Browsing Category

ଦେଶ

TMC ସାଂସଦ ସୌଗତ ରୟଙ୍କୁ ହତ୍ୟା ଧମକ

କୋଲକାତା : ବରିଷ୍ଠ ତୃଣମୂଳ କଂଗ୍ରେସ (TMC) ନେତା ତଥା ସାଂସଦ ସୌଗତ ରୟଙ୍କୁ ହତ୍ୟା ଧମକ। ଦଳର ଟାଣୁଆ ନେତା ଜୟନ୍ତ ସିଂହଙ୍କୁ ଗିରଫ କରାଯିବା ପରେ ତାଙ୍କୁ ହତ୍ୟା ଧମକ ମିଳିଥିବା ସେ କହିଛନ୍ତି। ରଏ କହିଛନ୍ତି ଯେ, ଯଦି ଟିଏମସି ବିଧାୟକ ମଦନ ମିତ୍ରଙ୍କ ଘନିଷ୍ଠ କୁହାଯାଉଥିବା ଜୟନ୍ତ

ମହାରାଷ୍ଟ୍ରରେ କଂଗ୍ରେସ ୧୨୦ ରୁ ୧୩୦ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ

ମୁମ୍ବାଇ : ମୁମ୍ବାଇ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ଦେଖାଦେଲାଣି | ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏସପି) ଏବଂ ଶିବସେନା (ୟୁବିଟି) ଓ ଅନ୍ୟାନ୍ୟ ଦଳକୁ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଏସପି ସହ ମେଣ୍ଟ କଲା ଆଇଏନଏଲଡି

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଭାରତୀୟ ଜାତୀୟ ଲୋକ ଦଳ (INLD) ସହିତ ଏକ ମେଣ୍ଟ ଘୋଷଣା କରିଛି। ଏଥି ସହିତ ଆଇଏନଏଲଡି ଏହାର ପୂର୍ବତନ ସହଯୋଗୀ ବହୁଜନ ସମାଜ ପାର୍ଟି (ବିଏସପି) ସହିତ ପୁନର୍ବାର ହାତ

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ବାରରେ ମଦ ପିଇବା ପାଇଁ ବୟସ ଲୁଚାଇଥିଲେ ମିହିର ଶାହ

ମୁମ୍ବାଇ : ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସୁଛି। ମୁଖ୍ୟ ଅଭିଯୁକ୍ତ ଶିବସେନା (ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ନକଲି ପରିଚୟ ପତ୍ର ଦେଖାଇ ବାରରେ ମଦ ପିଇଥିବା ଖୁଲାସା କରିଛି ପୁଲିସ।୨୫ ବର୍ଷରୁ ଊର୍ଦ୍ଧ୍ୱ

ଶମୀନା ଫିର୍ଦୋସଙ୍କ ବିବାଦୀୟ ମନ୍ତବ୍ୟ; କହିଲେ- ମୁସଲମାନଙ୍କ ପାଇଁ ପ୍ରଥମ ସମ୍ବିଧାନ ହେଉଛି କୁରାନ

ନୂଆଦିଲ୍ଲୀ : ମୁସଲମାନ ମହିଳାମାନେ ଛାଡ଼ପତ୍ର ପରେ ପୂର୍ବ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇବାର ଆଇନଗତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜଣେ ମୁସଲମାନ ମହିଳା ନେତ୍ରୀ। ମୁସଲମାନଙ୍କ ପାଇଁ କୁରାନ ହେଉଛି ପ୍ରଥମ ସମ୍ବିଧାନ ଏବଂ ଆମେ

ବଜ୍ରପାତରେ ଗୋଟିଏ ଦିନରେ ୩୮ ମୃତ, ଏକାଧିକ ଆହତ

ଲକ୍ଷ୍ନୌ : ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ କାରଣରୁ ୩୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବଜ୍ରାଘାତରେ ଗୋଟିଏ ଦିନରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି।ରିପୋର୍ଟ ଅନୁସାରେ, ପ୍ରତାପଗଡ଼ରେ

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ‘ରକି’ ଗିରଫ

ପାଟନା: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକିକୁ ଗିରଫ କରାଯାଇଛି । ଗିରଫ କରିବା ପରେ ସିବିଆଇ ଆଜି ତାକୁ ପାଟନା କୋର୍ଟରେ ହାଜର କରିଥିଲା। କୋର୍ଟ ରକିଙ୍କୁ ୧୦ ଦିନିଆ ସିବିଆଇ ରିମାଣ୍ଡକୁ ପଠାଇ ଦେଇଛନ୍ତି।

ପ୍ରତିକୁଳ ପରିବେଶ ରେ ମାଓ ଅପରେଶନ। ପଲିଥିନ ରେ ବର୍ଷା ପାଣି ସଂଗ୍ରହ କରି ପିଇଉଛନ୍ତି ଯବାନ…

ମାଲକାନଗିରି : ସାମନାକୁ ଆସିଲା ମାଓ ଅପରେଶନ ର ସାଂଘାତିକ ଚିତ୍ର। ପ୍ରତିକୁଳ ପରିବେଶ ରେ କେମିତି ଘଂଚ ଜଂଗଲ ରେ ଅପରେଶନ ହୁଏ ଏ ଚିତ୍ର ହିଁବୟାନ କରୁଛି। ଆପଣଙ୍କ ଟେଲିଭିଜିନ ସ୍କ୍ରିନ୍ ରେ ଦୁଇଟି ଚିତ୍ର। ଗୋଟିଏ ଚିତ୍ର ରେ ଯବାନ ମାନେ କେମିତି ନଇ ନାଳ ଦେଇ ଅପରେସନ ସାରି ନିଜ

ସନ୍ଦେଶଖାଲି ମାମଲା; ରାଜ୍ୟର ବିନା ଅନୁମତିରେ ତଦନ୍ତ କରି ପାରିବନି CBI 

ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ଏହି ମାମଲା ଉପରେ ରାଜ୍ୟ ସରକାର CBI ତଦନ୍ତକୁ ବିରୋଧ କରିଥିଲେ, ଯାହାକୁ ବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର CBI

ଏଲଏସିରେ ୧୦୮ କିଲୋଗ୍ରାମ ସୁନା ଜବତ: ଆଇଟିବିପି ଇତିହାସରେ ସବୁଠାରୁ ବଡ଼ ମାମଲା

ଲଦାଖ: ଇଣ୍ଡୋ-ତିବ୍ଦତିତୀୟ ସୀମା ପୋଲିସ (ଆଇଟିବିପି) ମଙ୍ଗଳବାର ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟନିଠାରୁ ୧୦୮ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି। ଏହାର ମୂଲ୍ୟ ୮୪କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୁନା ସହିତ ଦୁଇ ଚୋରା ଚାଲାଣକାରୀଙ୍କଠାରୁ