Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କୃଷକଙ୍କ ‘ଦିଲ୍ଲୀ ଚଲୋ’ ଯାତ୍ରା ସ୍ଥଗିତ
'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିଛନ୍ତି କୃଷକ। ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ଆଜି ଦିଲ୍ଲୀ-ନୋଏଡା ସୀମା ଏବଂ ଯମୁନା ଏକ୍ସପ୍ରେସୱେରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
!-->!-->!-->…
ସଂସଦରେ ସମ୍ବିଧାନ ଉପରେ ହେବ ବିତର୍କ
ସଂସଦକୁ ଆସିବ ସମ୍ବିଧାନ ପ୍ରସଙ୍ଗ। ସମ୍ବିଧାନ ଉପରେ ବିତର୍କ ପାଇଁ ଲୋକସଭା ଓ ରାଜ୍ୟସଭାର ସମସ୍ତ ବିରୋଧୀ ଓ ଶାସକ ଦଳର ସାଂସଦମାନେ ଏକମତ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଚାରିଦିନ ଧରି ସଂସଦର!-->…
ଆଦାନୀ ପ୍ରସଙ୍ଗକୁ ନେଇ ‘ଇଣ୍ଡି’ ମେଣ୍ଟରେ ଫାଟ, ବୈଠକକୁ ବଏକଟ୍ କଲା ଟିଏମ୍ସି
ସାଂସର ଶୀତକାଳିନ ଅଧିବେଶ ଚାଲିଛି। ଗୃହରେ ଗତ ଦୁଇ ଦିନ ହେଲା ବିରେଧୀ ଆଦାନୀ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗମା କରୁଛନ୍ତି। ଏହାରି ଭିତରେ ଆଦାନୀ ପ୍ରସଙ୍ଗକୁ ନେଇ 'ଇଣ୍ଡି' ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରୁ ଟିଏମ୍ସି ନିଜକୁ ଦୂରେଇ ରଖିଛି।
ଅଦାନୀ!-->!-->!-->…
ନିର୍ମଳା ସୀତାରମଣ, ବିଜୟ ରୂପାନୀ ମହାରାଷ୍ଟ୍ର ପାଇଁ ବିଜେପିର ପର୍ଯ୍ୟବେକ୍ଷକ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ମହାରାଷ୍ଟ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ରରେ ଦଳର ବିଧାୟକ ଦଳ ନେତା ଚୟନ ପାଇଁ ଏହି ଦୁଇ ନେତାଙ୍କୁ ନିଯୁକ୍ତ କରାଯାଇଛି। ଡିସେମ୍ବର ୪ତାରିଖରେ!-->…
ଇଭିଏମ୍ ହ୍ୟାକ୍ ନେଇ ଭିଡିଓ ଭାଇରାଲ, ସାଇବର ଥାନାରେ ନିର୍ବାଚନ ଆୟୋଗଙ୍କ ଅଭିଯୋଗ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ପୁଣିଥରେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନିର୍ବାଚନ ଆୟୋଗ ବାରମ୍ବାର ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଏହାରି ଭିତରେ ଇଭିଏମ୍ ହ୍ୟାକ୍ କରିବା ପାଇଁ କିଛି ଲୋକ!-->…
ଧୀମା ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହା ସହ ଦେଶର ଅର୍ଥନୀତି କିପରି ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏଥିପାଇଁ ସରକାରଙ୍କୁ କ'ଣ କରିବାକୁ ପଡ଼ିବ ତାହା ମଧ୍ୟ ସେ କହିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା!-->…
ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ସଫଳତା: ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ
ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଳୁଗୁ ଜିଲ୍ଲାର ଇତାରୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ୭ ହାର୍ଡକୋର ମାଓବାଦୀ ନିହତ । ଗ୍ରେହାଉଣ୍ଡ ଜବାନଙ୍କ ସର୍ଚ୍ଚ ଅପରେସନ!-->…
ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍
ଦିଲ୍ଲୀରେ କୌଣସି ପ୍ରକାର ମେଣ୍ଟ କରିବନି ଆମ୍ ଆଦମୀ ପାର୍ଟି (AAP)। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢିବ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।
ଏନେଇ ଆଜି ଏକ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାସନଭା ନିର୍ବାଚନରେ ଆପ୍ କୌଣସି ମିଳିତ ମଞ୍ଚ ଗଠନ!-->!-->!-->…
ଗ୍ରାହକଙ୍କୁ ଝଟ୍କା, ପୁଣି ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଲା
ଖାଉଟିଙ୍କୁ ଝଟ୍କା। ପୁଣି ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର। ବର୍ଷର ଶେଷ ମାସର ପ୍ରଥମ ଦିନରେ ପୁଣିଥରେ ମହଙ୍ଗା ମାଡ଼ ବାଜିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍ ତଥା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି।
ସୂଚନା ମୁତାବକ, ୧୯ କିଲୋଗ୍ରାମ ସିଲିଣ୍ଡର ପିଛା!-->!-->!-->…
ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଫେଙ୍ଗଲ’, ୩ ମୃତ
ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଙ୍ଗଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଲ୍ୟାଣ୍ଡିଂ ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ!-->…