Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅନ୍ଲାଇନ୍ରେ ଆସିଥିଲା ପାର୍ସଲ, ବିସ୍ଫୋରଣରେ ୨ ମୃତ
ଅହମ୍ମଦାବାଦ : ଅନ୍ଲାଇନ୍ରେ ଆସିଥିଲା ପାର୍ସଲ। ଖୋଲିବା ପରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ବାପା-ଝିଅଙ୍କ ଜୀବନ। ସେହିପରି ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁଜରାଟର ସାବରକଣ୍ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା।ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର ଛାଓ୍ୱନି ଗାଁ।!-->…
ପଥର ଖଣିରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୪ ଜୀବନ
ବିଶାଖାପାଟଣା : ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ଗୁରୁତର ହୋଇଛନ୍ତି। ଖାଦାନାରେ ନିୟୋଜିତ ଶ୍ରମିକମାନେ ଗୋଟିଏ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ ପଥର ଖଣିର ଭଣ୍ଡାର ଘରକୁ ବୋହି ନେଉଥିବା!-->…
କଟିଲା ବ୍ରିଜଭୂଷଣଙ୍କ ଟିକେଟ୍, ପୁଅକୁ ପ୍ରାର୍ଥୀ କଲା ବିଜେପି
ନୂଆଦିଲ୍ଲୀ : ହେବିଓ୍ୱେଟ୍ ନେତାଙ୍କୁ ଆଉଟ୍ କଲା ବିଜେପି। ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଛନ୍ଦି ହୋଇଥିବା ବିଜେପି ନେତା ବ୍ରିଜଭୂଷଣ ଶରଣଙ୍କ କଟିଲା ଟିକେଟ୍। ଏଥିର ବିଜେପି ତାଙ୍କୁ ନିର୍ବାଚନ ରେସ୍ରୁ ଆଉଟ୍ କରିଛି। ତାଙ୍କ ବଦଳରେ ତାଙ୍କ ପୁଅ କରଣ!-->…
ବାର୍ ଆସୋସିଏସନ୍ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ : ମହିଳା ସଶକ୍ତିକରଣ ଦିଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବାର୍ ଆସୋସିଏସନ୍ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ। ମେ' ୧୬ ରେ ହେବାକୁ ଥିବା ସୁପ୍ରିମକୋର୍ଟର ବାର୍ ଆସୋସିଏସନ୍ ନିର୍ବାଚନର ଠିକ୍ ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ!-->…
ଅମିତ ଶାହଙ୍କ ଫେକ୍ ଭିଡିଓ ମାମଲା: କଂଗ୍ରେସ ଆଇଟି ସେଲ୍ର ୫ ଗିରଫ
ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ ମାମଲାରେ ପୁଲିସ୍ ଆଉ ୫ ଜଣଙ୍କୁ ଗିରଫ କରିଛି। ତେଲଙ୍ଗାନା ସାଇବର କ୍ରାଇମବ୍ରାଞ୍ଚର ଅଧିକାରୀମାନେ ରାଜ୍ୟ କଂଗ୍ରେସ ଆଇଟି ସେଲ୍ରୁ ୫ ଜଣଙ୍କୁ ଗିରଫ କରିଛନ୍ତି।ଫେକ ଭିଡିଓ ଭାଇରାଲ ମାମଲାରେ ଦିଲ୍ଲୀ ପୁଲିସ୍ର!-->…
ମନୀଷ ସିସୋଦିଆଙ୍କୁ ମିଳିଲାନି ଜାମିନ୍
ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାକୁ ମିଶାଇ ଦ୍ୱିତୀୟ ଥର!-->…
ଜମ୍ମୁ କଶ୍ମୀରରେ ଲଗାଣ ବର୍ଷା ପରେ ଭୂସ୍ଖଳନ, ୫ ମୃତ
ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଶହ ଶହ ଲୋକେ ପ୍ରଭାବିତ ହୋଇଛନ୍ତି।
ସୂଚନା ଅନୁସାରେ, ଗତ ତିନି ଦିନ ହେବ ଜମ୍ମୁ!-->!-->!-->…
ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ନିଲମ୍ବିତ
ଜନତା ଦଳ (ସେକ୍ୟୁଲାର) ତଥା ଜେଡିଏସ୍ରୁ ନିଲମ୍ବିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
ଉତ୍ତରାଖଣ୍ଡରେ ‘ପତଞ୍ଜଳି’ର ୧୪ଟି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ
ସୁପ୍ରିମକୋର୍ଟରେ ପତଞ୍ଜଳି ବିଜ୍ଞାପନକୁ ନେଇ ମାମଲା ଚାଲିଥିବା ବେଳେ କମ୍ପାନୀର ଏକାଧିକ ପ୍ରଡକ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ। ରାଜ୍ୟ ସରକାର ୧୪ଟି ପତଞ୍ଜଳି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରିଛନ୍ତି।
ଦିବ୍ୟ ଫାର୍ମାସି ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଅଧିନରେ ଥିବା!-->!-->!-->…
ଆତଙ୍କୀ ପନ୍ନୁ ମାମଲା: ଭାରତୀୟ ଅଧିକାରୀଙ୍କ ନାଁ ପ୍ରକାଶ କଲା ଆମେରିକା ମିଡିଆ
ଖଲିସ୍ତାନୀ ଆତଙ୍କବାଦୀ ଗୁରପନ୍ତ ସିଂହ ପନ୍ନୁକୁ ଆମେରିକା ମାଟିରେ ହତ୍ୟା ପାଇଁ ହୋଇଥିବା ଉଦ୍ୟମ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ଜଣେ ପୂର୍ବତନ ଅଧିକାରୀ ସାମିଲ ଥିଲେ।
ସେ ଜଣେ ହିଟ୍ ମ୍ୟାନଙ୍କୁ ଏଥିପାଇଁ ସୁପାରି ଦେଇଥିଲେ। ଉକ୍ତ ଅଧିକାରୀ ଜଣଙ୍କ ହେଲେ ବିକ୍ରମ ଯାଦବ। ଆଜି!-->!-->!-->…