Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ୱାୟନାଡରେ ପ୍ରକୃତିର ତାଣ୍ଡବ; ମୃତ୍ୟୁସଂଖ୍ୟା ୩୦୦ ଟପିଲା
କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ବନ୍ୟା ଓ ଭୂସ୍ଖଳନ ଚାଲି ଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ଛାପ। ଯେଉଁଠି ଖୋଜିଲେ, ସେଇଠୁ ମିଳୁଛି ଶବ। ସଦ୍ୟତନ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୩୦୦ ପାର୍ ହୋଇଛି।
ସୂଚନା ଅନୁସାରେ, ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୮ରେ!-->!-->!-->…
ହିମାଚଳ ଓ ଉତ୍ତରାଖଣ୍ଡରେ ଜଳ ପ୍ରଳୟ, ୧୩ ମୃତ
ଡେରାଡୁନ : ଉତ୍ତର ଭାରତରେ ଦାଉ ସାଧିଛି ପ୍ରକୃତି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଡ୍ୟାମ୍ କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଘର ଧୋଇ ହୋଇଯାଇଛି। ଏଥିରେ!-->…
ଆଉ ଏକ ବେସମେଣ୍ଟ ଟ୍ରାଜେଡ଼ି ! ବନ୍ୟା ପାଣି ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ
ଦିଲ୍ଲୀ : ଦିଲ୍ଲୀ ପରେ ରାଜସ୍ଥାନରେ ଏକ କୋଠାର ବେସମେଣ୍ଟରେ ବନ୍ୟା ପାଣି ପଶି ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷର ଝିଅ ଥିବା ଜଣାପଡ଼ିଛି। ରାଜସ୍ଥାନ ଜୟପୁରର ବିଶ୍ୱକର୍ମା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା।ସୂଚନା ଅନୁସାରେ, ପ୍ରବଳ ବର୍ଷା ପରେ ଜୟପୁରର କିଛି ତଳିଆ!-->…
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମୁସଲିମ ପକ୍ଷ ଆବେଦନ ଖାରଜ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ହାସଲ ହୋଇଛି। ଶାହି ଇଦଗାହ ମସଜିଦ ଟ୍ରଷ୍ଟ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଗକୁ ମସଜିଦ ଉଚ୍ଛେଦକୁ ନେଇ ହିନ୍ଦୁ ପକ୍ଷ କରିଥିବା ଆବେଦନ ଉପରେ ବିଚାର!-->…
ବାହାରେ ପେପର ଲିକ୍, ଭିତରେ ୱାଟର ଲିକ୍: ସଂସଦ ଭବନରୁ ପାଣି ବୋହିବା ପରେ କଟାକ୍ଷ କଲେ ସାଂସଦ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ତାମିଲନାଡୁ ବିରୁଦ୍ଧନଗର କଂଗ୍ରେସ ସାଂସଦ ମଣିକମ୍ ଟାଗୋରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି!-->…
UGC ଦେଲା ଅନୁମତି; ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ : ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ। ଯଦି ଏକାଧିକ କାଉନସେଲିଂ ପରେ ଆସନ ବଳକା ରହିଯିବ, ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ। ଏନେଇ ୟୁନିଭରସିଟି ଗ୍ରାଣ୍ଟସ କମିଶନ (UGC) ଅନୁମତି!-->…
ଇସ୍ରାଏଲ ଆକ୍ରମଣରେ ହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ନିହତ
ଗାଜା: ଗତ ବର୍ଷ ଅକ୍ଟୋବର ମାସରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଛି। ତେବେ ଏହି ଯୁଦ୍ଧରେ ହମାସ ଏବେ ଦୁର୍ବଳ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହାମାସର ସମସ୍ତ ଶୀର୍ଷ ନେତା ଓ ଅଧିକାରୀଙ୍କୁ ହତ୍ୟା କରାଯାଉଛି। ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହନିଆଙ୍କ ମୃତ୍ୟୁ ପରେ!-->…
‘ମୋ ବାପାଙ୍କ ମୃତ୍ୟୁରେ ଯେମିତି ଲାଗୁଥିଲା, ଆଜି ଠିକ୍ ସେପରି ଲାଗୁଛି’
ୱାୟନାଡ : ଭୁସ୍ଖଳନର ଗୋଟିଏ ଦିନ ପରେ ୱାୟନାଡ ଗସ୍ତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତି ଦେଖିବାକୁ ମିଳିଛି।ପ୍ରଭାବିତ ଲୋକଙ୍କୁ ଭେଟିବା ପରେ!-->…
ହିମାଚଳ ପ୍ରଦେଶରେ ଆକାଶଫଟା ବର୍ଷା: ୩ ମୃତ, ୫୦ରୁ ଅଧିକ ନିଖୋଜ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ତହସିଲ୍ରୁ ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । ସେପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ!-->…
ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ଅଦାଲତ। ଗତକାଲି କେନ୍ଦ୍ର ଜନସେବା ଆୟୋଗ (UPSC) ତାଙ୍କ ଆଇଏଏସ!-->…