Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମାସୁଦ୍କୁ ନେଇ ପାକିସ୍ତାନରେ ପୁଣି ଚାଞ୍ଚଲ୍ୟ, ସୂଚନା ଦେଲେ ମିଳିବ ୭୦ ଲକ୍ଷର ପୁରସ୍କାର !
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଜାରକୁ ପୁଣି ଥରେ ମୋଷ୍ଟ ୱାଂଟେଡ ତାଲିକାରେ ସ୍ଥାନ ଦେଇଛି ପାକିସ୍ତାନ । ତାକୁ ଧରିଦେଲେ ବା ତା ସମ୍ପର୍କିତ ଖବର ଦେଲେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ପାକିସ୍ତାନ ଫେଡେରାଲ!-->…
ଗୋଆ ବିଧାନସଭା ନିର୍ବାଚନ: ଏକାଠି ଲଢ଼ିବେ ଆପ୍-ଜିଏଫପି
ପାନାଜୀ: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ରବିବାର ମେଣ୍ଟ ଘୋଷଣା କରିଛନ୍ତି। ଏହି!-->…
କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ପଣଜୀ: କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବ ତରୁଣ ତେଜପାଲ ଗୋଆର ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ତେଜପାଲ ସୁପ୍ରିମକୋର୍ଟଙ୍କ!-->…
ଉପନିର୍ବାଚନ ଲଢ଼ିବେନି ମମତା ବାନାର୍ଜୀ
କଲକାତା: ସବୁ ଚର୍ଚ୍ଚାରେ ବିରାମ ଲାଗିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଉପ-ନିର୍ବାଚନ ଲଢ଼ିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ!-->…
ଦଳୀୟ ବିଧାୟକଙ୍କ ବିରୋଧରେ ଜମି ଆତ୍ମସାତ୍ ଅଭିଯୋଗ, ପିଏମ୍ ମୋଦୀଙ୍କୁ ଭେଟିଲେ ଅଭିଯୋଗକାରୀ
ନୂଆଦିଲ୍ଲୀ: ମହାରାଷ୍ଟ୍ର ଥାନେ ଜିଲା ମିରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର୍ଲି ବୋହରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ବିଜେପି ବିଧାୟକ ନରେନ୍ଦ୍ର ମେହେଟାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ବିଧାୟକ ଓ ତାଙ୍କ ସହ ସମ୍ପର୍କ ରଖିଥିବା ଜଣେ!-->…
ଦିଶା ସାଲିଆନ୍ ମୃତ୍ୟୁ ମାମଲା: ସିବିଆଇ ପକ୍ଷରୁ ଏଫଆଇଆର୍ ରୁଜୁ
ମୁମ୍ବାଇ : ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ଏଫଆଇଆର୍ ରୁଜୁ । ଆଦିତ୍ୟ ଠାକରେ, ଡିନୋ ମୋରିଆ ଓ ରିୟା ଚକ୍ରବର୍ତ୍ତୀଙ୍କ ନାଁ ଏଫଆଇଆରରେ ସାମିଲ । ସ୍ୱର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ସନ୍ଦେହଜନକ ମୃତ୍ୟୁ!-->…
ମଝି ଆକାଶରେ ଝଡ଼ରେ ଫସିଲା ବିମାନ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ : ଟର୍କିସ୍-ଏୟାରଲାଇନ୍ସ ଭୟଙ୍କର ଝଟକା । ଇସ୍ତାନବୁଲ୍-ଟ୍ୟୁନିସିଆ ବିମାନ ଦୁର୍ଘଟଣା ଟଳିଲା । ୩ ଥର ଅସଫଳ ଅବତରଣ ହେବା ପରେ ବିମାନକୁ ଡାଇଭର୍ଟ କରାଯାଇଛି । ଖରାପ ପାଗ ଯୋଗୁଁ ବଡ଼ ଝଟକା ଲାଗିଛି । ଇସ୍ତାନବୁଲରୁ ଟ୍ୟୁନିସିଆ ଯାଉଥିବା ଏକ ଟର୍କିସ୍ ଏୟାରଲାଇନ୍ସର ବିମାନ!-->…
LACରୁ PLA ସୈନ୍ୟ ପ୍ରତ୍ୟାହାର କଲା ଚୀନ, ସୁଧୁରୁଛି ସମ୍ପର୍କ
ନୂଆଦିଲ୍ଲୀ : BRICS ସମ୍ମିଳନୀ ସମାପ୍ତ ହେବା ପରେ ଭାରତ-ଚୀନ୍ ସମ୍ପର୍କ ପୁଣି ଥରେ ସୁଧୁରୁଥିବା ଦେଖିବାକୁ ମିଳିଛି । ଭାରତ ସୀମା ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ସେନା ହ୍ରାସ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ!-->…
୨୦୨୯ ସୁଦ୍ଧା ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ: ଅମିତ୍ ଶାହ
ମୁମ୍ବାଇ: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ୩୦ ଦିନିଆ ‘ସେବା ସଂକଳ୍ପ ଅଭିଯାନ’!-->…
ଚିଲିର ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡ, ୧୬ ବୃଦ୍ଧ ମୃତ
ସାଣ୍ଟିଆଗୋ: ଚିଲିର ଆରାଉକାନିଆ ଅଞ୍ଚଳର ପିତ୍ରୁଫ୍କେନ୍ ସହରରେ ଥିବା ଏକ ନର୍ସିଂ ହୋମ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଶନିବାର ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣାସ୍ଥଳ ରାଜଧାନୀ!-->…