Browsing Category

ଦେଶ

ମେଟ୍ରୋ କୋଚରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଧମକ। ମେଟ୍ରୋ ଟ୍ରେନର ଏକାଧିକ କୋଚରେ କେଜ୍ରିୱାଲଙ୍କୁ ଧମକ ଦେଇ ଲେଖାଯାଇଛି ମେସେଜ। ସୋଶାଲ ମିଡିଆରେ ମଧ୍ୟ ଉକ୍ତ ଧମକପୂର୍ଣ୍ଣ ବାର୍ତ୍ତାର ଫଟୋ ଭାଇରାଲ ହେବାରେ ଲାଗିଛି।ପୁଲିସ୍‌ର କହିବା କଥା ଯେ ଏକାଧିକ ମେଟ୍ରୋ

ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା, ୭୫,୦୦୦ ଟପିପାରେ ସୁନା

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଗତ ମାସରେ ଦେଖାଦେଇଥିବା ଉତ୍ତେଜନା ଯୋଗୁଁ ସୁନା ଦର ବଢିଚାଲିଥିଲା । କିନ୍ତୁ ଏହି ଉତ୍ତେଜନା ହ୍ରାସ ପାଇବା ପରେ ସୁନା ଦରବୃଦ୍ଧିରେ ଲଗାମ ଲାଗିଥିଲା । କିନ୍ତୁ ଏବେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ପୁଣି ଥରେ ଅସ୍ଥିରତା ବଢିବାର ଆଶଙ୍କା ରହିଛି ।

ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା, ଭାରତରେ ମଇ ୨୧ରେ ଦିନିକିଆ ଶୋକ ପାଳନ କରାଯିବ

ତେହେରାନ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି। ଏହାର କାରଣ କେବଳ ଶୋକର ସଙ୍କେତ

୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍, ୧୮ ମୃତ

ରାୟପୁର : ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ମୃତାହତମାନେ କୁଇର ବାସିନ୍ଦା। ସେମାନେ ସମସ୍ତେ ବୈଗା ଆଦିବାସୀ ସଂପ୍ରଦାୟର।

ଆତଙ୍କବାଦୀଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ, ଦୁଇ ପର୍ଯ୍ୟଟକ ଆହତ

ଜମ୍ମୁ ଓ କଶ୍ମୀରର ଶୋପିଆନ ଓ ଅନନ୍ତନାଗ ଜିଲ୍ଲାରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ମୃତ ସରପଞ୍ଚଙ୍କ ନାଁ ଏଜାଜ ଶେଖ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ

ରାଏବରେଲୀକୁ ଗାନ୍ଧି ପରିବାର ନିଜ ସମ୍ପତ୍ତି ଭଳି ଭାବିନେଇଚନ୍ତି: ପ୍ରଧାନମନ୍ତ୍ରୀ ମୋଦି

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏଥର ରାଏବରେଲୀ ଆସନରୁ ନ ଲଢି ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ରାଲିରେ ଏହି ପ୍ରସଙ୍ଗ ଉଠାଇ ରାଏବରେଲୀ ଆସନକୁ ସୋମାନେ ନିଜ ପରିବାରର ସମ୍ପତ୍ତି ବୋଲି

ଆପ୍ ନେତାଙ୍କୁ ଜେଲ୍ ପଠାଇବାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିଛନ୍ତି ‘ଅପରେସନ ଝାଡ଼ୁ’: କେଜ୍ରିୱାଲ

ଅନ୍ତରୀଣ ଜାମିନରେ ଆସିବା ପରେ ବିଜେପି ଉପରେ ବର୍ଷି ଚାଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆପ୍ ନେତାଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା କରିଛନ୍ତି। ଆପ୍ ନେତାଙ୍କୁ ଜେଲ

ଖଡଗେଙ୍କ ତାଗିଦକୁ ଖାତିର କଲେନି ଅଧୀର ରଞ୍ଜନ

‘ମୁଁ ସେଭଳି ବ୍ୟକ୍ତିଙ୍କ ସପକ୍ଷରେ କହିପାରିବି ନାହିଁ, ଯିଏ ମୋ ରାଜନୀତିକ କ୍ୟାରିୟର ଓ ପଶ୍ଚିମବଙ୍ଗରେ ଆମ ଦଳକୁ ନଷ୍ଟ କରି ଦେବାକୁ ଚାହାଁନ୍ତି। ଏହି ଲଢ଼େଇ ହେଉଛି ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କର। ମୁଁ ସେମାନଙ୍କ ତରଫରୁ କହୁଛି।’ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ

ଇଣ୍ଡିଆ ମେଣ୍ଟ ଜନସଭାରେ ଦଳାଚକଟା; ଭାଷଣ ନଦେଇ ଫେରିଆସିଲେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ନିର୍ବାଚନ ରାଲି ଅଧାରେ ଅଟକି ଯାଇଛି। ଏହି ଦୁଇ ନେତା ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି। ଆଜି ଫୁଲପୁର ଅଞ୍ଚଳରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ରାଲି ଥିଲା। ମଞ୍ଚ ଉପରେ କଂଗ୍ରେସ ନେତା

ପାକିସ୍ତାନ ସ୍ଥିତି କଥା କହି ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ଲୋକଙ୍କୁ ଅପଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗୋଟିଏ ଶକ୍ତିଶାଳୀ (ଧକଡ଼) ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା ମୋଦି କହିଛନ୍ତି।