Browsing Category

ଦେଶ

ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ!

ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟ୍‌ରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍‌ ଅଭିନେତା ସଞ୍ଜୟ ଦତ୍ତ। ଚଳିତ

ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି ଟିମ୍‌, ଇଡି ଓ ସିବିଆଇ ମୁଖ୍ୟଙ୍କ ବଦଳି ପାଇଁ କଲା ଦାବୀ

ନୂଆଦିଲ୍ଲୀ: ସିବିଆଇ, ଏନଆଇଏ, ଇଡି ଓ ଆୟକର ବିଭାଗର ମୁଖ୍ୟମାନଙ୍କ ପରିବର୍ତ୍ତନ ଦାବିରେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଆଜି ୨୪ ଘଣ୍ଟିଆ ଧାରଣାରେ ବସିଥିଲେ। ଦଳର ଡେରେକ୍‌ ଓ’ବ୍ରାଏନ୍‌, ଡୋଲା ସେନ୍‌, ସାକେତ ଗୋଖଲେ ଓ

ଜମ୍ମୁ ଓ କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ଆସନ ବୁଝାମଣା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଆଲୋଚନା ହୋଇଛି। ଆସନ ବୁଝାମଣା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି ଯେ ଏନସି ପ୍ରାର୍ଥୀମାନେ ତିନୋଟି ଆସନରେ ଲଢ଼ିବେ ଏବଂ ଅବଶିଷ୍ଟ ଆସନରେ

ମଣିପୁରକୁ ରକ୍ଷା କରିଛନ୍ତି କେନ୍ଦ୍ର ସରକାର: ମୋଦି

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଣିପୁର ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ବେଘର ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି। ତଥାପି ପ୍ରଧାନମନ୍ତ୍ରୀ ମୋଦି

ରାହୁଲ ଗାନ୍ଧି ନିର୍ବାଚନ ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଛନ୍ତି : ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। କଂଗ୍ରେସର ୱାୟନାଡ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଥିବା ସେ ଦାବି କରିଛନ୍ତି। କେରଳର ୱାୟନାଡରେ ନିର୍ବାଚନ ଲଢ଼ିବା ପାଇଁ ସେ ବ୍ୟାନ ହୋଇଥିବା ଆତଙ୍କୀ ସଂଗଠନ ପିଏଫଆଇର ସହଯୋଗ

ମୋଦିଙ୍କ ‘ମୁସଲିମ ଲିଗ’ ବୟାନ ବିରୋଧରେ ଇସିରେ ପହଞ୍ଚିଲା କଂଗ୍ରେସ

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲିମ ଲିଗ୍‌ ଚିନ୍ତାଧାରା ସହ ତୁଳନା କରିଥିବାରୁ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସ ବିଧିବଦ୍ଧ ଭାବେ ଏପରି ବୟାନ ବିରୋଧରେ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ମୋଦି ଦେଇଥିବା ବୟାନ ପାଇଁ

ମଲ୍ଲିକାର୍ଜୁନ ଖଡେଗଙ୍କ ମନ୍ତବ୍ୟକୁ ‘ଟୁକଡେ-ଟୁକଡେ ଗ୍ୟାଙ୍ଗ’ର ଭାଷା କହି ପ୍ରବଳ ବର୍ଷିଲେ…

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ମନ୍ତବ୍ୟ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। "ଟୁକଡେ-ଟୁକଡେ ଗ୍ୟାଙ୍ଗ"ର ଭାଷା କହି କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ରାଜସ୍ଥାନର

କଶ୍ମୀରରେ ଜୋରଦାର ଟକ୍କର, ମୁହାଁମୁହିଁ ହେବେ ଗୁଲାମ ନବି ଓ ମୁଫତୀ

ଏଥର ଜୋରଦାର କଶ୍ମୀର ଲୋକସଭା ନିର୍ବାଚନ। ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପିଡିପି ସୁପ୍ରିମୋ ମେହବୁବା ମୁଫତୀ। ଅନନ୍ତନାଗ ନିର୍ବାଚନ ମଣ୍ଡଳିରୁ ଏଥର ମୁଫତୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ମଧ୍ୟ ଅନ୍ତନାଗର

ଇଡି ଚାର୍ଜସିଟ୍‌ରେ ଟିଭି ଓ ଫ୍ରିଜ୍‌ ବିଲ୍‌, ବଢ଼ିଲା ହେମନ୍ତ ସୋରେନ୍‌ଙ୍କ ଅଡୁଆ

ଥମୁନୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅଡୁଆ। ଜମି ଦୁର୍ନୀତି ମାମଲା ସହ ଟଙ୍କା ହେରଫେର ଅଭିଯୋଗରେ ବନ୍ଧା ହୋଇଥିବା ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି ସେଥିରେ ଟିଭି ଓ ଫ୍ରିଜ୍‌ର ବିଲ୍‌ ମଧ୍ୟ ସାମିଲ ଅଛି। କୋର୍ଟର ଏହାର ରିସିଟ୍‌ ସହ

ନିର୍ବାଚନ ପୂର୍ବରୁ ଷ୍ଟେସନରୁ ମିଳିଲା ୪ କୋଟି, ବିଜେପି କର୍ମୀ ଅଟକ

ନିର୍ବାଚନ ପୂର୍ବରୁ ରେଳଓ୍ୱେ ଷ୍ଟେସନରୁ ମିଳିଲା ପୁଳା ପୁଳା ଟଙ୍କା। ତାମିଲନାଡୁର ରାଜଧାନୀ ଚେନ୍ନାଇର ତାମ୍ବରମ୍‌ ରେଲଓ୍ୱେ ଷ୍ଟେସନରୁ ନଗଦ ୪ କୋଟି ଟଙ୍କା ଜବତ ହୋଇଛି। ୬ଟି ବ୍ୟାଗ୍‌ରେ ଏହି ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ୩ ଜଣଙ୍କ