Browsing Category

ଦେଶ

ଜଗନଙ୍କୁ ଝଟକା: ଦଳ ଛାଡ଼ିଲେ ଦୁଇ ଜଣ ସାଂସଦ, ଟିଡିପିରେ ମିଶିବେ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟକା ଲାଗିଛି। ଆଜି ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ତାଙ୍କ ହାତ ଛାଡ଼ି ଦେଇଛନ୍ତି।ୱାଇଏସ୍‌ଆର କଂଗ୍ରେସ ଟିକେଟରୁ ଦୁଇ ବରିଷ୍ଠ ନେତା ରାଜ୍ୟସଭାକୁ ଯାଇଥିଲେ ହେଁ ଆଜି

ଅଡୁଆରେ ମଣ୍ଡି ସାଂସଦ, କୃଷକ ଆନ୍ଦୋଳନ ମନ୍ତବ୍ୟ ପରେ ନଡ୍ଡାଙ୍କୁ ଭେଟିଲେ କଙ୍ଗନା

ଚଣ୍ଡୀଗଡ଼ : ୨୦୨୦-୨୧ କୃଷକ ଆନ୍ଦୋଳନ ବିରୋଧରେ ତାଙ୍କ ମନ୍ତବ୍ୟରୁ ଦଳ ନିଜକୁ ଦୂରେଇ ରଖିବାର କିଛି ଦିନ ପରେ ବିଜେପି ମଣ୍ଡି ସାଂସଦ କଙ୍ଗନା ରାଣାୱତ ଆଜି (ଗୁରୁବାର) ସକାଳେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି।

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ନଂ-1 ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ : ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024

UPSCକୁ ଚ୍ୟାଲେଞ୍ଜ କଲେ ପୂଜା ଖେଡକର

ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକର ଆଜି ବଡ଼ ଦାବି କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଆଇଏଏସ ପଦ ହରାଇଥିବା ପୂଜା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଠକେଇ ଅଭିଯୋଗକୁ ଫାଙ୍କି ଦେଇଛନ୍ତି। ଏଥିସହ ତାଙ୍କୁ ଅଯୋଗ୍ୟ ବିବେଚନା କରିବାକୁ ୟୁପିଏସ୍‌ସ ନେଇଥିବା ନିଷ୍ପତ୍ତିକୁ

ଡିଏମକେ ସାଂସଦଙ୍କ ଉପରେ ୯୦୮ କୋଟି ଟଙ୍କାର ଇଡି ଫାଇନ୍‌

ତାମିଳନାଡୁର କ୍ଷମତାସୀନ ଡିଏମକେ ସାଂସଦ ଏସ୍‌ ଜଗତରକ୍ଷକନ୍‌ଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଲଗାଇଛି ୯୦୮ କୋଟି ଟଙ୍କାର ଜୋରିମାନା। ଏନେଇ ତାଙ୍କ ପାଖକୁ ଇଡି ନୋଟିସ ପଠାଇଛି। ଜଗତରକ୍ଷକନ ଓ ତାଙ୍କ ପରିବାର ବିରୋଧରେ ରୁଜୁ ହୋଇଥିବା ଫୋରେକ୍ସ

୧୦ ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଶିଳ୍ପ ସ୍ମାର୍ଟ ସହର

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ସ୍ଥପତି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

ମହାରାଷ୍ଟ୍ରୀ ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ତଦନ୍ତ ଜାରି ରହିଛି। ଆଜି ଷ୍ଟାଚ୍ୟୁ ଭୁଣୁଡ଼ିବା ଘଟଣାରେ କଲ୍ୟାଣର ଜଣେ ସ୍ଥପତି ଓ କୋଲାହାପୁରର ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା। ସୋମବାର

୭ ଦିନରେ ଦୁଷ୍କର୍ମୀକୁ ମିଳିବ ଫାଶୀ: ସପ୍ତାହକରେ ଆଇନ ଆଣିବେ ମମତା

ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ପଶ୍ଚିମବଙ୍ଗ ସରକାର। ଆସନ୍ତା ସପ୍ତାହରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ। ଏଥିରେ ଦୁଷ୍କର୍ମୀକୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିବ। କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ ବୟାନ ଦେଇଛନ୍ତି | ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୁଁ ବହୁତ ନିରାଶ ଏବଂ ଭୟଭୀତ । ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ

କୋଲକାତା ଲଜ୍ଜା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

କୋଲକତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ରଣକ୍ଷେତ୍ର ପାଲଟିଛି ପଶ୍ଚିମବଙ୍ଗ। ଗତକାଲି ଛାତ୍ର ସଙ୍ଗଠନ ନବାନ୍ନ ରାଲି କରିଥିଲା। ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ ହେଉଛି। ଏହାରି