Browsing Category

ଦେଶ

୧୪ ଦିନ ପାଇଁ ଜେଲ ହାଜତକୁ ଗଲା କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟ

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟର ରିମାଣ୍ଡ ଅବଧି ଶେଷ ହେବା ପରେ ତା’କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କୋଲକାତାର ଗୋଟିଏ କୋର୍ଟ ତା’କୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗିରଫ ପରେ ସିବିଆଇ ହେପାଜତରେ ଥିବା ସଞ୍ଜୟକୁ ଆଜି କଡ଼ା

ଅନିଲ ଅମ୍ବାନୀଙ୍କୁ ଝଟକା; ୨୫ କୋଟି ଟଙ୍କାର ଫାଇନ୍ ସହ ସିକ୍ୟୁରିଟି ବଜାରରୁ ବ୍ୟାନ୍ କଲା SEBI

ମୁକେଶ ଅମ୍ବାନୀଙ୍କ ଭାଇ ତଥା ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ଶକ୍ତ ଝଟକା ଲାଗିଛି। ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)। ଏଥିସହ ତାଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ପକାଯାଇଛି। ଅନିଲ ଅମ୍ବାନୀଙ୍କ

ଅବସର ନେବେ ମୁଖ୍ୟ ଶାସନ ସଚିବ, ପଦ ସମ୍ଭାଳିବେ ପତ୍ନୀ

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସ୍ୱାମୀ। ଏହାପରେ ଉକ୍ତ ପଦ ସମ୍ଭାଳିବେ ପତ୍ନୀ। ଏପରି ଏକ ରୋଚକ ଘଟଣା ଆସନ୍ତା ୩୧ ତାରିଖରେ କେରଳରେ ଦେଖିବାକୁ ମିଳିବ । କେରଳର ପ୍ରଶାସନିକ ଇତିହାସରେ ଏପରି ଘଟଣା ପ୍ରଥମ ଥର ଘଟିବ । ଏହି ଆଇଏଏସ୍‌ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା

ମୁଁ ବି ହସ୍ପିଟାଲ ଚଟାଣ ଉପରେ ଶୋଇଥିଲି: CJI

ନୂଆଦିଲ୍ଲୀ : 'ମୋତେ ବି ଦିନେ ସରକାରୀ ହସ୍ପିଟାଲର ଚଟ୍ଟାଣ ଉପରେ ଶୋଇବାକୁ ପଡିଥିଲା। ମୋର ଜଣେ ସମ୍ପର୍କୀୟ ଅସୁସ୍ଥ ଥିଲେ।' କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି କିଛି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼।କୋଲକାତା

‘ଜମ୍ମୁ-କଶ୍ମୀର ସହ ରକ୍ତ ସମ୍ପର୍କ ଅଛି… ସେମାନଙ୍କ ଯନ୍ତ୍ରଣା ଦୂର କରିବା ମୋର ଲକ୍ଷ୍ୟ’

ଶ୍ରୀନଗର : ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଜମ୍ମୁ-କଶ୍ମୀରରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶ୍ରୀନଗର ଗସ୍ତ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧି

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ A1, A2 ଲେବଲ୍ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏଣିକି ଆଉ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ରହିବନି ଲେବଲ୍। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ A1 ଓ A2 ଲେବଲ୍ ଲେଖିବାକୁ ବାରଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ, ଯେପରିକି ଘିଅ, ଦହି ଏବଂ

ଆତଙ୍କୀ ସେଲ୍‌ର ପର୍ଦ୍ଦାଫାସ, ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଟେରର ମଡ୍ୟୁଲର ଫର୍ଦ୍ଦାଫାସ କରି ୧୪ ଜଣଙ୍କୁ ଗିରଫ କରିଛି। ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପୁଲିସ୍‌ ସହ

ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ମୋଦିଙ୍କୁ ଚିଠି ଲେଖିଲେ ମମତା

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଦିଦି) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ବ୍ୟବସ୍ଥା କରିବାକୁ ମୋଦିଙ୍କୁ ଚିଠିରେ କହିଛନ୍ତି।ଚିଠିରେ

ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ରାଷ୍ଟ୍ରପତି ବିଜ୍ଞାନ ରତ୍ନ ୨୦୨୪ ପୁରସ୍କାର ପ୍ରଦାନ କରିଥିଲେ। କୃଷି