Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଓ ଇଡିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିକୁ ନେଇ ବଡ଼ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଘଟଣାର ତଦନ୍ତ କରି ଇଡି ଓ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି କେ କିବତାଙ୍କ ଭଳି ହେଭିୱେଟ ରାଜନେତାଙ୍କୁ ଗିରଫ କରିଛନ୍ତି। ହେଲେ ସିବିଆଇ ଓ ଇଡିର ନିରପେକ୍ଷତା ଓ!-->…
ଗାନ୍ଦେରବଲରୁ ନିର୍ବାଚନ ଲଢ଼ିବେ ଓମାର ଅବଦୁଲ୍ଲା
ଜମ୍ମୁ-କଶ୍ମୀର ବିଧାନସଭା ଆସନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ କଂଗ୍ରେସ ସହ ମେଣ୍ଟ କରି ଏଠାରେ ବିଧାନସଭା ନିର୍ବାଚନ ଲଢ଼ୁଛି।
ଡିଲ୍ ଅନୁସାରେ ଏନସି ୫୧ଟି ଓ କଂଗ୍ରେସ ୩୨ଟି ଆସନରେ ପ୍ରାର୍ଥୀ ଦେବ। ସିଟ ଶେୟାରିଂ!-->!-->!-->…
କେ. କବିତାଙ୍କୁ ମିଳିଲା ଜାମିନ୍
ଜେଲ୍ରୁ ମୁକୁଳିବେ ବିଆର୍ଏସ୍ ନେତ୍ରୀ କେ.କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେ.କବିତାଙ୍କୁ ମିଳିଲା ଜାମିନ୍। ସୁପ୍ରିମକୋର୍ଟରୁ ତାଙ୍କୁ ଆଜି ୧୦ ଲକ୍ଷ ଟଙ୍କା ମୁଚଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି।
କେ.କବିତାଙ୍କ ଜାମିନକୁ ନେଇ ଆଜି ସୁପ୍ରିମକୋର୍ଟରେ!-->!-->!-->…
‘ନବାନ୍ନ ରାଲି’: ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଛାତ୍ର
ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ହୋଇଛି ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଛାତ୍ରୀ। ଏତିକି ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଏମାନଙ୍କ!-->…
ନିଶା ଦେଇ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ହଡ଼ତାଳ ମଧ୍ୟରେ ମହାରାଷ୍ଟ୍ରରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକର୍ମୀ ଓ ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଡାକ୍ତରଖାନା ଘେରାଉ!-->…
ୟୁକ୍ରେନ୍ରେ ଶାନ୍ତି ପାଇଁ ମୋଦି-ବାଇଡେନ୍ କଥାବାର୍ତ୍ତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।
ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ହୋଇଥିବା ଏହି ଟେଲିଫୋନ!-->!-->!-->…
ପଦ୍ମ ଧରିବେ ଚମ୍ପାଇ ସୋରେନ୍
ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍। ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା। ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି।
ଝାଡ଼ଖଣ୍ଡର ଆଦିବାସୀ ନେତା ତଥା!-->!-->!-->…
ସାମ୍ନାକୁ ଆସିଲା ସନ୍ଦୀପ ଘୋଷର ବଡ଼ ଦୁର୍ନୀତି, ମୃତଦେହ ବ୍ୟବଚ୍ଛେଦ ଓ ଦେଖିବା ପାଇଁ ସମ୍ପର୍କୀୟଙ୍କଠାରୁ ନେଉଥିଲା…
କୋଲକାତା : କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷର ବିନା ଇସାରାରେ ମେଡିକାଲରେ ପତ୍ରଟିଏ ବି ହଲୁ ନ ଥିଲା। ଯିଏ ସନ୍ଦୀପ କଥା ମାନୁ ନ ଥିଲା, ତା’କୁ ଅନ୍ୟତ୍ର ବଦଳି ଅଥବା ଚାକିରିରୁ!-->…
ମମତାଙ୍କ ‘ଦୁଷ୍କର୍ମ ପ୍ରସଙ୍ଗ’ ଚିଠିର କଡ଼ା ଜବାବ ଦେଲା କେନ୍ଦ୍ର
କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସରକାର। ନିକଟରେ ସମଗ୍ର ଦେଶରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମମତା ଚିନ୍ତା ପ୍ରକଟ କରିଥିଲେ। ସେ ଫାଷ୍ଟଟ୍ରାକ କୋର୍ଟ ଠାରୁ ଆରମ୍ଭ କରି!-->…
ପାକିସ୍ତାନରେ ଘନଘନ ଆତଙ୍କବାଦୀ ଆକ୍ରମଣ: ପୁଣି ୯ ମୃତ, ରେଳ ଟ୍ରାକ ଓ ପୁଲିସ୍ ଷ୍ଟେସନ ଉଡ଼ାଇଲେ
ଇସଲାମାବାଦ : ଅଶାନ୍ତ ହୋଇ ଉଠିଛି ପାକିସ୍ତାନ। ଘନଘନ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ବଲୁଚିସ୍ତାନ। ପ୍ରଥମେ ଆତଙ୍କବାଦୀମାନେ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାର କିଛି ଘଣ୍ଟା ପରେ ସେହି ବଲୁଚିସ୍ତାନର କଲାତ ଜିଲ୍ଲାରେ!-->…