Browsing Category

ଦେଶ

ଶାହଙ୍କ ଫେକ୍‌ ଭିଡିଓ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମନ

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଫେକ୍ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାର ଏବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି। ଆସନ୍ତା ମେ' ୧ ତାରିଖରେ ତାଙ୍କୁ ପଚରାଉଚରା କରିବା ପାଇଁ ଡକାଯାଇଛି। ତେଲଙ୍ଗାନା

ମୋଦି ବିରୋଧୀ ଆବେଦନକୁ ଖାରଜ କଲେ ହାଇକୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ। ନିର୍ବାଚନର ଆଚରଣ ବିଧି ଉଲ୍ଲଙ୍ଘନ କରି ଭଗବାନ ଓ ଧାର୍ମିକ ସ୍ଥାନ ନାଁରେ ଭୋଟ୍‌ ମାଗୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏଥିପାଇଁ ୬ ବର୍ଷ ପାଇଁ ତାଙ୍କୁ ନିର୍ବାଚନରୁ ବ୍ୟାନ୍‌ କରିବା

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ତଦନ୍ତ ଉପରେ ଲାଗିଲା ରୋକ୍‌

ବେଆଇନ୍‌ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ପଶ୍ଚିମବଙ୍ଗରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରୟ ଦେଇଛନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ ଉପରେ କୋର୍ଟ ରୋକ୍‌

ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ବହିଷ୍କାର କରିବ ଜେଡିଏସ୍‌!

ଅନେକ ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ଫସିଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ। ତାଙ୍କୁ ଜେଡିଏସ୍‌ ଦଳରୁ ବହିଷ୍କାର କରିବ ବୋଲି ଖବର ମିଳିଛି। ଅଶ୍ଳୀଳ ଭିଡିଓକୁ

ଓଡ଼ିଆ ଅସ୍ମିତା ଏବେ ସଙ୍କଟରେ: ପ୍ରଧାନମନ୍ତ୍ରୀ ମୋଦି

ଦେଶ ଓ ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ୨୦୨୪ ମହାସଂଗ୍ରାମ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ଆ ଅସ୍ମିତା ଏବେ ସଙ୍କଟରେ ରହିଛି। ରାଜ୍ୟ ବିଜେପି କ୍ଷମତାସୀନ ବିଜେଡି ବିରୋଧରେ ଲଢ଼ିବାକୁ ଓଡ଼ିଆ

ମଝି ସମୁଦ୍ରରୁ ଧରାପଡିଲା ୬୦୨ କୋଟିର ଡ୍ରଗ୍ସ, ୧୪ ଗିରଫ

ମଝି ସମୁଦ୍ରରୁ ଧରାପଡିଲା ପୁଳା ପୁଳା ଡ୍ରଗ୍ସ। ଗୁଜରାଟ ତଟରେ ପାଖାପଖି ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ଏଟିଏସ୍‌ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏଥିସହ ଏହି ଘଟଣାରେ ଏଟିଏସ୍ ଏବଂ ଏନସିବିର ମିଳିତ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

ନିର୍ବାଚନ ବେଳେ ପଦ ଛାଡ଼ିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲବଲୀ

ନୂଆଦିଲ୍ଲୀ: ୨୦୨୪ ମହାସଂଗ୍ରାମ ମଧ୍ୟରେ ଦିଲ୍ଲୀ କଂଗ୍ରେସକୁ ଝଟକା । ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ପଦ ଛାଡ଼ିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲବଲୀ । ସେ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ପଠାଇ ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ ପ୍ରଭାରୀ ଦୀପକ

ଯୁଦ୍ଧ ବିରାମ ପାଇଁ ଶେଷ ସୁଯୋଗ; ହମାସକୁ ଇସ୍ରାଏଲର ନୂଆ ପ୍ରସ୍ତାବ, ବିସ୍ଫୋରଣରେ ୨୨ ମୃତ

ନୂଆଦିଲ୍ଲୀ: ଗାଜା ପଟ୍ଟୀରେ ଇସ୍ରାଏଲ ଓ ହମାସ ମଧ୍ୟରେ ୨୦୦ ଦିନକୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ହମାସ୍ ଆତଙ୍କୀ ସଂଗଠନ ହାର୍ ମାନୁଛି ନା ଇସ୍ରାଏଲ୍ ଆକ୍ରମଣରୁ ବିରତି ନେଉଛି । ଇସ୍ରାଏଲ ଓ ହମାସ୍ ମଧ୍ୟରେ ଅସ୍ତ୍ରବିରତି ଆଲୋଚନା ଚାଲୁଛି ମାତ୍ର ଏହା ସଫଳ

କଂଗ୍ରେସ ‘ଶେହଜାଦା’ ଆମ ରାଜା-ମହାରାଜାଙ୍କୁ ଅପମାନିତ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନିର୍ବାଚନୀ ପ୍ରଚାରରେ ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାହୁଲ ଗାନ୍ଧିଙ୍କ ପୂର୍ବର ଏକ ଟିପ୍ପଣୀକୁ ଦୋହରାଇ ମୋଦି କହିଛନ୍ତି, "କଂଗ୍ରେସର ଶେହଜାଦା(ରାଜକୁମାର) ହିନ୍ଦୁ ରାଜା-ମହାରାଜାମାନଙ୍କୁ ଅପମାନିତ କରିଛନ୍ତି। କିନ୍ତୁ ଔରଙ୍ଗଜେବଙ୍କ

ଅଶ୍ଳୀଳ ଭିଡିଓ ମାମଲା: ଦେଶ ଛାଡ଼ି ପଳାଇଲେ ଦେବଗୌଡାଙ୍କ ନାତି!

ଦେଶ ଛାଡ଼ି ପଳାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ତଥା ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ୱଳ ରେଭାନ୍ନା। ତାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନିର୍ଦ୍ଦେଶ ଦେବାର ଦିନକ ପରେ ସେ ଦେଶ ଛାଡି