Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ, କହିଲେ- ସଙ୍ଘର୍ଷ କେବେ ବେକାର ହୁଏନି
ନୂଆଦିଲ୍ଲୀ : ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ 200 ଦିନ ପୂର୍ତ୍ତି ଅବସରରେ ଯୋଗଦେଇ ଫୋଗାଟ କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଆପଣଙ୍କ ଝିଅ ଆପଣମାନଙ୍କ ସହ ରହିଛି!-->…
ପତଞ୍ଜଳି ଟୁଥ୍ପେଷ୍ଟରେ ଆମିଷ ? ଆକ୍ସନ୍ ମୁଡ୍ରେ ହାଇକୋର୍ଟ
ନୂଆଦିଲ୍ଲୀ : ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି। ନିରାମିଶ ପ୍ରଡକ୍ଟରେ ବିକ୍ରି ହେଉଛି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶି ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଆକ୍ସନ ମୁଡ୍କୁ!-->…
‘ତୁରନ୍ତ ନ୍ୟାୟ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ’
ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହେଉଥିବା ମହିଳା ବିରୋଧୀ ଅପରାଧ ଉପରେ!-->…
ସେପ୍ଟେମ୍ବର ୮ରେ ଆମେରିକା ଯିବେ ରାହୁଲ ଗାନ୍ଧି, ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିବେ
ନୂଆଦିଲ୍ଲୀ : ଲୋକସଭା ବିରୋଧୀ ଦଳ ନେତା ହେବା ପରେ ପ୍ରଥମଥର ପାଇଁ ବିଦେଶ ଗସ୍ତ କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆସନ୍ତା ୮ରୁ ୧୦ ତାରିଖ ଯାଏ ସେ ଆମେରିକା ଗସ୍ତ କରିବେ।ଆମେରିକା ଗସ୍ତରେ ଯିବାକୁ ରାହୁଲ ଗାନ୍ଧି ଡାଲ୍ଲାସ, ଟେକ୍ସାସ ଓ ୱାଶିଂଟନ ଡିସିରେ ଭାରତୀୟ ବଂଶୋଦ୍ଭବ,!-->…
ଗୋମାଂସ ଖାଇବା ଅଭିଯୋଗରେ ହରିୟାଣାରେ ପଶ୍ଚିମବଙ୍ଗର ଯୁବକଙ୍କୁ ହତ୍ୟା, ୭ ଗିରଫ
ନୂଆଦିଲ୍ଲୀ: ହରିୟାଣାର ଚାରଖୀ ଦାଦ୍ରି ଜିଲ୍ଲାରେ ଗୋମାଂସ ଖାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଶୁକ୍ରବାର ଦିନ ଘଟିଛି | ଏହି ହତ୍ୟା ମାମଲାରେ ଦୁଇ ନାବାଳକଙ୍କ ସମେତ!-->…
କେରଳରେ ଆରଏସଏସର ସମନ୍ବୟ ବୈଠକ, ଉଠିପାରେ ପଶ୍ଚିମବଙ୍ଗ, ବାଂଲାଦେଶ ପ୍ରସଙ୍ଗ
ପାଲକ୍କଡ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସର୍ବଭାରତୀୟ ସମନ୍ୱୟ ବୈଠକ କେରଳର ପାଲକ୍କଡରେ ଶନିବାର ଠାରୁ ଆରମ୍ଭ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆରଏସଏସ୍ ମୁଖ୍ୟ ଡ. ମୋହନ ଭାଗବତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ!-->…
୧୮ ଦିନ ଜେରା, ୨ଟି ମିଛ ଧରା ପରୀକ୍ଷା: ୫୦ ମିନିଟ ଯାଏ ମହିଳା ଡାକ୍ତରଙ୍କ ମୃତ୍ୟୁ କଥା ଜାଣି ନଥିଲେ ସନ୍ଦୀପ ଘୋଷ !
କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଘେରରେ ଥିବା ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବଡ଼ ଦାବି କରିଛନ୍ତି। ମହିଳା ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ସେ ଅଗଷ୍ଟ ୯ ତାରିଖ ଦିନ ୧୦.୨୦ରେ ଜାଣିବାକୁ ପାଇଥିଲେ।!-->…
ଆମ୍ବ ବଗିଚାରୁ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା; ୨ ଯୁବକ ଗିରଫ
ଉତ୍ତର ପ୍ରଦେଶ ଫାରୁକାବଦରେ ଦୁଇ ଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସ୍ଥାନୀୟ ଅଞ୍ଚଳର ଦୀପକ ଏବଂ ପବନଙ୍କୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଛି।
ଅଗଷ୍ଟ ୨୭ରେ ଏକ ଆମ୍ବ ବଗିଚାରୁ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଉଭୟ!-->!-->!-->…
ଶିଖ୍ ବିରୋଧୀ ଦଙ୍ଗା: ଜଗଦୀଶ ଟାଇଟଲରଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ
ପୂର୍ବତନ କଂଗ୍ରେସ ସାଂସଦ ଜଗଦୀଶ ଟାଇଟଲରଙ୍କ ବିରୋଧରେ ଦାଖଲ ହେବ ଅଭିଯୋଗ। 1984 ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଆଜି ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି!-->…
ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ
ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ଚମ୍ପାଇ ସୋରେନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଞ୍ଚିରେ ଝାରଖଣ୍ଡ ବିଜେପି ସଭାପତି ବାବୁଲା ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ!-->…