Browsing Category

ଦେଶ

କଂଗ୍ରେସ ଓ ଆପ୍‌ର ମେଣ୍ଟ ସ୍ଥାୟୀ ନୁହେଁ ବୋଲି କହିଲେ କେଜ୍ରିୱାଲ

ଚଳିତ ଲୋକସଭା ନିର୍ବାଚନରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ଓ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମେଣ୍ଟ କରିଛନ୍ତି। ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ୁଥିଲେ ହେଁ ଦିଲ୍ଲୀରେ ମେଣ୍ଟ କରି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛନ୍ତି। ତେବେ ଏହି ମେଣ୍ଟ ଚୀରସ୍ଥାୟୀ ନୁହେଁ ଓ

ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଲା

ସର୍ବକାଳୀନ ରେକର୍ଡ କରିଛି ଦେଶର ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା। ଆଜି ପ୍ରଥମଥର ପାଇଁ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି। ପୂର୍ବରୁ ଦିଲ୍ଲୀର କୌଣସି ସ୍ଥାନରେ ତାପମାତ୍ରା କେବେ ହେଲେ ୫୨ ଡିଗ୍ରୀ ପାର କରି ନଥିଲା। କିନ୍ତୁ ଆଜି ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨

ପ୍ରଚାର ପରେ ୨୪ ଘଣ୍ଟା ଧ୍ୟାନରେ ବସିବେ ମୋଦି

ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ୭ ପର୍ଯ୍ୟାୟରେ ଦେଶର ୫୪୩ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ଆସନ ମତଦାନ ହେଉଛି। ଏଥିପାଇଁ ସବୁ ଦଳର ଷ୍ଟାର

ଆସାମ ଓ ମିଜୋରାମରେ ବାତ୍ୟା ରେମାଲ ପ୍ରଭାବ; ୨୪ ମୃତ, ୭ ନିଖୋଜ

ବାତ୍ୟା ରେମାଲ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଏହାର ପ୍ରଭାବ ଆସାମ ଓ ମିଜୋରାମ ପଡିଛି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା କାରଣରୁ ଏହି ଦୁଇ ରାଜ୍ୟରେ ଜୀବନହାନୀ ସହ କ୍ଷୟକ୍ଷତି ଘଟିଛି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ମିଜୋରାମ ଏବଂ ଆସାମରେ

ICICI ବ୍ୟାଙ୍କ ଉପରେ ଲାଗିଲା ୧ କୋଟିର ଜୋରିମାନା, YES ବ୍ୟାଙ୍କ ଦେବ ୯୧ ଲକ୍ଷ ଟଙ୍କା

ଦେଶର ଦୁଇ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ନିୟମ ଉଲ୍ଲଙ୍ଘନ କରି ଦୁଇ ବ୍ୟାଙ୍କ କାର୍ଯ୍ୟ କରୁଥିଲେ। ଏଥିପାଇଁ ଆରବିସିଆଇ ପକ୍ଷରୁ ICICI ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ସେହିପରି ୟେସ୍‌

ଆପ୍‌ ନେତ୍ରୀ ଆତିଶୀଙ୍କୁ କୋର୍ଟ ସମନ

ବଢ଼ିଲା ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀଙ୍କ ଅଡ଼ୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ମାନହାନୀ କେସ୍‌ରେ କୋର୍ଟ ଏପରି ସମନ କରିଛନ୍ତି। କୋର୍ଟ ଆଜି ଆତିଶୀଙ୍କୁ

ଏଥର ଓଡ଼ିଶାରେ ବିଜେପି ସରକାର : ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ

ରାହୁଲ ଗାନ୍ଧି ଓ କେଜ୍ରିୱାଲଙ୍କୁ ପାକ୍‌ ନେତାଙ୍କ ସମର୍ଥନ: ମୋଦି

ପାକିସ୍ତାନର ଜଣେ ନେତା ଭାରତର ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଗ୍ନିବର୍ଷୀ ଭାଷଣଙ୍କୁ ସମର୍ଥନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଠିକ ନିର୍ବାଚନ ବେଳେ ପାକିସ୍ତାନର ଜଣେ ନିର୍ଦ୍ଦିଷ୍ଟ ନେତା ଭିଡିଓ ଜାରି କରି

ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ, ୩୦ ପରେ ତାତିରୁ ମିଳିବ ନିସ୍ତାର

ଭୁବନେଶ୍ୱର : ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ପୁଣିଥରେ ଦୋହରାଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ମାସରେ ବିଭାଗ ଯେଉଁ ଆକଳନ କରିଥିଲା ଆଜି ମଧ୍ୟ ଏଥିରେ କାଏମ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ। କିନ୍ତୁ

କ୍ଷମା ମାଗିଲେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା

ଯୌନ ଶୋଷଣ ଭଳି ସାଂଘାତିକ ମାମଲାରେ ଫସିଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଶେଷରେ କ୍ଷମା ମାଗିଛନ୍ତି। ତାଙ୍କ ଯୌନ କେଳେଙ୍କାରୀର ଭିଡିଓ ଭାଇରାଲ ହେବା ପରେ ସେ ଗତ ମାସରୁ ଜର୍ମାନୀ ଫେରାର ହୋଇ ଯାଇଥିଲେ। ନିର୍ବାଚନ ସମୟରେ ଏହାକୁ ନେଇ ରାଜନୀତିକ ତମ୍ବିତୋଫାନ