Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୨୭ ବର୍ଷ ବୟସରେ ଯୋଗକରି ବିଶ୍ବକୁ ବାର୍ତ୍ତା ଦେଲେ ଭାରତର ସବୁଠାରୁ ବୟସ୍କ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ
ନୂଆଦିଲ୍ଲୀ : ୧୨୭ ବର୍ଷ ବୟସରେ ଯୋଗ କରି ବିଶ୍ବକୁ ବାର୍ତ୍ତା ଦେଲେ ଭାରତର ସବୁଠାରୁ ବୟସ୍କ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ଶିବାନନ୍ଦ ଯୋଗ କରିବା ସହ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଶ୍ବ ଯୋଗ ଦିବସ ଅବସରରେ ଭାଗ ନେବା!-->…
ଦଙ୍ଗା ବିଷୟରେ କାହିଁକି ପଢାଇବା – ଏନସିଇଆରଟି ମୁଖ୍ୟ
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଶିକ୍ଷା ସଂସ୍ଥା ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ନିକଟରେ ନିଜ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିଛି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସେପଟେ ଏନସିଇଆରଟି ମୁଖ୍ୟ କହିଛନ୍ତି ଯେ ଘୃଣା ଓ ହିଂସା ଶିକ୍ଷାର ବିଷୟ!-->…
ଦିଲ୍ଲୀ ଜଳ ସଙ୍କଟ: ପାଇପ୍ ଲାଇନ୍ କାଟିବାକୁ ଚାଲିଛି ଷଡ଼ଯନ୍ତ୍ର
ନୂଆଦିଲ୍ଲୀ : ଦିଲ୍ଲୀରେ ଜାରି ରହିଛି ଜଳ କଷ୍ଟ। ପାଣି ପାଇଁ ଡହଳବିକଳ ହେଉଛନ୍ତି ଦିଲ୍ଲୀ ବାସୀ। ଏହି ଜଳ ସଙ୍କଟ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶି। ଏଠାରେ ପାଇପ୍ ଲାଇନ୍ କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଦିଲ୍ଲୀ ପୁଲିସ!-->…
ଅମରନାଥ ଯାତ୍ରା ପୂର୍ବରୁ ଜମ୍ମ ଓ କଶ୍ମୀରରେ ଆତଙ୍କବାଦୀଙ୍କ ସଫା କର : ସୁରକ୍ଷା ବାହିନୀକୁ ଅମିତ ଶାହାଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଜମ୍ମୁ-କଶ୍ମୀର ଉପରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଅମରନାଥଙ୍କ ଆଗାମୀ ବାର୍ଷିକ ତୀର୍ଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଜମ୍ମୁ ଅଞ୍ଚଳର!-->…
ଇଭିଏମ୍କୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ, କହିଲେ- ଏହା ଏକ ବ୍ଲାକ୍ ବକ୍ସ
ନୂଆଦିଲ୍ଲୀ : ନିର୍ବାଚନ ସରୁ ସରୁ ପୁଣି ଉଠିଲା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ତଥା ଇଭିଏମ୍ ପ୍ରସଙ୍ଗ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ। ସେ ଏହାକୁ 'ବ୍ଲାକ୍ ବକ୍ସ' ବୋଲି କହିଛନ୍ତି।ରବିବାର ରାହୁଲ ଗାନ୍ଧି ବିଶ୍ୱର!-->…
ଭାରତ-ଚୀନ୍ ବାଣିଜ୍ୟଯୁଦ୍ଧ: ଲକ୍ଷାଧିକ ଚାକିରି ହରାଇଲେ, ଏକ ଶହ କୋଟି ଟଙ୍କାରୁ ଅଧିକ କ୍ଷତି
ନୂଆଦିଲ୍ଲୀ/ବେଜିଂ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ବାଣିଜ୍ୟଯୁଦ୍ଧ’ ଉଭୟ ଦେଶ ଉପରେ ପ୍ରଭାବ ପକାଉଛି। ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ଲକ୍ଷାଧିକ ଲୋକେ ଚାକିରି ହରାଇଛନ୍ତି। ସେହିପରି ଏକ ଶହ କୋଟି ଟଙ୍କାରୁ ଅଧିକ କ୍ଷତି ମଧ୍ୟ ହୋଇଛି। ଏହା ଚୀନ୍ ଏବଂ ଭାରତ ଯାତ୍ରା କରୁଥିବା!-->…
ଟି-୨୦ ବିଶ୍ୱକପ ବେଟିଂ ରାକେଟର ଫର୍ଦ୍ଦାଫାସ: ଡଲାର-ପାଉଣ୍ଡ ସହ ମିଳିଲା ପୂଳାପୂଳା ଟଙ୍କା
ନୂଆଦିଲ୍ଲୀ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ଗୋଟିଏ ବଡ଼ ବେଟିଂ ରାକେଟର ପର୍ଦ୍ଦାଫାସ ହୋଇଛି। ମଧ୍ୟପ୍ରଦେଶର ଉଜ୍ଜୟୀନରେ ଚାଲିଥିବା ଏହି ବେଟିଂ ରାକେଟର ସଦସ୍ୟଙ୍କୁ ଗିରଫ କରି ପୁଲିସ୍ ପୂଳାପୂଳା ନଗଦ ଟଙ୍କା ଜବତ କରିଛି। ଏହା ମଧ୍ୟରେ ଡଲାର,!-->…
NEET ପରୀକ୍ଷାରେ ଅନିୟମିତତା: ଦେଶବ୍ୟାପୀ ୨ ଦିନିଆ ଆନ୍ଦୋଳନ ଡାକରା ଦେଲେ ଛାତ୍ର ସଂଗଠନ
ନୂଆଦିଲ୍ଲୀ : ମେଡିକାଲ ପାଠ୍ୟକ୍ରମରେ ନାଁ ଲେ ଖାଇବା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏପରି ଅଭିଯୋଗ ଆଣି ବାମପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ଦେଶବ୍ୟାପୀ ଦୁଇ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି।ସର୍ବଭାରତୀୟ!-->…
ରାଜଧାନୀରେ ଭୟଙ୍କର ଜଳସଙ୍କଟ: ପାଣି ଛାଡ଼ିବା ପାଇଁ ହରିୟାଣାକୁ ମନ୍ତ୍ରୀଙ୍କ ଅନୁରୋଧ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଭୟଙ୍କର ଜଳସଙ୍କଟ ଦେଖିବାକୁ ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏପରି ସ୍ଥିତିରେ ପଡ଼ୋଶୀ ହରିୟାଣାକୁ ପାଣି ଛାଡ଼ିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର। ମାନବିକତା!-->…
ଭାଇରାଲ ହେଉଛି ମୋଦି-ମେଲୋନିଙ୍କ ସେଲଫି ଓ ଭିଡିଓ
ନୂଆଦିଲ୍ଲୀ : ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି ଉଠାଇଥିବା ସେଲଫି ଓ ଭିଡିଓ ଭାଇରାଲ ହେଉଛି। #Melodi ଦେଇ ଲକ୍ଷଲକ୍ଷ ଲୋକ ଏହାକୁ ଶେୟାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜି-୭ ଶିଖର!-->…