Browsing Category

ଦେଶ

ଚୀନ୍‌ ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ: ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ଚୀନ୍‌ ଭାରତର ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ୧୯୬୨ ଚୀନ୍‌ ଆକ୍ରମଣ ସମୟରେ

ଇସ୍ତଫା ଦେଲେ Paytm ସିଇଓ

ପେଟିଏମ ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା। ଆଜି ପେଟିଏମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। କମ୍ପାନୀ କହିଛି ଯେ ଜୁନ ୨୬ରୁ ଏହି ଇସ୍ତଫା କାର୍ଯ୍ୟକାରୀ ହେବ। କିନ୍ତୁ ଚାୱାଲାଙ୍କ ସ୍ଥାନ କିଏ

ବୈଶାଖୀ ପାଳନ ପାଇଁ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ଜାରି କଲା ପାକ୍‌

ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ ମଙ୍ଗଳବାର କହିଛି ଯେ ବୈଶାଖୀ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଭାରତରୁ ଆସିଥିବା ଶିଖ୍‌ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ପ୍ରଦାନ କରାଯାଇଛି। ଧାର୍ମିକ ପୀଠ ପରିଦର୍ଶନ ପାଇଁ ଦ୍ୱିପାକ୍ଷିକ ପ୍ରୋଟୋକଲର ବ୍ୟବସ୍ଥା ଅନୁଯାୟୀ ଭାରତରୁ ଶିଖ୍‌ ଏବଂ

ହେମା ମାଳିନୀ ବିବାଦ ପରେ କଂଗ୍ରେସକୁ ଇସି ଛାଟ, ସୂର୍ଯ୍ୟେୱାଲାଙ୍କୁ ନୋଟିସ୍‌

ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ଆଜି ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୂର୍ଯ୍ୟେୱାଲାଙ୍କ ବୟାନକୁ ଇସି ଅତ୍ୟନ୍ତ ଅସଭ୍ୟ, ଅସାମାଜିକ ଓ ଅଭଦ୍ର ଭାବେ ଅବିହିତ କରିଛନ୍ତି।

ବିଚାରପତିମାନେ ଆଇନରେ ବନ୍ଧା, ରାଜନୀତିରେ ନୁହେଁ: ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଶକ୍ତ ଝଟକା ଦେଇ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବୈଧ କହିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ଓ ତାଙ୍କ ରିମାଣ୍ତକୁ

‘ସମସ୍ତ ସମ୍ପତ୍ତିର ତାଲିକା ଦେବା ପାଇଁ ପ୍ରାର୍ଥୀ ବାଧ୍ୟ ନୁହନ୍ତି’

ପାଖେଇ ଆସିଲାଣି ନିର୍ବାଚନୀ ତାରିଖ। ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି। ତେବେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ। ସେ ଏଥିପାଇଁ ବାଧ୍ୟ ନୁହନ୍ତି। ଦାମୀ ତଥା ଲଗ୍‌ଜୁରିୟସ ଜୀବନ ଶୈଳୀ ସହ ଜଡିତ

ରାଜନେତା ଭାଇ ପଓ୍ଵନ କଲ୍ୟାଣଙ୍କ ଦଳକୁ ନିର୍ବାଚନ ଲଢ଼ିବାକୁ ୫ କୋଟି ଟଙ୍କା ଦାନ କଲେ ଅଭିନେତା ଚିରଞ୍ଜୀବୀ

ଅମରାବତୀ: ଲୋକସଭା ନିର୍ବାଚନ ପୂର୍ବରୁ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଭିନେତା ଚିରଞ୍ଜୀବୀଙ୍କ ସାନ ଭାଇ ପୱନ କଲ୍ୟାଣ ଟିଡିପି ଏବଂ ବିଜେପି ସହିତ ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ

ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ!

ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟ୍‌ରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍‌ ଅଭିନେତା ସଞ୍ଜୟ ଦତ୍ତ। ଚଳିତ

ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି ଟିମ୍‌, ଇଡି ଓ ସିବିଆଇ ମୁଖ୍ୟଙ୍କ ବଦଳି ପାଇଁ କଲା ଦାବୀ

ନୂଆଦିଲ୍ଲୀ: ସିବିଆଇ, ଏନଆଇଏ, ଇଡି ଓ ଆୟକର ବିଭାଗର ମୁଖ୍ୟମାନଙ୍କ ପରିବର୍ତ୍ତନ ଦାବିରେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଆଜି ୨୪ ଘଣ୍ଟିଆ ଧାରଣାରେ ବସିଥିଲେ। ଦଳର ଡେରେକ୍‌ ଓ’ବ୍ରାଏନ୍‌, ଡୋଲା ସେନ୍‌, ସାକେତ ଗୋଖଲେ ଓ

ଜମ୍ମୁ ଓ କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ଆସନ ବୁଝାମଣା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଆଲୋଚନା ହୋଇଛି। ଆସନ ବୁଝାମଣା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି ଯେ ଏନସି ପ୍ରାର୍ଥୀମାନେ ତିନୋଟି ଆସନରେ ଲଢ଼ିବେ ଏବଂ ଅବଶିଷ୍ଟ ଆସନରେ