Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏମ୍ଡିଏଚ୍ ଓ ଏଭେରେଷ୍ଟ ମସଲାକୁ ମିଳିଲା କ୍ଲିନ୍ଚିଟ୍
ଭାରତୀୟ ମସଲା ଏମ୍ଡିଏଚ୍ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍ଚିଟ୍। ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍ ଅକ୍ସାଇଡ୍ ନଥିବା ସ୍ପଷ୍ଟ କଲା ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ତଥା FSSAI।
ଏମ୍ଡିଏଚ୍ ଓ ଏଭରେଷ୍ଟର!-->!-->!-->…
୩୦,୦୦୦ସଂକ୍ରମିତ, ୩,୦୦୦ମୃତ; ଆଶ୍ଚର୍ଯ୍ୟ କଲା ସଂକ୍ରମିତ ରକ୍ତ ଦୁର୍ନୀତିର ତଦନ୍ତ ରିପୋର୍ଟ
ନୂଆଦିଲ୍ଲୀ: ୩ହଜାର ଲୋକଙ୍କ ଜୀବନ ନେଇଥିବା ସଂକ୍ରମିତ ରକ୍ତ ଦୁର୍ନୀତିର ହେଲା ପର୍ଦ୍ଦାଫାଶ। ୭୦ ଓ ୮୦ ଦଶକରେ ସଂକ୍ରମିତ ରକ୍ତ ନେଇ ବ୍ରିଟେନରେ ଅନେକ ଲୋକ ଏଚଆଇଭି ଓ ହେପାଟାଇଟିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ୩୦,୦୦୦ଲୋକ ସଂକ୍ରମିତ ହୋଇଥିବା ବେଳେ ୩,୦୦୦ରୁ ଅଧିକ ଲୋକ ପ୍ରାଣ!-->…
ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ରାଜନୈତିକ ଉତ୍ତେଜନ: କଂଗ୍ରେସ-ବିଜେପି ବାକ୍ ଯୁଦ୍ଧ
ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ଏବଂ ଇତିହାସକୁ ନେଇ ଏକ ନୂଆ ରାଜନୈତିକ ଉତ୍ତେଜନା ଆରମ୍ଭ ହୋଇଛି।ଏ ସମ୍ପର୍କରେ!-->…
ମନୀଷ ସିସୋଦିଆଙ୍କ ହାଜତ ଅବଧି ୩୧ ଯାଏ ବଢ଼ିଲା
ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନାହିଁ। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ହାଜତ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ଏବେ ସେ ମେ’ ୩୧ ଯାଏ ଜେଲ ହାଜତରେ ରହିବେ। ଅବକାରୀ ନୀତି!-->…
ନିର୍ବାଚନ କମିଶନଙ୍କ ତାଗିଦ୍; ୨୪ ଘଣ୍ଟା ପ୍ରଚାର କରିପାରିବେନି ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ
କୋଲକାତା : ପଶ୍ଚିମବଙ୍ଗର ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ଗଙ୍ଗୋପାଧ୍ୟାୟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏହି!-->…
ବିମାନ ଧକ୍କାରେ ୪୦ ରାଜହଂସଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲି ଯାଇଛି ୪୦ଟି ରାଜହଂସଙ୍କ ଜୀବନ। ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି। ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି। ୪୦ ରାଜହଂସ ବିମାନରେ ପିଟି ହୋଇ ପ୍ରାଣ ହରାଇଥିଲେ ହେଁ!-->…
ଏବେ କେହି କହୁ ନାହାନ୍ତି ଯେ ମୋଦିଜୀ ହାରିବେ, ସମସ୍ତେ କହୁଛନ୍ତି ବିଜେପି ସମ୍ଭବତଃ ୩୭୦ ଆସନ ଜିତି ନପାରେ !
ନୂଆଦିଲ୍ଲୀ : ନିର୍ବାଚନୀ ଚର୍ଚ୍ଚାକୁ ବିଜେପି ବଦଳାଇ ଦେଇଛି। ଦଳ କେବଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କଥା ନ କହି, ୩୭୦ ସିଟ୍ ଜିତିବ ବୋଲି ନାରା ଦେବା ଗୋଟିଏ ଚମତ୍କାର ରଣନୀତି। ହେଲେ ଯଦି ବିଜେପି ଏପରି ସଫଳତା ନ ପାଇବ, ତା’ହେଲେ ଏହା ଶେୟାର ମାର୍କେଟକୁ ହତୋତ୍ସାହିତ କରିବ!-->…
ଅହମ୍ମଦାବାଦ ବିମାନବନ୍ଦରରୁ ୪ ଆଇଏସଆଇଏସ ଆତଙ୍କୀ ଗିରଫ
ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି। ଗୁଜରାଟ ଆଣ୍ଟି ଟେରର ସ୍କ୍ବାଡ୍(ଏଟିଏସ୍) ସେମାନଙ୍କୁ ଗିରଫ କରିଛି। ତେବେ କେଉଁ ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି ସେନେଇ ସୂଚନା!-->…
ପୁରୁଣା ପୋଷ୍ଟ ପାଇଁ କଙ୍ଗନାଙ୍କୁ ଜୋରଦାର ବିରୋଧ, ପଥର ମାଡ଼
ନୂଆଦିଲ୍ଲୀ : ଅଭିନେତ୍ରୀରୁ ରାଜନେତ୍ରୀ ବନି ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା କଙ୍ଗନା ରାଣାୱତଙ୍କୁ ଜୋରଦାର ବିରୋଧ। ହିମାଚଳର ମଣ୍ଡିରୁ ପ୍ରାର୍ଥୀ ହୋଇଥିବା କଙ୍ଗନାଙ୍କୁ ସ୍ଥାନୀୟ ଲୋକ ଓ କଂଗ୍ରେସ କର୍ମୀମାନେ ଲାହାଉଲ ଏବଂ କାଜା ଠାରେ କଳା ପତାକା ପ୍ରଦର୍ଶିତ କରିଛନ୍ତି। ତାଙ୍କ!-->…
ଇଡିର ନୂଆ ଦାବି: ନିୟମ ଉଲ୍ଲଙ୍ଘନ କରି ବିଦେଶରୁ କୋଟି କୋଟି ଟଙ୍କା ପାଇଛି ଆପ୍
ନୂଆଦିଲ୍ଲୀ:ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ୨୦୧୪ରୁ ୨୦୨୨ ମଧ୍ୟରେ ବିଦେଶରୁ ୭.୦୮ କୋଟି ଟଙ୍କାର ପାଣ୍ଠି ପାଇଛି। ବିଦେଶୀ ଅନୁଦାନ ଗ୍ରହଣ କରିବା ବେଳେ ଆପ୍ Foreign Contribution Regulation Act (FCRA), ଜନ ପ୍ରତିନିଧି ଆଇନ ଓ ଆଇପିସିର ବିଭିନ୍ନ ନିୟମକୁ!-->…