Browsing Category

ଦେଶ

ଆପ୍ ନେତାଙ୍କୁ ଜେଲ୍ ପଠାଇବାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିଛନ୍ତି ‘ଅପରେସନ ଝାଡ଼ୁ’: କେଜ୍ରିୱାଲ

ଅନ୍ତରୀଣ ଜାମିନରେ ଆସିବା ପରେ ବିଜେପି ଉପରେ ବର୍ଷି ଚାଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆପ୍ ନେତାଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା କରିଛନ୍ତି। ଆପ୍ ନେତାଙ୍କୁ ଜେଲ

ଖଡଗେଙ୍କ ତାଗିଦକୁ ଖାତିର କଲେନି ଅଧୀର ରଞ୍ଜନ

‘ମୁଁ ସେଭଳି ବ୍ୟକ୍ତିଙ୍କ ସପକ୍ଷରେ କହିପାରିବି ନାହିଁ, ଯିଏ ମୋ ରାଜନୀତିକ କ୍ୟାରିୟର ଓ ପଶ୍ଚିମବଙ୍ଗରେ ଆମ ଦଳକୁ ନଷ୍ଟ କରି ଦେବାକୁ ଚାହାଁନ୍ତି। ଏହି ଲଢ଼େଇ ହେଉଛି ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କର। ମୁଁ ସେମାନଙ୍କ ତରଫରୁ କହୁଛି।’ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ

ଇଣ୍ଡିଆ ମେଣ୍ଟ ଜନସଭାରେ ଦଳାଚକଟା; ଭାଷଣ ନଦେଇ ଫେରିଆସିଲେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ନିର୍ବାଚନ ରାଲି ଅଧାରେ ଅଟକି ଯାଇଛି। ଏହି ଦୁଇ ନେତା ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି। ଆଜି ଫୁଲପୁର ଅଞ୍ଚଳରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ରାଲି ଥିଲା। ମଞ୍ଚ ଉପରେ କଂଗ୍ରେସ ନେତା

ପାକିସ୍ତାନ ସ୍ଥିତି କଥା କହି ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ଲୋକଙ୍କୁ ଅପଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗୋଟିଏ ଶକ୍ତିଶାଳୀ (ଧକଡ଼) ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା ମୋଦି କହିଛନ୍ତି।

କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ, ବିଜେପି ୨୦୦ ଆସନ ବି ଜିତିପାରିବନି – ମମତା

କୋଲକାତା : କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ଇଣ୍ଡିଆ ମିଳିତ ମେଣ୍ଟ ଜିତିବ। କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ। ସେ ଦାବି କରିଛନ୍ତି ବିଜେପି ଏଥର ୨୦୦ ଆସନ ମଧ୍ୟ ଅତିକ୍ରମ କରିପାରିବ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ୨୦ରେ ମତଦାନ

ନୂଆଦିଲ୍ଲୀ : ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ତାରିଖରେ ହେବ ମତଦାନ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ ।୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ

ରେଭାନ୍ନାଙ୍କ ଭିଡିଓ ଭାଇରାଲ କରିବାକୁ ଶିବକୁମାର ଯାଚିଥିଲେ ଶହେ କୋଟି !

ବେଙ୍ଗାଲୁରୁ : ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଆସିଛି ନୂଆ ମୋଡ଼ । ବିଜେପି ନେତା ଦେବରାଜେ ଗୌଡ଼ା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ସେକ୍ସ ଟେପ୍‌ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ମୃତ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା

ସ୍ଵାତି ମାଲିୱାଲଙ୍କ ଘଟଣାରେ ଆପ୍‌କୁ ନଡ୍ଡାଙ୍କ କଡା ସମାଲୋଚନା

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ଚମ୍ବାଠାରେ ଏକ ନିର୍ବାଚନ ରାଲିରେ ବିଜେପି ଅଧ୍ୟକ୍ଷ କଂଗ୍ରେସ ଏବଂ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛି। ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନଡ୍ଡା କହିଛନ୍ତି ଯେ ଆଜିକାଲି ରାହୁଲ ଗାନ୍ଧୀ ତାଙ୍କ ସହ ସମ୍ବିଧାନର ଏକ କପି

ଘରେ ବସି ଭୋଟ ଦେଲେ ମନମୋହନ ସିଂହ, ଅନସାରୀ, ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ : ଘରେ ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ। ନିର୍ବାଚନ କମିଶନଙ୍କ ପକ୍ଷରୁ