Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହିନ୍ଦୁ-ମୁସଲିମ ହ୍ୱାଟସ୍ଆପ୍ ଗ୍ରୁପ: ଦୁଇ IAS ଅଧିକାରୀ ନିଲମ୍ବିତ
ତ୍ରିଭେନ୍ଦ୍ରମ : କେରଳର ଜଣେ ଆଇଏଏସ୍ ଅଧିକାରୀଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଏକ ସମ୍ପ୍ରଦାୟର ଅଧିକାରୀଙ୍କ ପାଇଁ ସୃଷ୍ଟି ହୋଇଥିବା ହ୍ୱାଟସ୍ ଆପ୍ ଗ୍ରୁପ୍କୁ ନେଇ ବିବାଦ ଏ ଯାଏ ଥମି ନାହିଁ। ବର୍ତ୍ତମାନ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି!-->…
ବିଜେପି ପ୍ରତି ମହାରାଷ୍ଟ୍ର କଂଗ୍ରେସ ମୁଖିଆଙ୍କ ‘କୁକୁର’ ବୟାନକୁ ନେଇ ତେଜିଲା ବିବାଦ
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି। ଅକୋଲାରେ ଆୟୋଜିତ ରାଲିରେ ପାଟୋଲେ କହିଛନ୍ତି, “ମୁଁ ଆପଣଙ୍କୁ ଗୋଟିଏ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ
ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।
ମଣିପୁରର ଜିରିବାମ ଜିଲ୍ଲାରେ!-->!-->!-->…
କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି କର୍ଣ୍ଣାଟକା ମନ୍ତ୍ରୀଙ୍କ ବର୍ଣ୍ଣବୈଷମ୍ୟ ବୟାନକୁ ନେଇ ବିବାଦ
କର୍ଣ୍ଣାଟକାର କ୍ଷମତାସୀନର କଂଗ୍ରେସର ମନ୍ତ୍ରୀ ଜମୀର ଅହମଦ ଖାନ କେନ୍ଦ୍ରମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। କୁମାରସ୍ୱାମୀଙ୍କ ଦଳ ଜେଡିଏସ!-->…
ଦୁଇ ଭାଇଙ୍କ ପାଠ ପଢ଼ା ଓ ଦୁଇ ଭଉଣୀଙ୍କ ବାହାଘର ପାଇଁ ଟଙ୍କା ଚାହୁଁଥିଲା ବାବା ସିଦ୍ଦିକିଙ୍କ ଶୁଟର
ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ଶିବ କୁମାର ଗୌତମକୁ ପୁଲିସ୍ ରବିବାର ଗିରଫ କରିଛି। ଗିରଫ ପରେ ଜଣାପଡ଼ିଛି ଯେ ଶିବ କୁମାର ହେଉଛି ଜଣେ କବାଡିଆ। ସେ ଉତ୍ତର ପ୍ରଦେଶ ଦେଇ ନେପାଳ ଚାଲି ଯିବାକୁ!-->…
ମିଥୁନଙ୍କୁ ପାକିସ୍ତାନୀ ଡନ୍ର ଧମକ, ତୁରନ୍ତ କ୍ଷମା ମାଗ
ଅଭିନେତା ସଲମାନ ଖାନ୍ ଓ ଶାହରୁଖ ଖାନ୍ଙ୍କ ପରେ ଏବେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ଧମକ। ତାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛି ପାକିସ୍ତାନର ଡନ୍। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁବାଇରେ ବସିଥିବା ଜଣେ ପାକିସ୍ତାନୀ!-->…
ଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ସିଦ୍ଦରମୈୟା
'ଯଦି ଦୋଷ ପ୍ରମାଣିତ ହୁଏ ତେବେ ରାଜନୀତିରୁ ସନ୍ନ୍ୟାସ ନେଇ ଯିବି।' ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବକାରୀ ବିଭାଗକୁ ନେଇ କରାଯାଇଥିବା ଅଭିଯୋଗରେ ଏଭଳି କିଛି ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଅକୋଲା!-->!-->!-->…
ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ
ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବାଣ ବିକ୍ରି ଓ ବିସ୍ଫୋରଣ!-->…
ଖବର କାଗଜରେ ମୋଦିଙ୍କ ‘ଏକ ହୈ ତେ ସେଫ୍ ହୈ’ ନାରା, ଟାର୍ଗେଟ କଲେ ବିରୋଧୀ
ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍ ଯୁଦ୍ଧ ଓ ନାରାବାଜୀ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ 'ବଣ୍ଟେଙ୍ଗେ ତୋ କଟେଙ୍ଗେ'ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ!-->…
ମହାରାଷ୍ଟ୍ର ପାଇଁ ବିଜେପିର ପ୍ରତିଶ୍ରୁତି ପତ୍ର: ଫୋକସରେ ଚାଷୀ ଓ ମହିଳା
ମୁମ୍ବାଇ : ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପିର ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳ ତୁଙ୍ଗ!-->…