Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଲୋକସଭାରେ ନିଟ୍ ପ୍ରସଙ୍ଗ ଉଠାଇବାରୁ ବନ୍ଦ ହୋଇଗଲା ରାହୁଲ ଗାନ୍ଧିଙ୍କ ମାଇକ୍!
ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ନିଟ୍ ପେପର ଲିକ୍ ପ୍ରସଙ୍ଗ ଉଠାଇଛନ୍ତି। ତେବେ ସେ ନିଟ୍ ଉପରେ କିଛି କହୁଥିବା ବେଳେ ତାଙ୍କ ମାଇକ୍କୁ ବନ୍ଦ କରି ଦିଆଯାଇଥିବା ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।କଂଗ୍ରେସ ପକ୍ଷରୁ ଏକ୍ସରେ ଗୋଟିଏ ଭିଡିଓ ଶେୟାର!-->…
ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍, ୧୩ ମୃତ
ବେଙ୍ଗାଲୁରୁ : ଆଜି ସକାଳେ କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।ସୂଚନା ଅନୁସାରେ,!-->…
ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ବେଲ୍
ରାଞ୍ଚି : ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ନେତା ହେମନ୍ତ ସୋରେନଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି। ଜମି ଦୁର୍ନୀତି ମାମଲାରେ ଜାମିନ ପାଇଛନ୍ତି ସୋରେନ। ଏହି ମାମଲାରେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।ଜାନୁଆରୀ ୩୧ରେ ଅର୍ଥ!-->…
ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା!-->…
ମୁଖ୍ୟମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କହିଲେ ଭୋକ୍କାଲିଗା ସନ୍ଥ
ବେଙ୍ଗାଲୁରୁ : କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦିଅନ୍ତୁ। ସେ ପଦ ଛାଡ଼ି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଅନ୍ତୁ ବୋଲି ଭୋକ୍କାଲିଗା ସଂପ୍ରଦାୟର ଜଣେ ସନ୍ଥ ସର୍ବସମ୍ମୁଖରେ ସିଦ୍ଦରମୈୟାଙ୍କୁ ଆହ୍ୱାନ!-->…
ଉଦ୍ଧବ-ଫଡନାଭିସଙ୍କ ଭେଟାଭେଟିକୁ ନେଇ ଜୋରଦାର ଚର୍ଚ୍ଚା
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ମହଲରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଭେଟାଭେଟି ସମୟର ଫଟୋଗୁଡିକୁ ନେଇ ଆଲୋଚନା ଜୋର ଧରିଛି | ଏହି ଭେଟାଭେଟିକୁ ନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ସେ ଆଜି!-->…
ବିଏସଏନଏଲ ସର୍ଭରରୁ ଲକ୍ଷାଧିକ ଉପଭୋକ୍ତାଙ୍କ ଡାଟା ନେଇଗଲେ ସାଇବର ଅପରାଧୀ
ନୂଆଦିଲ୍ଲୀ: ଆଜିର ସମୟରେ, ଲୋକଙ୍କ ତଥ୍ୟ ଲିକ୍ କରିବା ଅତି ସହଜ ହୋଇଛି | ହ୍ୟାକରମାନେ ଜାଣିଶୁଣି ଲୋକଙ୍କ ତଥ୍ୟକୁ ସହଜରେ ଚୋରି କରିନେଉଛନ୍ତି | ତେବେ ସରକାରଙ୍କ ଅଧୀନରେ ଥିବା ଏକ ଅନୁଷ୍ଠାନରୁ ଅତ୍ୟଧିକ ସମ୍ବେଦନଶୀଳ ଟେଲିକମ୍ ତଥ୍ୟ ଚୋରି କରିବା ଏକ ଛୋଟ କାମ ନୁହେଁ | ସରକାରୀ ଟେଲିକମ୍!-->…
କୋଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଜିଲ୍ଲାରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ, ବିଜେପି କର୍ମୀଙ୍କ ବିରୋଧ
କୋଲକାତା : କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ। ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି।!-->…
ଯାହା ହେଉ ୨୪୦ରେ ଅଟକିଗଲେ, ବିଜେପିକୁ ଟାର୍ଗେଟ କରି ଏଭଳି କାହିଁକି କହିଲେ ସଞ୍ଜୟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତାଙ୍କ ସମ୍ବୋଧନରେ ୧୯୭୫ ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଏହା ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ!-->…
ପୁଣି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା ଏପରି ଜବାବ
ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏଭଳି ଜବାବ ଦେଇଛି ଯେ ଇସଲାମାବାଦକୁ ଘୋର ଅପମାନିତ ହେବାକୁ ପଡ଼ିଛି। ମିଳିତ ଜାତିସଂଘର ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଛି ବୋଲି ଭାରତ କହିଛି। ପାକିସ୍ତାନର ଏହି ଅଭିଯୋଗ!-->…