Browsing Category

ଦେଶ

ପୁଣେ ପୋର୍ସେ ଦୁର୍ଘଟଣା; ମଦ ପିଇ ଡ୍ରାଇଭିଂ କରୁଥିଲି କହିଲେ ଅଭିଯୁକ୍ତ ନାବାଳକ

ପୁନେ : ପୁଣେ ପୋର୍ସେ କାର୍ ଦୁର୍ଘଟଣା ଘଟାଇଥିବା ନାବାଳକ ପୁଲିସ ଆଗରେ ସତ ମାନିଛନ୍ତି। ଦୁର୍ଘଟଣା ରାତିରେ ସେ ଅତ୍ୟଧିକ ମଦ ପିଇ ଡ୍ରାଇଭିଂ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ନାବାଳକଙ୍କ ଦୋଷ ଲୁଚାଇବା ପାଇଁ ପରିବାର ବର୍ଗ ଏକାଧିକ ମିଛ କହୁଥିବା ବେଳେ ପୁଲିସକୁ ସତ କହିଛନ୍ତି

ଆତ୍ମସମର୍ପଣ କଲେ କେଜ୍ରିୱାଲ, କହିଲେ ଜେଲରୁ ଥାଇ ଦଳ କଥା ବୁଝିବି

ନୂଆଦିଲ୍ଲୀ : ଅନ୍ତରୀଣ ଜାମିନ କଣ୍ଟ ପୂରିବା ପରେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ନିୟମ

ଏକଜିଟ ପୋଲ: ଜଗନଙ୍କ ଠାରୁ ଆନ୍ଧ୍ର ପ୍ରଦେଶ ଛଡ଼ାଇ ଆଣିବ ଏନଡିଏ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିବ ବିପୁଳ ଜନମତ। ଗାଦିଚ୍ୟୁତ ହେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଜଗନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସକୁ ଲାଗିବ ଜୋରଦାର ଝଟକା। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରେ

କଂଗ୍ରେସ ନେତା ଜୟରାମ ରମେଶଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶଙ୍କ ସମସ୍ୟା ବର୍ତ୍ତମାନ ବଢିପାରେ କାରଣ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି | ଜୁନ୍ ୧ରେ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ ଅମିତ ଶାହା ୧୫୦ ଜଣ କଲେକ୍ଟରଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ଧମକ ମଧ୍ୟ

ପୁଣି ନିର୍ବାଚନରେ ହାରିଲେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ

ଗ୍ୟାଙ୍ଗଟକ୍: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆଙ୍କୁ ପୁଣି ଥରେ ନିର୍ବାଚନୀ ରାଜନୀତିରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ରବିବାର ସରକାରୀ ତଥ୍ୟ ଅନୁଯାୟୀ, ସେ ସିକ୍କିମର ବାରଫଙ୍ଗ ଆସନରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକ୍ଷଲ ଦୋର୍ଜୀ ଭୁଟିଆଙ୍କଠାରୁ

ନିର୍ବାଚନ ଫଳାଫଳ ପରେ ବି ୧୫ ଦିନ ଯାଏଁ ଏହି ଦୁଇ ରାଜ୍ୟରେ ମୁତୟନ ରହିବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ, ନିର୍ବାଚନ ଆୟୋଗ ଭୋଟ୍ ଗଣନା ପରେ ମଧ୍ୟ ପନ୍ଦର ଦିନ ପାଇଁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀୟ ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟକୁ ଆୟୋଗ ଏହି ନିର୍ଦ୍ଦେଶ

ଏକଜିଟ୍ ପୋଲକୁ ଜାଲ୍ ବୋଲି କହିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ରବିବାର ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ସମ୍ପୂର୍ଣ୍ଣ ଜାଲ୍ ବୋଲି କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଷୟରେ ଯାହା ଦେଖାଯାଉଛି, ସେଥିରେ ମୁଁ ବିଶ୍ୱାସ କରେ ନାହିଁ।

ଜୁନ ୪ ନୁହେଁ, ଜୁନ ୨ରେ ସିକ୍କିମ ଓ ଅରୁଣାଚଳ ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବ

ନୂଆଦିଲ୍ଲୀ : ଆଜି ଦେଶରେ ଶେଷ ହୋଇଛି ସାଧାରଣ ନିର୍ବାଚନ। ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ୫୪୩ ଲୋକସଭା ଆସନ ସହ ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହୋଇଛି।ନିର୍ବାଚନ କମିଶନ ଘୋଷଣା କରିଥିଲେ ଯେ ଜୁନ ୪ରେ

ଆସିଲା ଏକଜିଟ ପୋଲ: ପୁଣି ମୋଦି

ନୂଆଦିଲ୍ଲୀ : ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।୭ମ ପର୍ଯ୍ୟାୟ ଭୋଟିଂ ଶେଷ

ଆଲୁମିନିୟମ କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ, ୫୦ ଶ୍ରମିକ ଗୁରୁତର

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ତିରୁପତି ନିକଟ ଏରପାଡୁ ମଣ୍ଡଳର ଚିନ୍ତାଲାପାଲେମ ଠାରେ ଥିବା ସିଏମଆର ଇକୋ ଆଲୁମିନିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇଛି।ଏହି ଘଟଣା ପ୍ରାୟ ଦିନ ୧.୩୦ ମିନିଟ ସମୟରେ ଘଟିଛି। ବିଷାକ୍ତ ଗ୍ୟାସ୍‌ ଯୋଗୁ କମ୍ପାନୀରେ କାର୍ଯ୍ୟରତ ୫୦ରୁ