Browsing Category

ଦେଶ

ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଦ୍ରୋହ ! ପଦ ଗ୍ରହଣ କରିବାକୁ ମନା କଲେ ପ୍ରଫୁଲ ପଟେଲ

ନୂଆଦିଲ୍ଲୀ : ସରକାର ଗଠନ ହୋଇନି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। କିନ୍ତୁ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଅସନ୍ତୋଷ ଦେଖିବାକୁ ମିଳିଛି।ଏନଡିଏରେ ଥିବା ଅଜିତ ପାୱାରଙ୍କ ଏନସିପି ନିଜ ପସନ୍ଦର ମନ୍ତ୍ରୀ ପଦ ନ ମିଳିବାରୁ ବିଜେପି

କମୁଛି ଜନସଂଖ୍ୟା, ଜାପାନ ସରକାର ଆରମ୍ଭ କଲେ ଡେଟିଂ ଆପ୍

ଟୋକିଓ : ଜାପାନରେ ଲୋକସଂଖ୍ୟା ଚିନ୍ତାଜନକଭାବେ ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ କରିଛନ୍ତି ।ଟୋକିଓ ମେଟ୍ରୋପଲିଟାନ୍ ସରକାର ଏହି ଆପ୍

ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲା ନାହିଁ ପାକିସ୍ତାନ

ଇସଲାମାବାଦ : ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ସନ୍ଧ୍ୟାରେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ହେଁ ସହଯୋଗୀ ଙ୍କ

ପଢାପଢି କରି ସଂସଦକୁ ଯିବ, ନିଜ ସାଂସଦମାନଙ୍କୁ ଏହି ପରାମର୍ଶ ଦେଲେ ଅଖିଳେଶ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଚମତ୍କାର ପ୍ରଦର୍ଶନ କରି ୩୭ଟି ଆସନ ଜିତିଛି। ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ନବ ନିର୍ବାଚିତ ସାଂସଦଙ୍କ ବୈଠକରେ ଦଳର ମୁଖ୍ୟ ଅଖିଳେଶ ଯାଦବ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ଏସପି

ମୋଦିଙ୍କ ଶପଥ ପାଠ ଉତ୍ସବ ପାଇଁ ହାଇଆଲର୍ଟରେ ଦିଲ୍ଲୀ

ନୂଆଦିଲ୍ଲୀ : ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୋଦି ଆସନ୍ତାକାଲି ସନ୍ଧ୍ୟା ୭.୧୫ରେ କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ଅନେକ ରାଷ୍ଟ୍ରର

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ମମତା

କୋଲକାତା: ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ବିବାଦ କମିବାର ନାଁ ନେଉନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶନିବାର ସ୍ପଷ୍ଟ କରିଛନ୍ତି ଯେ ରବିବାର ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେ ଏବଂ ତାଙ୍କ ଦଳର ନେତାମାନେ ଯୋଗ ଦେବେ ନାହିଁ।

NEET ପରୀକ୍ଷାରେ ନେଇ NTA ମୁଖ୍ୟ ରଖିଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ନିଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି। ହେରଫେର କରି ପରୀକ୍ଷାର୍ଥୀଙ୍କୁ ମାର୍କ ଦିଆଯାଇଛି। ଏଥିପାଇଁ ପୂରା ଦେଶରେ ୬ଟି କେନ୍ଦ୍ରର ୬୭ ଜଣ ପିଲା ୧ନଂ ରାଙ୍କରେ ରହିବା ସହ ସମାନ ମାର୍କ ପାଇଛନ୍ତି। ଏପରି ହେରଫେର ଯୋଗୁ ଯୋଗ୍ୟ ଆଶାୟୀମାନେ ସୁଯୋଗ ପାଇବାରୁ ବଞ୍ଚିତ

ପାକିସ୍ତାନ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ନାମ ନେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଏବଂ ଭାରତର ଲୋକସଭା ନିର୍ବାଚନ ସମୟରେ ​​ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବାର ଉଦାହରଣ ଦେଇଛନ୍ତି।

କଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣା: ନିଲମ୍ବିତ କନଷ୍ଟେବଲଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରି ନିଲମ୍ବିତ ହୋଇଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଏକାଧିକ ଚାଷୀ ସଂଗଠନ। ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିବା ପରେ କୁଲୱିନ୍ଦର କୌରଙ୍କୁ ନିଲମ୍ବିତ

ଲୋକସଭାରେ କଂଗ୍ରେସ ଆସନ ସଂଖ୍ୟା ୧୦୦ ଛୁଇଁଲା!

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଦମଦାର ପ୍ରଦର୍ଶନ କରିଥିଲେ ହେଁ ୧୦୦ ଆସନ ଛୁଇଁ ପାରି ନଥିଲା। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି