Browsing Category

ଦେଶ

କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ, ବିଜେପି ୨୦୦ ଆସନ ବି ଜିତିପାରିବନି – ମମତା

କୋଲକାତା : କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ଇଣ୍ଡିଆ ମିଳିତ ମେଣ୍ଟ ଜିତିବ। କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ। ସେ ଦାବି କରିଛନ୍ତି ବିଜେପି ଏଥର ୨୦୦ ଆସନ ମଧ୍ୟ ଅତିକ୍ରମ କରିପାରିବ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ୨୦ରେ ମତଦାନ

ନୂଆଦିଲ୍ଲୀ : ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ତାରିଖରେ ହେବ ମତଦାନ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ ।୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ

ରେଭାନ୍ନାଙ୍କ ଭିଡିଓ ଭାଇରାଲ କରିବାକୁ ଶିବକୁମାର ଯାଚିଥିଲେ ଶହେ କୋଟି !

ବେଙ୍ଗାଲୁରୁ : ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଆସିଛି ନୂଆ ମୋଡ଼ । ବିଜେପି ନେତା ଦେବରାଜେ ଗୌଡ଼ା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ସେକ୍ସ ଟେପ୍‌ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ମୃତ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା

ସ୍ଵାତି ମାଲିୱାଲଙ୍କ ଘଟଣାରେ ଆପ୍‌କୁ ନଡ୍ଡାଙ୍କ କଡା ସମାଲୋଚନା

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ଚମ୍ବାଠାରେ ଏକ ନିର୍ବାଚନ ରାଲିରେ ବିଜେପି ଅଧ୍ୟକ୍ଷ କଂଗ୍ରେସ ଏବଂ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛି। ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନଡ୍ଡା କହିଛନ୍ତି ଯେ ଆଜିକାଲି ରାହୁଲ ଗାନ୍ଧୀ ତାଙ୍କ ସହ ସମ୍ବିଧାନର ଏକ କପି

ଘରେ ବସି ଭୋଟ ଦେଲେ ମନମୋହନ ସିଂହ, ଅନସାରୀ, ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ : ଘରେ ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ। ନିର୍ବାଚନ କମିଶନଙ୍କ ପକ୍ଷରୁ

ସ୍ୱାତୀ ମାଲିୱାଲ ମାମଲା: କାଲି ବରିଷ୍ଠ ନେତାଙ୍କ ସହ ବିଜେପି ଅଫିସ ଯିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଆଜି ପୁଲିସ୍‌ ବୈଭବ କୁମାରଙ୍କୁ ଗିରଫ କରିଛି। ବୈଭବ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏ।

ମୁଁ ଆପଣଙ୍କୁ ମୋ ପୁଅକୁ ଦେଇଦେଉଛି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲିରେ ଆୟୋଜିତ ଏକ ରାଲିରେ କହିଛନ୍ତି ଯେ ଆମର ମୂଳ ଏହି ମାଟି ସହିତ ଯୋଡି ହୋଇ ରହିଛି । ରାହୁଲ ଗାନ୍ଧୀଙ୍କ ପାଇଁ ଭୋଟ୍ ମାଗିବାବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ବିଚାରଧାରା ଲୋକଙ୍କ ଆଗରେ ରଖିଥିଲେ। ସୋନିଆ ଗାନ୍ଧୀ କହିଛନ୍ତି ଯେ ସେ

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ଜାମିନ ପାଇଁ ଟ୍ରାଏଲ କୋର୍ଟ ଯାଇପାରିବେ କେଜ୍ରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ହୋଇଥିବା ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ ଦମଦାର ଯୁକ୍ତି ଉପସ୍ଥାପନ କରିଛନ୍ତି। ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ବିଜେପି ପ୍ରାର୍ଥୀ

କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପିର ତାମଲୁକ ପ୍ରାର୍ଥୀ ଅଭିଜିତ ଗାଙ୍ଗୁଲି ବିବାଦରେ ଫସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ସନ୍ଦେଶଖାଲି ପ୍ରସଙ୍ଗରେ ସେ ମମତା ଓ