Browsing Category

ଦେଶ

ବୁଲଡୋଜର୍‌ ଆକ୍ସନ ଉପରେ ବ୍ରେକ୍‌

'ବୁଲଡୋଜର ନ୍ୟାୟ ସ୍ୱୀକାରଯୋଗ୍ୟ ନୁହେଁ। କେବଳ ଅଭିଯୋଗ ଆଧାରରେ ଭଙ୍ଗା ଯାଇପାରିବନି ଘର। ଘର ଭାଙ୍ଗିବା ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସରକାରୀ କ୍ଷମତାର ମନମାନି ଚଳିବ ନାହିଁ।' ବୁଲଡୋଜର ଆକ୍ସନକୁ ନେଇ ଏକ ମାମଲାର ଶୁଣାଣି କରି ଏଭଳି କିଛି ରାୟ ଶୁଣାଇ ବର୍ଷିଛନ୍ତି ସୁପ୍ରିମକୋର୍ଟ।…

ଘନ କୁହୁଡ଼ି କବଳରେ ରାଜଧାନୀ, ଭୟଙ୍କର ପ୍ରଦୂଷଣ

ବଦଳୁଛି ପାଗର ମିଜାଜ। ଖସୁଛି ପାରଦ, ବଢ଼ି ଚାଲିଛି ଥଣ୍ଡା। ତା'ସହ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍‌ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ…

ମାଟି ଖୋଳୁ ଖୋଳୁ ଖସିଲା ଅତଡ଼ା; ୪ ମୃତ, ଫସିଛନ୍ତି ବହୁ ମହିଳା ଓ ଶିଶୁ

ଊକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଜି ବେଶ୍‌ ଧୁମଧାମରେ ପାଳିତ ହେଉଛି ଦେବଠାନ ପର୍ବ। ମାତ୍ର ଏହା ପୂର୍ବରୁ କାସଗଞ୍ଜରେ ଘଟିଛି ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏବେ ବି ବହୁ ମହିଳା ଓ ଶିଶୁ…

ଏକୁଜଟ୍ ନରହିଲେ କଂଗ୍ରେସ ଛଡ଼ାଇ ନେବ ସଂରକ୍ଷଣ; ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟକୁ ଘେରିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ବିଜେପି ୪୦୦ ଆସନ ଜିତିଲେ ସମ୍ୱିଧାନ ବଦଳାଇ ଦେବ ଏବଂ ସଂରକ୍ଷଣ ଛଡ଼ାଇ ନେବ ବୋଲି ଇଣ୍ଡି ମେଣ୍ଟ ଲୋକସଭା ନିର୍ବାଚନ ବେଳେ ପ୍ରଚାର କରିଥିଲା । ଯାହାର ପ୍ରଭାବ ମହାରାଷ୍ଟ୍ର, ୟୁପି ପରି ରାଜ୍ୟରେ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ବିଜେପି ଏବଂ ଅନ୍ୟ ସହଯୋଗୀ ଦଳଙ୍କୁ କମ ଆସନ…

ମଣିପୁର ଅଶାନ୍ତ, କୁକି ସଙ୍ଗଠନର ବନ୍ଦ ଡାକରା, କର୍ଫ୍ୟୁ ଲାଗୁ

ଇମ୍ଫାଲ : ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ଗତ ବର୍ଷ ମେ' ୩ ତାରିଖରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ନେଉ ନାହିଁ। ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୮ ଟି ବିଭିନ୍ନ ହିଂସା ଘଟଣା ସାମ୍ନାକୁ ଆସିଛି। ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ।…

‘ମିଛର‘ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି, କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କୁ କହିଲା ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି। ଭାରତୀୟ ସମ୍ବିଧାନକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ମିଛର ପ୍ରଚାର କରୁଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି…

ଏନକାଉଣ୍ଟର ପରେ ୩ ମହିଳା ଓ ୩ ପିଲା ନିଖୋଜ

ଗୌହାଟୀ : ସନ୍ଦିଗ୍ଧ କୁକି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ସୋମବାର ଘଟିଥିବା ଏନକାଉଣ୍ଟ ପରେ ମଣିପୁରର ଜିରିବାମ ଜିଲ୍ଲା ଏକ ପ୍ରକାରର ଅଶାନ୍ତ ହୋଇ ଉଠିଛି। ଏନକାଉଣ୍ଟରେ ୧୧ ଜଣ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖିବାକୁ…

ୱେଷ୍ଟବ୍ୟାଙ୍କ ଦଖଲ ପାଇଁ ଇସ୍ରାଏଲର ଯୋଜନା: ଟ୍ରମ୍ପଙ୍କ ବିଜୟ ପରେ ନେତାନ୍ୟାହୁଙ୍କ ମନ୍ତ୍ରୀଙ୍କ ଘୋଷଣା

ଜେରୁଜେଲମ୍: ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ୱେଷ୍ଟବ୍ୟାଙ୍କ ଦଖଲ କରିବାକୁ ଇସ୍ରାଏଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇସ୍ରାଏଲ୍ ସରକାରରେ ଦକ୍ଷିଣପନ୍ଥୀ ଅର୍ଥମନ୍ତ୍ରୀ ବେଜଲେଲ ସ୍ମୋଟ୍ରିଚ୍ ଏହି ପ୍ରସଙ୍ଗରେ ଯୋଜନା ପ୍ରକାଶ କରିଛନ୍ତି। ସ୍ମୋଟ୍ରିଚ୍ ଆଶା ପ୍ରକଟ…

କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟାଗକୁ ଆପଣ ଚେକ୍‌ କରୁଛନ୍ତି : ଉଦ୍ଧବ

ମୁମ୍ବାଇ : ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ଅତ୍ୟନ୍ତ କ୍ରୋଧିତ ହୋଇ ସୋମବାର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ମହାରାଷ୍ଟ୍ରର ୱାନି ହେଲିପ୍ୟାଡରେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ୍‌ ଓ ହେଲିକପ୍ଟରକୁ ଯାଞ୍ଚ କରିବା ବେଳର ଦୃଶ୍ୟ ଏଥିରେ ରହିଛି। ନିର୍ବାଚନ ପ୍ରଚାର ପାଇଁ…

ଅଯୋଧ୍ୟା ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ପନ୍ନୁର ଧମକ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଛି। ସେ ଗୋଟିଏ ଭିଡିଓ ଜାରି କରି ଅଯୋଧ୍ୟାରେ ହିଂସା ହେବ ଓ ସେ ହିନ୍ଦୁତ୍ୱ ବିଚାରଧାରାର ମୂଳଦୁଆକୁ ଦୋହଲାଇ ଦେବ ବୋଲି କହିଛି।ବ୍ୟାନ ହୋଇଥିବା…