Browsing Category

ଦେଶ

ଜିତିଲେ ରାଏବରେଲି ଆସନ ଛାଡିବେ ରାହୁଲ

ନୂଆଦିଲ୍ଲୀ: ଗୁଜୁରାଟର ଲୋକପ୍ରିୟ ବିଜେପି ବିଧାୟକ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ରାଏବରେଲି ଆସନରୁ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ହାର୍ଦ୍ଦିକ ପଟେଲ ଦାବି କରିଛନ୍ତି ଯେ ଯଦି ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ଉଭୟ ୱାୟନାଡ଼

ପ୍ରଥମ ଥର ପାଇଁ CAAରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ନୂଆଦିଲ୍ଲୀ : ଦେଶରେ ନାଗରିକତା ସଂଶୋଧନ ଆଇନ (CAA) ଲାଗୁ ହେବାର ପ୍ରାୟ ୨ ମାସ ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯାଇଛି। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ସିଏଏରେ ଥିବା

ବରୁଣଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଲେ ମେନକା ଗାନ୍ଧୀ

ସୁଲତାନପୁର: ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମେନକା ଗାନ୍ଧୀ ପୁଅ ବରୁଣ ଗାନ୍ଧୀଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏଥର ବରୁଣ ଗାନ୍ଧୀଙ୍କ ଟିକେଟ୍ କଟାଯାଇଛି। ଯୋଗୀ ସରକାରରେ ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ

ଗିରଫ ହେଲେ ଆଉ ଜଣେ ମନ୍ତ୍ରୀ

ରାଞ୍ଚି : କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଥିବା ଆଲମଗିର ଆଲମଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ବୁଧବାର ଗିରଫ କରାଯାଇଛି।ଗତକାଲି ଇଡିର ରାଞ୍ଚି ସ୍ଥିତ କାର୍ଯ୍ୟାଳୟରେ ୭୦ ବର୍ଷୀୟ ଆଲମଗିର ଆଲମଙ୍କୁ ୯ରୁ ଅଧିକ ଘଣ୍ଟା ଧରି

ବ୍ରାହ୍ମଣ ହେବା ଅଭିଶାପ କି? ଖଡ଼ଗେଙ୍କୁ ପ୍ରଶ୍ନ ପଚାରିଲେ ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଏବେ ଦେଶରେ ମାହୋଲ ସରଗରମ ରହିଛି | ଆଉ ଏବେ ନେତାମାନେ ତାଙ୍କର ପ୍ରତିପକ୍ଷ ନେତାମାନଙ୍କ ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ଏହି ସମୟରେ କଂଗ୍ରେସର ପୂର୍ବତନ ନେତା ତଥା କଳକି ପୀଠାଧିଶ୍ୱର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ତାଙ୍କର ଏକ

ସଚିନଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଆତ୍ମହତ୍ୟା, ବେକରେ ବନ୍ଧୁକ ରଖି ଫୁଟାଇ ଦେଲେ ଗୁଳି

ମୁମ୍ବାଇ : ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଏସ୍‌ଆରପିଏଫ୍ (State Reserve Police Force) ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରକାଶ କାପଡେ (୩୯)। ସେ ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାର ଜାମନେର ସହରର ବାସିନ୍ଦା ଥିଲେ। ଜାମନେରରେ

ଏଥର ୩ଦିନ ପୂର୍ବରୁ ମୌସୁମୀ : ଏହି ତାରିଖରେ ଭାରତ ଛୁଇଁବ

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦ୍ବାରା ପ୍ରବଳ ଗରମରୁ ମୁକ୍ତି ମିଳିବାର ଆଶା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏହାର ସାଧାରଣ ଆଗମନ ତାରିଖ ପୂର୍ବରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ : ଯୋଗଗୁରୁ ବାବ ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମିଳିଳା ଆଶ୍ୱସ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ରୂପେ ହାଜର ହେବା ଉପରେ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ତେବେ ଗୋଟିଏ ପଟେ ବାବା ରାମଦେବକୁ

୫ ଆତଙ୍କବାଦୀ ଲୋକଙ୍କୁ ଖାଦ୍ୟ ମାଗୁଛନ୍ତି : ଜମ୍ମୁ-କଶ୍ମୀରର ଗ୍ରାମବାସୀଙ୍କ ସୂଚନା, ହାଇ ଆଲର୍ଟରେ ସୁରକ୍ଷା ବାହିନୀ

ଶ୍ରୀନଗର: ଜମ୍ମୁ ଉପକଣ୍ଠରେ ଥିବା ଖୌର ପାଲାନୱାଲା ଅଞ୍ଚଳର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ନିକଟ ଖୁଇ ଗ୍ରାମରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଧରାପଡିଛନ୍ତି। ଜଣାପଡ଼ିଛି କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ବ୍ୟାପକ ସର୍ଚ୍ଚ ଅପରେସନ ପରେ ଏହି ଗିରଫ କରାଯାଇଥିଲା।ଗିରଫ

ଭୀମା କୋରେଗାଓଁ ହିଂସା: ଗୌତମ ନବଲଖାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ ଥିବା ଗୌତମ ନବଲଖାଙ୍କୁ ମିଳିଲା ଆଶ୍ୱସ୍ତି। ସୁପ୍ରିମକୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏଥିସହ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ