Browsing Category

ଦେଶ

ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧି

ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କ ସଭାମଞ୍ଚର କିଛି ଅଂଶ ଦବି ଯାଇଛି। ସେ ଲୋକଙ୍କୁ ହାତ ହଲାଉ ଥିବା ବେଳେ ହଠାତ୍‌ ମଞ୍ଚଟି ଦବି ଯାଇଥିଲା। ତେବେ ରାହୁଲ ଗାନ୍ଧି ଏଥିରେ କୌଣସି ପ୍ରକାରର ଆହତ ହୋଇ

ପାପୁଆ ନ୍ୟୁ ଗିନି ଭୂସ୍ଖଳନ : ମୃତ୍ୟୁସଂଖ୍ୟା ୨୦୦୦ ଟପିଲା

ସିଡନି: ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନରେ ହୋଇଥିବା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଛି । ପ୍ରତିକୂଳ ପାଗ ଓ ବିପଜ୍ଜନକ ଅଞ୍ଚଳ ଯୋଗୁଁ ସହାୟତା ବାଧାପ୍ରାପ୍ତ ହେଉଛି ବୋଲି

ବୈଭବ କୁମାରଙ୍କ ଜାମିନ ଶୁଣାଣି ବେଳେ କାନ୍ଦିଲେ ସ୍ୱାତୀ ମାଲିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଶଚିବ ବୈଭବ କୁମାରଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି କୋର୍ଟରେ କାନ୍ଦିଛନ୍ତି ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ। ବୈଭବ କୁମାରଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ମାଲିୱାଲ କାନ୍ଦିବା ସହ ପୂରୁଣା କଥାକୁ

ଆସନ୍ତା ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଳୀ: ଏଥର ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍‌ଡି) । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମ‌ାନ ହୋଇଛି ।

ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

AAP ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି। ପାର୍ଟି(ଆପ୍) ନେତା ତଥା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ଧମକ ଆସୁଥିବା ଅଭିଯୋଗ କରିଛନ୍ତି ମାଲିୱାଲ। ଏଥିସହ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ

ରାମ ମନ୍ଦିରକୁ ମୋବାଇଲ୍‌ ମନା, ଲାଗୁ ହେଲା କଡ଼ା ନିୟମ

ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଏବେ ମୋବାଇଲ୍‌ ମନା। ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍‌ ବ୍ୟବହାର କରିବାକୁ ଉପରେ ବାରଣ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ

AI ଜରିଆରେ ଭଏସ ବଦଳାଇ ୭ ଛାତ୍ରୀଙ୍କୁ ଦୁଷ୍କର୍ମ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ବା AIର ଆଉ ଏକ ନକରାତ୍ମକ ଦିଗ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି AI ମାଧ୍ୟମରେ ଜଣେ ଅଧ୍ୟାପିକାଙ୍କ କଣ୍ଠସ୍ୱରର ନକଲ କରି ସାତ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ

ସୁରାଣା ଜୁଏଲର୍ସ ଉପରେ ଚଢ଼ାଉ, ବାହାରିଲା ଟଙ୍କାର ପାହାଡ଼

ସୁନା ଦୋକାନ ମାଲିକଙ୍କ ଘରେ ପଶିଲା ଆୟକର ବିଭାଗ। ବାହାରିଲା ପୁଳା ପୁଳା ଟଙ୍କା। ମହାରାଷ୍ଟ୍ରର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି। ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଜବତ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ, ଏହାକୁ ନେଇ

ବାତ୍ୟା ରେମାଲ ପାଇଁ କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ

ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’ । ଯାହାର ପ୍ରଭାବ ସିଧା ପଶ୍ଚିମବଙ୍ଗ ଉପରେ ପଡ଼ିବ । ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଲକାତା ବିମାନ ବନ୍ଦର ପକ୍ଷରୁ ଆଜି ମଧ୍ୟରାତ୍ରରୁ ୯ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିବାକୁ

ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ

ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ପଶ୍ଚିମବଙ୍ଗର ସାଗର ଦ୍ବୀପରୁ ୨୭୦ କିମି ଦୂରରେ ରହିଛି । ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ