Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ମିଳିଲାନି; ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି!-->…
‘ମୁଁ ମୋ ଆରାଧ୍ୟ ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି’
ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ!-->…
ସୁପ୍ରିମକୋର୍ଟଙ୍କ ତାଗିଦ ପରେ କ୍ଷମା ମାଗିଲେ ରେଭନ୍ଥ ରେଡ୍ଡୀ
ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ଉପରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି ବୟାନ ପାଇଁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି ବୋଲି ରେବନ୍ଥ ରେଡ୍ଡୀ କହିଛନ୍ତି।
ପ୍ରକାଶ!-->!-->!-->…
ଭାରତକୁ ମିଳିଲା ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତ
ନୂଆଦିଲ୍ଲୀ : ଭାରତ ଆଜି ବିଶାଖାପାଟଣାରେ ନିଜର ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତକୁ ନୌସେନାରେ ସାମିଲ କରିଛି। ଅରିହନ୍ତ ଶ୍ରେଣୀର ଏହି ବୁଡ଼ାଜାହାଜ ଭାରତର ଆଣବିକ ଶକ୍ତିକୁ ସୁଦୃଢ଼ କରିବା ସହ ପରମାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ। ଆଇଏନଏସ ଅରିଘାତ ରଣନୈତିକ ସନ୍ତୁଳନ ଓ!-->…
ବେଙ୍ଗଲ ଜଳିଲେ ଓଡ଼ିଶା-ଝାଡ଼ଖଣ୍ଡ ଜଳିବ ବୋଲି କହିଲେ ଦିଦି, ନିନ୍ଦା କଲେ ସୋରେନ୍
କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ କାମ କରୁଥିବା ୩୧ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ନ୍ୟାୟ ଦାବି କରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ବଢ଼ୁଥିବା ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥରହର ହୋଇଛନ୍ତି। ପ୍ରକୃତ!-->…
ହିମାଚଳ ସରକାରଙ୍କ ନିଷ୍ପତ୍ତି; ମନ୍ତ୍ରୀ, ବିଧାୟକ ଓ ସଚିବଙ୍କୁ 2 ମାସ ବିଳମ୍ବରେ ମିଳିବ ଦରମା
ସିମଳା : ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇ ମାସ ବିଳମ୍ବରେ ମିଳିବ। ରାଜ୍ୟରେ ଚାଲିଥିବା ଆର୍ଥିକ ଶଙ୍କଟ ମଧ୍ୟରେ ଉଚ୍ଚ ପଦାଧିକାରୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିଧାନସଭାରେ!-->…
ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ
ନୂଆଦିଲ୍ଲୀ:ଦୋହଲିଲା ଦିଲ୍ଲୀ। ଅନୁଭୂତ ହେଲା ଭୂମିକମ୍ପ ଝଟ୍କା। ଭୟଭୀତ ହୋଇପଡିଲେ ରାଜଧାନୀବାସୀ। ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ-ଏନ୍ସିଆର୍ ଯାଏ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।ଆଫଗାନିସ୍ତାନ!-->…
ଭାରତରେ ବଢୁଛି ଜୀବନ ହାରିବା ମାମଲା: କୃଷକଙ୍କ ରେକର୍ଡ ପାର୍ କଲେ ଛାତ୍ର
ନୂଆଦିଲ୍ଲୀ: ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ଛାତ୍ର ଆତ୍ମହତ୍ୟା ହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇବାରେ ଲାଗୁଛି। ତେବେ ବଡ଼ କଥା ହେଉଛି ପୂର୍ବରୁ ଦେଶରେ କୃଷି ଆତ୍ମହତ୍ୟା ଅଧିକ ମାତ୍ରାରେ ରିପୋର୍ଟ କରାଯାଉଥିବା ବେଳେ ଏବେ ସେହି ରେକର୍ଡକୁ କାଟିଛି ଛାତ୍ର ଆତ୍ମହତ୍ୟା!-->…
ରାହୁଲ ଗାନ୍ଧିଙ୍କ ସାମରିକ କଳାର ଭିଡିଓ ଭାଇରାଲ, ପ୍ରତିପକ୍ଷଙ୍କୁ କରୁଛନ୍ତି ଚିତ୍
ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସ ଅବସରରେ କଂଗ୍ରେସ ସାଂସଦ ରହୁଲ ଗାନ୍ଧି ଗୋଟିଏ ପୁରୁଣା ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନିଜର ସାମରିକ କଳା ଦେଖାଇଛନ୍ତି। ସେ ଜାପାନିଜ ସାମରିକ କଳା Jiu-Jitsu ଅନ୍ୟମାନଙ୍କ ସହ ଅଭ୍ୟାସ କରୁଥିବା ଦୃଶ୍ୟ!-->…
ମୁଁ କୌଣସି ଜୁନିୟର୍ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ!-->…