Browsing Category

ଦେଶ

ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବୁ ନାହିଁ, କିନ୍ତୁ ଏନଡିଏ ସହ ରହିବୁ : ଅଜିତ ପାଓ୍ବାର

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀକୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିନାହିଁ । ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିିଥିବାବେଳେ ଏକ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମକୁ କହିଥିଲେ ଯେ ଆପଣଙ୍କ ପାଖରେ

ପରାଜୟ ନେଇ ବିତର୍କ: ନିଜ ଲୋକେ ପିଠିରେ ଛୁରୀ ଭୁସିଲେ, ବିଜେପିର ୧୨ରୁ ଅଧିକ ପ୍ରାର୍ଥୀ ରିପୋର୍ଟରେ ହାରିବାର କାରଣ…

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ତୃତୀୟ ପାଳି ଆରମ୍ଭ କରିଛନ୍ତି। ତେବେ ବହୁ ଆସନରେ ପରାଜୟକୁ ନେଇ ବିଜେପି ପକ୍ଷରୁ କାରଣ ଖୋଜା ଚାଲିଛି। ବିଜେପିର ୧୨ ରୁ ଅଧିକ ପ୍ରାର୍ଥୀ ରିପୋର୍ଟରେ ହାରିବାର କାରଣ ଦର୍ଶାଇଛନ୍ତି। କାରଣ ନେଇ

ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ: ନିର୍ମାଣ ହେବ ଆଉ ୩ କୋଟି ଘର

ନୂଆଦିଲ୍ଲୀ : ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍‌ରେ ହୋଇଛି ବଡ଼ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ଆଉ ୩ କୋଟି ଘର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା। ରବିବାର ଶପଥ

ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ, କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ମୁଖ୍ୟମନ୍ତ୍ରୀ

ଗାଙ୍ଗଟକ : ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରେମ ସିଂହ ତମାଙ୍ଗ। ଆଜି ସିକ୍କିମର ପାଲଜୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ତମାଙ୍ଗ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏହି ଶପଥ ଗ୍ରହଣ ସହ ସିକ୍କିମ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ପଡୋଶୀ ଦେଶର ନେତା ଆସିଥିଲେ କିନ୍ତୁ ସର୍ବାଧିକ ଆଲୋଚନା ହେଉଥିବା ବ୍ୟକ୍ତି ହେଉଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନ ଟେବୁଲରେ

ଛାତ୍ରଛାତ୍ରୀଙ୍କୁ ରାହୁଲ କହିଲେ, ‘ମୁଁ ସଂସଦରେ ଆପଣଙ୍କ ସ୍ୱର ହେବି’!

ନୂଆଦିଲ୍ଲୀ: ନିଟ-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପରୀକ୍ଷାରେ ଅନିୟମିତତା ଯୋଗୁଁ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେ ତୃତୀୟ ଥର

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୦ ଜଣଙ୍କର ମୃତ୍ୟୁ: ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ

ଶ୍ରୀନଗର: ରବିବାର ଦିନ ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡିଛି | ଜମ୍ମୁକାଶ୍ମୀରର ରିୟାସି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି | ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ ବସ୍ ଦୁର୍ଘଟଣାର

ମୋଦୀ କ୍ୟାବିନେଟରେ ସାମିଲ ହେଲେ ସବୁଠୁ କମ୍ ବୟସ୍କ ସାଂସଦ ରାମମୋହନ ନାଇଡୁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଏବେ ଦେଶରେ ନୂଆ ସରକାର ‘ମୋଦୀ ୩.୦’ ର ଶପଥ ଗ୍ରହଣ ହୋଇସାରିଛି । ସନ୍ଧ୍ୟା ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ ସହିତ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ତେବେ ମେଣ୍ଟ ସରକାରରେ ନୂଆ ମୁହଁ

ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଧର୍ମେନ୍ଦ୍ର ପ୍ରଧାନ, ନେଲେ ଶପଥ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ ଆରମ୍ଭ ହୋଇଯାଇଛି। ସେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ