Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବୋମା ଧମକ ମଧ୍ୟରେ ଏୟାର ଇଣ୍ଡିଆ ବିମାନରୁ ମିଳିଲା ଗୋଳାବାରୁଦ
ନୂଆଦିଲ୍ଲୀ : ଗତ କିଛିଦିନ ହେବ କୌଣସି ନା କୌଣସି ବିମାନରେ ବୋମା ଲଗାଯାଇଥିବା ନେଇ ଧମକ ମିଳୁଛି। ହେଲେ ବୋମା ସମ୍ବନ୍ଧୀୟ ଏହି ସମସ୍ତ ଧମକ ପରେ ନକଲି ବୋଲି ଜଣାପଡିଛି। ମିଥ୍ୟା ବୋମା ଧମକ ମାମଲାରେ ପୁଲିସ ମଧ୍ୟ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କଲାଣି। ହେଲେ ଏହାରି ଭିତରେ ଦୁବାଇରୁ ଦିଲ୍ଲୀ!-->…
ଝାରଖଣ୍ଡରେ ସିଟ ଶେୟାରି ଫର୍ମୁଲା ଚୂଡ଼ାନ୍ତ କଲା ଇଣ୍ଡିଆ ବ୍ଲକ: ୩ ଆସନରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ
ରାଞ୍ଚି : ବିରୋଧୀ ମେଣ୍ଟ ଇଣ୍ଡିଆ ଶନିବାର ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ମୋଟ ୮୧ ବିଧାନସଭା ଆସନ ମଧ୍ୟରୁ ସର୍ବାଧିକ ୪୩ଟି ଆସନରେ ଲଢ଼ିବ।ସହଯୋଗୀ କଂଗ୍ରେସ ୩୦ ଆସନରେ!-->…
ଏଲଏସିରେ ଚୀନ ସୈନ୍ୟଙ୍କ ସହ କଥା ହେଲେ କିରଣ ରିଜିଜୁ
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସାଂସଦ ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ ହୋଇଥିବା ଚୀନ ସୈନ୍ୟଙ୍କୁ ଭେଟିଛନ୍ତି। ତାଓ୍ବଙ୍ଗ ଜିଲାରେ ୧୫ ହଜାର ଫୁଟ ଉଚ୍ଚ ବୁମଲାରେ ଭାରତୀୟ ସେନା ଆଉଟପୋଷ୍ଟ ଗସ୍ତ କରିବା ଅବସରରେ ସେ ଚୀନ!-->…
ତେଜିଲା ବିବାଦ: ଅମିତ ଶାହଙ୍କୁ ଟାର୍ଗେଟ କରିବାରୁ କାନାଡା ଅଧିକାରୀଙ୍କୁ ସମନ କଲା ଭାରତ
ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଥିବା କାନାଡା ବିନା ପ୍ରମାଣରେ ଅଭିଯୋଗ କରୁଥିବାରୁ ନୂଆଦିଲ୍ଲୀ ଏହାକୁ ବିରୋଧ କରି!-->…
ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ୍
ନୂଆଦିଲ୍ଲୀ : ବିଭିନ୍ନ କାରଣରୁ ନୂଆଦିଲ୍ଲୀର ବାୟୁମଣ୍ଡଳ ପ୍ରାୟତଃ ପ୍ରଦୂଷିତ ହେବାରେ ଲାଗିଛି। ତେବେ ଦୀପାବଳି ପରେ ଦିଲ୍ଲୀ ଆକାଶ ଅଧିକ ପ୍ରଦୂଷିତ ହୋଇଥିବା ଜଣାପଡିଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଦୀପାବଳିରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଡା କଟକଣା ଲାଗୁ କରିଥିବା ସତ୍ତ୍ବେ!-->…
‘ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଷଡ଼ଯନ୍ତ୍ର’, ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନିନ୍ଦା କଲା ବିଜେପି
ଶ୍ରୀନଗର : ଗତ କିଛିଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ଟି ଆତଙ୍କବାଦୀ ଆକ୍ରମଣ ହେଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ନ୍ୟାଶନାଲ!-->…
ଟ୍ରାକ ସଫା କରୁଥିବାବେଳେ ମାଡ଼ିଗଲା ଟ୍ରେନ, ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ରେଲୱେ ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ। ଦୁର୍ଘଟଣାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ବିଚଳିତ କଲା ଭଳି ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି। କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪!-->…
ମନ୍ଦିରରେ ଲାଗିବ ଭେଣ୍ଡିଂ ମେସିନ; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ
ଆଉ ପ୍ରସାଦ ପାଇଁ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବନି। ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ। ଏପରି ବ୍ୟବସ୍ଥା ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି।
ମନ୍ଦିରର!-->!-->!-->…
କଳ୍ପନା ସୋରେନଙ୍କ ବିରୋଧରେ ଛିଡ଼ା ହୋଇଥିଲେ, ହଠାତ୍ ଜେଏମ୍ଏମ୍ରେ ମିଶିଗଲେ
ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହେଲାଣି ରାଜନୀତି। ରାଜନୀତିର ପଶାପାଲିରେ ଜେଏଲ୍କେଏମ୍ ପାର୍ଟିକୁ ମିଳିଛି ଶକ୍ତ ଝଟକା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅକିଲ ଅଖତର ଜେଏଲ୍କେଏମ୍ ଛାଡ଼ି ଦେଇଛନ୍ତି। ସେ ଏବେ!-->…
ମୋଦିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ବିବେକ ଦେବରାୟଙ୍କ ଦେହାନ୍ତ
ନୂଆଦିଲ୍ଲୀ : ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ!-->…