Browsing Category

ଦେଶ

୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ : ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ଆଜି ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛ।ସୟଦ ଅବଦୁଲ

ସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି, ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ : ନବୀକରଣ ଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ବ୍ୟବସ୍ଥା ପାଇଁ ୧ କୋଟି

ମୋଦୀଙ୍କ କଥା ମାନି ଭାରତରେ ବିବାହ କରୁଛନ୍ତି ଅନନ୍ତ !

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ

ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲ ପାଇବେ ନାଇଟ୍‌ହୁଡ ସମ୍ମାନ

ସୁନୀଲ ଭାରତୀ ମିତ୍ତଲ କମ୍ପାନୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ନାଇଟ୍‌ହୁଡ୍‌ ସମ୍ମାନ ମିଳିବ। ସେ ପ୍ରଥମ ଭାରତୀୟ ଭାବେ ଏପରି ସମ୍ମାନ ପାଇବାକୁ ଯାଉଛନ୍ତି। ବ୍ରିଟିଶ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ନାଇଟ କମାଣ୍ଡ। ଏବେ ଶ୍ରୀ ମିତ୍ତଲ ଏଥିରେ

ହିମାଚଳ ପ୍ରଦେଶରେ ରାଜନୈତିକ ହଙ୍ଗାମା: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ

ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁଙ୍କ ନେତୃତ୍ବ ବିରୋଧରେ ତେଜୁଛି କଂଗ୍ରେସ ଅସନ୍ତୋଷ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଇସ୍ତଫା ଦେବେ । ଗତ ଦୁଇଦିନ ଧରି ଚାଲିଥିବା ଚର୍ଚ୍ଚା ମଧ୍ୟରେ ନିଜ ପଦ

୨୦୨୯ରେ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ !

ନୂଆଦିଲ୍ଲୀ: ୨୦୨୯ ମଧ୍ୟଭାଗ ସୁଦ୍ଧା ସମ୍ବିଧାନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଲାଗୁ କରିବା ପାଇଁ ସମ୍ବିଧାନରେ ଆବଶ୍ୟକ ଅଧ୍ୟାୟ ଯୋଡ଼ିବାକୁ ସୁପାରିଶ କରିପାରେ ବିଧି ଆୟୋଗ । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଅନୁସାରେ ଦେଶରେ ଗୋଟିଏ ସମୟରେ ଲୋକସଭା, ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ

ରିସର୍ଟରେ ଲାଗିଲା ନିଆଁ, ବରଫ ଫିଙ୍ଗିଲେ ପର୍ଯ୍ୟଟକ

ରିସର୍ଟରେ ଲାଗିଲା ଭୟଙ୍କର ନିଆଁ। ନିଆଁ ଲିଭାଇବାକୁ ପାଣି ବଦଳରେ ବରଫ ଫିଙ୍ଗିଲେ ପର୍ଯ୍ୟଟକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁକଶ୍ମୀରର ଗୁଲମର୍ଗରେ। ଏହାର ଭିଡିଓରେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଜି ସକାଳୁ ଗୁଲମର୍ଗର ଏକ ପ୍ରସିଦ୍ଧ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ

୬ ମାସରେ ୨୩୪ ନିର୍ବାଚନ ମଣ୍ଡଳୀ ବୁଲିଲା ବିଜେପି, ଶେଷ ଦିନରେ ସାମିଲ ହେଲେ ମୋଦି

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ତାମିଲନାଡୁରେ ଜୋରଦାର ପ୍ରଚାର କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଦଳ ଫୁଲଦମରେ ଲାଗି ପଡ଼ିଛି। ଏଥିପାଇଁ ବିଜେପି ୬ ମାସ ମଧ୍ୟରେ ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ପଦଯାତ୍ରା କରିଛି।

ଅଖିଳେଶଙ୍କୁ ସିବିଆଇ ସମନ

ଫସିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ। ତାଙ୍କ ପାଖକୁ ସମନ ପଠାଇଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ ତଥା ସିବିଆଇ। ବେଇଆନ ଖଣି ଖନନ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସମନ ଜାରି କରିଛି।

ଗୁଜରାଟରେ ଲାଗିଲା ପାକିସ୍ତାନ ଜାହାଜ; ବାହାରିଲା ୨ ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ

ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ। ଏଥିପାଇଁ ପ୍ରସ୍ତତ ହୋଇଥିଲା ବ୍ଲୁ- ପ୍ରିଣ୍ଟ । ଗୁଜରାଟ ଉପକୂଳରେ ଜାହାଜ ଲାଗିଥିବା ବେଳେ ସେଥିରୁ ବାହାରିଲା ପୁଳା ପୁଳା ନିଶାଦ୍ରବ୍ୟ। ଜବତ ନିଶାଦ୍ରବ୍ୟର ପରିମାଣ ୩,୩୦୦ କେଜି ହୋଇଥିବା ବେଳେ ଏହାର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର