ

ବିଜେପିରେ ମିଶିଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ : ଟି-୨୦ କ୍ରିକେଟରୁ ଅବସର ନେଇ ସାରିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଜାଡେଜା କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିଛନ୍ତି। ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଥିବା

କୋଲକାତା ହରର ପୀଡ଼ିତାଙ୍କ ପରିବାରକୁ ଟଙ୍କା ଅଫର ଘଟଣା: ମୁହଁ ଖୋଲିଲା ଟିଏମସି, ଦେଖାଇଲା ଭିଡିଓ

କୋଲକାତା : କୋଲକାତା ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ବାପା ମା’ ଟଙ୍କା ଅଫରର ଅଭିଯୋଗ ଆଣିବା ପରେ ହଇଚଇ ସୃଷ୍ଟି ହୋଇଛି। ଏସବୁ ଭିତରେ ବିରୋଧୀ ଘୃଣ୍ୟ ରାଜନୀତି କରୁଥିବା କ୍ଷମତାସୀନ ଅଭିଯୋଗ କରିଛନ୍ତି ଓ ମିଥ୍ୟାର ପ୍ରଚାର କରାଯାଉ ଥିବା ଦଳ ପକ୍ଷରୁ

କେଜ୍ରିୱାଲଙ୍କ ଜାମିନ ଆବେଦନ; ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସିବିଆଇ ଗିରଫଦାରୀ ବିରୋଧରେ ଆବେଦନ ହୋଇଥିବା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା

‘ମୁହଁ ବନ୍ଦ କରିବାକୁ ପୁଲିସ ଯାଚିଥିଲା ଟଙ୍କା’, ଅଭୟା ବାପା-ମା’ଙ୍କ ସାଙ୍ଘାତିକ ଅଭିଯୋଗ

କୋଲକାତା : କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେବି ଚର୍ଚ୍ଚାରେ ରହିଛି। ପୀଡିତାଙ୍କୁ ନ୍ୟାୟ ଦାବିରେ ଜଳୁଛି ଦେଶ। ଲଗାତର ଜାରି ରହିଛି ବିକ୍ଷୋଭ। ଏହାରି ଭିତରେ କୋଲକାତା ପୁଲିସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭୟାଙ୍କ ବାପା-ମା'। ମୁହଁ ବନ୍ଦ କରିବାକୁ